ଦିତୀୟ ବିବରଣ 5:28 · ଓଡ଼ିଆ ବାଇବେଲ
ତୁମ୍ଭମାନେେ ମାେତେ ଯେତବେେଳେ ଏପରି କହିଲ, ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କର ସହେି ବାକ୍ଯର କଥା ଶକ୍ସ୍ଟଣି ମାେତେ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା କହିଛନ୍ତି ଆମ୍ଭେ ସହେି କଥା ଶକ୍ସ୍ଟଣିଅଛକ୍ସ୍ଟ। ସମାନେେ ଯାହା କହିଛନ୍ତି ଭଲ କହିଛନ୍ତି।
Cross references
ଗଣନା ପୁସ୍ତକ 27:7
ସଲଫାଦର କନ୍ଯାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସମାନଙ୍କେ ପିତୃବଂଶୀଯ ଭାତୃଗଣ ମଧିଅରେ ଅବଶ୍ଯ ସମାନଙ୍କେୁ ପୈତୃକ ଅଧିକାର ଦବେ। ତେଣୁ ସମାନଙ୍କେୁ ତାହା ଦିଅ, ଯାହା ସମାନଙ୍କେର ପିତା ପାଇଥାନ୍ତେ।
ଗଣନା ପୁସ୍ତକ 36:5
ତହୁଁ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନୁସାରେ ଆଜ୍ଞା ଦଇେ କହିଲେ, ଯୋଷଫେ ପରିବାରବର୍ଗର ଏହି ଲୋକମାନେ ୟାଥାର୍ଥ କହୁ ଅଛନ୍ତି।
ଦିତୀୟ ବିବରଣ 18:17
ସଦାପ୍ରଭୁ ମାେତେ କହିଲେ, ' ସମାନେେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି।