Home Bibles ଗୀତସଂହିତା 71:18 · ଓଡ଼ିଆ ବାଇବେଲ
ଗୀତସଂହିତା 71:18 · ଓଡ଼ିଆ ବାଇବେଲ

ବର୍ତ୍ତମାନ ମୁଁ ବୃଦ୍ଧ ଓ ମାରେ ବାଳ ପାଚିୟାଇଛି। ମାେତେ ପରିତ୍ଯାଗ କର ନାହିଁ, ପରମେଶ୍ବର। ମାେ ସାଙ୍ଗରେ ରୁହ, ମୁଁ ୟପରେି ତୁମ୍ଭର ଶକ୍ତି ଏବଂ ମହାନତା ବିଷଯରେ ଭବିଷ୍ଯତ ବଂଶଧରଙ୍କ ଆଗରେ କହିପାରିବି।

Cross references

ଆଦି ପୁସ୍ତକ 27:1

ଇସ୍ହାକ ବୃଦ୍ଧ ହେଲାପରେ ତାଙ୍କ ଆଖିକୁ ଭଲ ଦଖାେ ଗଲା ନାହିଁ। ଦିନେ ସେ ତାଙ୍କର ବଡ଼ପୁତ୍ର ଏଷୌକୁ ପାଖକୁ ଡ଼ାକି ଇସ୍ହାକ କହିଲେ, ହେ ପୁତ୍ର ଏଷୌ! ସେ ଉତ୍ତର ଦେଲେ, ମୁଁ ଏହିଠା ରେ,

ଯାତ୍ରା ପୁସ୍ତକ 13:8

ସହେିଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚଯ କହିବ, 'ଆମ୍ଭେ ଏହି ଭୋଜିର ଆଯୋଜନ କରିଛୁ ଯେ ହତେୁ ସଦାପ୍ରଭଛୁ ଆମ୍ଭକୁ ମିଶରରୁ ଏହିଦିନ ମୁକ୍ତ କରିଥିଲେ।'

ଯାତ୍ରା ପୁସ୍ତକ 13:14

ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।

ପ୍ରଥମ ଶାମୁୟେଲ 4:15

ସେ ସମୟରେ ଏଲି ଅଠାନବେ ବର୍ଷ ବଯସ୍କ ହାଇେଥିଲେ ଓ ଅନ୍ଧ ହାଇେଥିବାରକ୍ସ୍ଟ ସେ ଦେଖି ପାରିଲେ ନାହିଁ।

ପ୍ରଥମ ଶାମୁୟେଲ 4:18

ଯେତବେେଳେ ଏଲି ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ବିଷଯ ରେ ଶୁଣିଲେ, ଏଲି ଆପଣା ଚୌକି ପଛଆଡେ ପଡିଗଲେ, ତହକ୍ସ୍ଟଁ ତାଙ୍କର ବକେ ଭାଙ୍ଗିଗଲା ଓ ସେ ମୃତକ୍ସ୍ଟ୍ଯବରଣ କଲେ, କାରଣ ସେ ବୃଦ୍ଧ ଓ ଭାରୀ ଥିଲେ। ସେ ଗ୍ଭଳିଶବର୍ଷ ଇଶ୍ରାୟେଲର ନତେୃତ୍ବ ନେଲେ।

ପ୍ରଥମ ବଂଶାବଳୀ 29:10

ଏହାପରେ ଦାଉଦ ଏକତ୍ରୀତ ହାଇେଥିବା ସମସ୍ତ ଲୋକଙ୍କ ସାକ୍ଷାତ ରେ ସଦାପ୍ରଭୁଙ୍କର ପ୍ରଶଂସାଗାନ କଲେ। ଦାଉଦ କହିଲେ :

ଗୀତସଂହିତା 22:31

ପ୍ରେତ୍ୟକକ ପିଢ଼ି ତା'ର ପିଲାମାନଙ୍କୁ ଧାର୍ମିକତା ବିଷଯ କହିବେ, ୟାହା ସବୁ ପରମେଶ୍ବର କରିଛନ୍ତି।

ଗୀତସଂହିତା 48:14

ଏହି ପରମେଶ୍ବର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ବର ଅଟନ୍ତି। ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।

ଗୀତସଂହିତା 71:9

ବୃଦ୍ଧା ଅବସ୍ଥା ହତେୁ ମାେତେ ପରିତ୍ଯାଗ କର ନାହିଁ। ମୁଁ ଦୁର୍ବଳ ହବୋ ସମଯରେ ମାେତେ ପରିତ୍ଯାଗ କର ନାହିଁ।

ଗୀତସଂହିତା 78:4

ଆମ୍ଭମାନେେ ସମାନଙ୍କେ ବଂଶଧରମାନଙ୍କୁ ଏହା ଲୁଚାଇବାକୁ ନାହିଁ। ସମାନେେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍, ଏହା ଆମ୍ଭେ ଆମ୍ଭର ଆସୁଥିବା ପୀଢ଼ିକୁ କହିବୁ, ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ୟ୍ଯତା ୟାହା ସେ କଲେ ସସବେୁ ବିଷଯରେ ସମାନଙ୍କେୁ କହିବୁ।

ଗୀତସଂହିତା 78:6

ଏପରିକି ଯେଉଁ ପିଲାମାନେ ଜନ୍ମ ହବେେ, ସମାନେେ ସମାନଙ୍କେର ପିଲାମାନଙ୍କୁ ଜଣାଇବେ। ତା'ପରେ ସମାନେେ ୟବେେ ବଡ଼ ହବେେ ସମାନଙ୍କେର ପିଲାମାନଙ୍କୁ କହିବେ।

ଗୀତସଂହିତା 145:4

ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିଯା ସକଳର ପ୍ରଶଂସା କରନ୍ତୁ ସମାନେେ ତୁମ୍ଭର କାର୍ୟ୍ଯ ବିଷଯରେ କୁହନ୍ତୁ।

ଯିଶାଇୟ 46:4

ତୁମ୍ଭର ଜନ୍ମ ସମୟରେ ଆମ୍ଭେ ବହନ କରିଥିଲୁ। ପୁଣି ବାର୍ଦ୍ଧକ୍ଯ ପର୍ୟ୍ଯନ୍ତ ତୁମ୍ଭକୁ ବହନ କରିବୁ। ପକ୍ବକେଶ ହବୋ ପର୍ୟ୍ଯନ୍ତ ଆମ୍ଭେ ବହନ କରିବୁ। କାରଣ ଆମ୍ଭେ ତୁମ୍ଭକୁ ସୃଷ୍ଟି କରିଛୁ। ତେଣୁ ଆମ୍ଭେ ବହନ କରିବା ଓ ତୁମ୍ଭକୁ ଉଦ୍ଧାର କରିବା।

ଯିଶାଇୟ 51:9

ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

ଯିଶାଇୟ 53:1

ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?

ରେରିତମାନଙ୍କ କାର୍ଯ୍ୟର ବିବରଣ 13:36

ଦାଉଦ ତାହାଙ୍କ ୟୁଗ ରେ ପରମେଶ୍ବରଙ୍କର ଇଚ୍ଛା ଅନୁସାରେ ସବୋକାର୍ୟ୍ଯ କରି ସାରିଲାପରେ ଦହେତ୍ଯାଗ କରିଥିଲେ। ଦାଉଦଙ୍କୁ ତାହାଙ୍କ ପୂର୍ବପୁରୁଷମାନଙ୍କ ସହିତ ସମାଧି ଦିଆଗଲା ଓ ସେ କ୍ଷୟ ପ୍ରାପ୍ତ ହେଲେ।

Interlinear

Choose Theme