Home Bibles ☰ Books ମୀଖା 6:12 · ଓଡ଼ିଆ ବାଇବେଲ
ମୀଖା 6:12 · ଓଡ଼ିଆ ବାଇବେଲ

ସହେି ନଗରୀର ଧନୀ ଲୋକମାନେ ନିଷ୍ଠୁର ଅଟନ୍ତି। ସହେି ସ୍ଥାନର ଲୋକେ ତଥାପି ମିଥ୍ଯା କହୁଛନ୍ତି। ହଁ, ସହେି ଲୋକମାନେ ପ୍ରବଞ୍ଚକ।

Cross references

ଗୀତସଂହିତା 78:36

କିନ୍ତୁ ସମାନେେ ନିଷ୍କପଟ ନ ଥିଲେ ଏବଂ ସମାନେେ ତାଙ୍କୁ ମିଛ କହିଲେ।

ଗୀତସଂହିତା 120:2

ହେ ସଦାପ୍ରଭୁ, ମାେ ବିଷଯରେ ମିଥ୍ଯା କହୁଥିବା ଲୋକମାନଙ୍କଠାରୁ ମାେତେ ଉଦ୍ଧାର କର। ସମାନେେ ଯେଉଁ କଥାସବୁ କହୁଥିଲେ, ତାହାସବୁ ସତ୍ଯ ନ ଥିଲା।

ଯିଶାଇୟ 1:23

ତୁମ୍ଭର ଶାସକଗଣ ବିଦ୍ରୋହୀ ହାଇେଛନ୍ତି ଓ ଚୋରମାନଙ୍କର ବନ୍ଧୁ ହାଇେଛନ୍ତି। ତୁମ୍ଭର ସମସ୍ତ ଶାସକ ଲାଞ୍ଚକୁ ଭଲ ପାଆନ୍ତି। ଅନ୍ଯାଯ କାର୍ୟ୍ଯ ପାଇଁ ପାରିତୋଷିକ ଗ୍ରହଣ କରନ୍ତି। ଆଉ ସହେି ଶାସକମାନେ ଲୋକଙ୍କୁ ଠକିବାକୁ ଅର୍ଥ ନିଅନ୍ତି। ତୁମ୍ଭର ସହେି ଶାସକଗଣ ଅନାଥ ପିଲାମାନଙ୍କୁ ଓ ବିଧବାମାନଙ୍କୁ ସମାନଙ୍କେର ଦରକାର ବେଳେ ସାହାୟ୍ଯ କରନ୍ତି ନାହିଁ।'

ଯିଶାଇୟ 3:8

ଏପରି ଘଟିବାର କାରଣ ୟିରୁଶାଲମ ବିପଥଗାମୀ ହାଇେ ବିନଷ୍ଟ ହାଇେଛି। ଯିହୁଦା ପରମେଶ୍ବରଙ୍କୁ ଅବଜ୍ଞାକରି ନିପତିତ ହାଇେଛି। ସମାନଙ୍କେର ବାକ୍ଯ ଓ କାର୍ୟ୍ଯ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସମାନେେ ସଦାପ୍ରଭୁଙ୍କ ମହିମା ରେ ଉପହାସ କରୁଛନ୍ତି।

ଯିଶାଇୟ 5:7

ଇଶ୍ରାଲୟଲରସଗାଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମଯଙ୍କର ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ।

ଯିଶାଇୟ 59:3

ତୁମ୍ଭମାନଙ୍କ ହସ୍ତ ରକ୍ତ ରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧ ରେ ଅଶୁଚି ହାଇେଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ଯା କରିଅଛି ଓ ଜିହ୍ବା ଦୁଷ୍ଟତା ବକି ଅଛି।

