କିନ୍ତୁ ସମାନେେ ନିଷ୍କପଟ ନ ଥିଲେ ଏବଂ ସମାନେେ ତାଙ୍କୁ ମିଛ କହିଲେ।
Cross references
ତୁମ୍ଭମାନେେ ମାେତେ ଯେତବେେଳେ ଏପରି କହିଲ, ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସହେି ବାକ୍ଯର କଥା ଶକ୍ସ୍ଟଣି ମାେତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସହେି କଥା ଶକ୍ସ୍ଟଣିଅଛକ୍ସ୍ଟ। ସମାନେେ ଯାହା କହିଛନ୍ତି ଭଲ କହିଛନ୍ତି।
ସହେି ଲୋକମାନେ ମାେ କଥା ଶୁଣିବେ ଓ ଖୁବ୍ ଶୀଘ୍ର ମାେତେ ମାନିବେ। ସହେି ବିଦେଶୀମାନେ ମାେତେ ଦେଖି ଭୟଭୀତ ହବେେ।
ଏହାପରେ ଆମ୍ଭର ପୂର୍ବପୁରୁଷମାନେ ପରମେଶ୍ବର ୟାହା କଲେ ତାହା ବିଶ୍ବାସ କଲେ। ସମାନେେ ତାଙ୍କର ପ୍ରଶଂସା କରି ଗୀତ ଗାଇଲେ।
ମାରେ ପ୍ରଭୁ କୁହନ୍ତି, ସମାନଙ୍କେର ମୁଖ ସହିତ ଏହି ଲୋକମାନେ ମାେ ପାଖକୁ ଆସନ୍ତି। ସମାନେେ ନିଜର ଓଷ୍ଠାଧାର ରେ ମାରେ ସମ୍ମାନ କରନ୍ତି। ମାତ୍ର ପ୍ରକୃ ରେ ସମାନେେ ମାଠାରୁେ ବହୁତ ଦୂ ରଇେ ରହନ୍ତି। ମାେ ପ୍ରତି ସମାନଙ୍କେର ଭୟ ଓ ପ୍ ରମେ ଅନ୍ୟ କିଛି ନୁହେଁ, କିନ୍ତୁ କବଳେ ମାନବିକ ଶିକ୍ଷା ଓ େ ବେଳବେଳେ ଉପଦେଶ।
ତାହାର ସକାଶୁ ଏପରି କ୍ଲେଶ ଓ ଭୀତା ଯେ, ତୁମ୍ଭେ ମିଥ୍ଯା କହୁଅଛ ଓ ଆମ୍ଭକୁ ଭୁଲି ୟାଇଛ ? ତୁମ୍ଭେ ସେଥି ରେ ନିଜର ମନୋଯୋଗ କରୁ ନାହଁ। ଆମ୍ଭେ କ'ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ, ତୁମ୍ଭେ କ'ଣ ଆମ୍ଭକୁ ଭୟ କରୁ ନାହଁ ?
ସହେି ବାକ୍ଯ ଭଲ ହେଉ ବା ମନ୍ଦ ହେଉ, ଯାହାଙ୍କ ନିକଟକୁ ଆମ୍ଭମାନେେ ଆପଣଙ୍କୁ ପଠାଉଅଛୁ, ସହେି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ବାକ୍ଯ ଆମ୍ଭମାନେେ ମାନିବୁ। କାରଣ ସହେି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ କଥା ମାନିଲେ ଆମ୍ଭମାନଙ୍କର ମଙ୍ଗଳ ହବେ।
ଏବଂ ସମାନେେ ମାେ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମାେ ଲୋକପରି ସମାନେେ ତୁମ୍ଭ ସମ୍ମୁଖ ରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସମାନେେ ମାେ କଥା ମାନନ୍ତି ନାହିଁ। କାରଣ ସମାନେେ କବଳେ ତାହା କରନ୍ତି, ଯାହା ସମାନେେ କରିବାକୁ ଚାହାଁନ୍ତି। ଏବଂ ସମାନଙ୍କେ ହୃଦଯ ଅସାଧୁ ଲାଭ ପାଇଁ ଲୋଭି ଅଟେ।
ଇଫ୍ରଯିମ ମିଥ୍ଯା ରେ ଆମ୍ଭର ଗ୍ଭରିପାଖ ରେ ଘରେିଗଲା। ଇଶ୍ରାୟେଲର ପରିବାର ଆମ୍ଭ ପ୍ରତି ବିଶ୍ବାସଘାତକତା କରିଛନ୍ତି।
ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।
ସଦାପ୍ରଭୁ କୁହନ୍ତି, ଆମ୍ଭର ଯିହୁଦା ବିପକ୍ଷ ରେ ଏକ ୟୁକ୍ତି ଅଛି। ଯାକୁବ ତା'ର କୁପଥଗୁଡିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦ କାର୍ୟ୍ଯ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହବେ।
ସହେି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି। ସହେି ସ୍ଥାନର ଲୋକେ ତଥାପି ମିଥ୍ଯା କହୁଛନ୍ତି। ହଁ, ସହେି ଲୋକମାନେ ପ୍ରବଞ୍ଚକ।