ଗୀତସଂହିତା 78:28 · ଓଡ଼ିଆ ବାଇବେଲ
ଏହି ପକ୍ଷୀମାନେ ସମାନଙ୍କେ ତମ୍ବୁର ଚତୁର୍ଦ୍ଦିଗରେ ଛାଉଣୀ ଭିତରେ ପଡ଼ିଲେ।
Cross references
ଯାତ୍ରା ପୁସ୍ତକ 16:13
ସହେି ରାତି ରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣୀକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତ ରେ ଛାଉଣୀ ସ୍ଥାନ ରେ ଚାରିଆଡେ କାକରର ଏକ ସ୍ତର ଥିଲା।