ଯିରିମିୟ 5:5

ମାେତେ ଧନୀ ଲୋକମାନଙ୍କ ପାଖକୁ ୟିବାକୁ ଏବଂ କଥାବାର୍ତ୍ତା ହବୋକୁ ଦିଅ। କାରଣ ସମାନେେ ହିଁ ସଦାପ୍ରଭୁଙ୍କର ପଥ ଏବଂ ସମାନଙ୍କେର ପରମେଶ୍ବରଙ୍କର ବ୍ଯବସ୍ଥା ଜାଣନ୍ତି। କିନ୍ତୁ ଏମାନେ ଏକତ୍ର ହାଇେ ୟୁଆଳି ଭାଙ୍ଗି ଅଛନ୍ତି ଓ ବନ୍ଧନସବୁକୁ ଛିଣ୍ଡାଇ ପକାଇ ଅଛନ୍ତି।

ଯିରିମିୟ 5:26

କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।

ଯିରିମିୟ 6:6

କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।

ଯିରିମିୟ 9:2

ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।

ଯିରିମିୟ 9:8

ସମାନଙ୍କେର ଜିହ୍ବା ପ୍ରାଣନାଶକ ବାଣସ୍ବରୂପ। ତାହା କବଳେ ମିଥ୍ଯା ଓ ପ୍ରବଞ୍ଚନାର କଥା କ ହେ। ସମାନେେ ମୁହଁ ରେ ପ୍ରତିବେଶୀ ସହିତ ପ୍ ରମାେଳାପ କରନ୍ତି, ମାତ୍ର ଅନ୍ତର ରେ ସମାନଙ୍କେୁ ବିନାଶ କରିବାକୁ ଯୋଜନା କରନ୍ତି।

ଯିହିଜିକଲ 22:6

'ଆଉ, ଦେଖ, ଇଶ୍ରାୟେଲର ଅଧିପତିଗଣ ପ୍ରେତ୍ୟକକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧିଅରେ ରହିଅଛନ୍ତି।

ଯିହିଜିକଲ 22:25

ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ଯିହିଜିକଲ 22:29

ସାଧାରଣ ଲୋକେ ପରସ୍ପର ପ୍ରତି ଅତ୍ଯାଚାର କରନ୍ତି ଓ ଚୋରି କରନ୍ତି, ସମାନେେ ଗରିବ ଓ ଦୀନହୀନମାନଙ୍କୁ ଠକନ୍ତି। ସମାନେେ ବିଦେଶୀମାନଙ୍କୁ ସମାନଙ୍କେ ମଧିଅରେ ବସବାସ କରୁଥିବା ନ୍ଯାଯରୁ ବଞ୍ଚିତ କରି ଅତ୍ଯାଚାର କରନ୍ତି।

ହୋଶେୟ 4:1

ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ଏହି ରାଜ୍ଯର ଲୋକମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁ ତାଙ୍କର ଆରୋପ ଦର୍ଶାଇବେ। ଏହି ଦେଶର ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ। ଏହି ଲୋକମାନେ ପ୍ରକୃତ ରେ ପରମେଶ୍ବରଙ୍କ ପ୍ରତି ସତ୍ ଓ ବିଶ୍ବସ୍ତ ନୁହଁନ୍ତି।

ହୋଶେୟ 7:1

ଆମ୍ଭେ ଇଶ୍ରାୟେଲକୁ ସୁସ୍ଥ କରିବା। ତା'ପ ରେ ଲୋକମାନେ ଜାଣିବେ ଯେ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ ରେ ଲୋକମାନେ ଜାଣିବେ। ସହେି ସହର ରେ ଗ୍ଭରମାନେେ ୟାତାଯତ କରୁଛନ୍ତି ଲୋକମାନେ ଜାଣିବେ।

ହୋଶେୟ 7:13

ସମାନଙ୍କେ ପାଇଁ ଏହା ଅତି ମନ୍ଦ ହବେ। ସମାନେେ ଆମ୍ଭଙ୍କୁ ପରିତ୍ଯାଗ କରିଥିଲେ ଏବଂ ଅମାନ୍ଯ କରିଥିଲେ। ତେଣୁ ସମାନେେ ବିନଷ୍ଟ ହବେେ। ଆମ୍ଭେ ସମାନଙ୍କେୁ ରକ୍ଷା କରିଥିଲୁ କିନ୍ତୁ ସମାନେେ ଆମ୍ଭ ବିରୁଦ୍ଧ ରେ ମିଥ୍ଯା କହୁଛନ୍ତି।

Interlinear

Choose Theme