Home Bibles ଯାତ୍ରା ପୁସ୍ତକ 16:13 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 16:13 · ଓଡ଼ିଆ ବାଇବେଲ

ସହେି ରାତି ରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣୀକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତ ରେ ଛାଉଣୀ ସ୍ଥାନ ରେ ଚାରିଆଡେ କାକରର ଏକ ସ୍ତର ଥିଲା।

Cross references

ଗଣନା ପୁସ୍ତକ 11:9

ରାତ୍ରି ରେ ଛାଉଣୀ ଉପରେ କାକର ପଡିଲା ବେଳେ ତା ସହିତ ମାନ୍ନା ଝଡିଲା।

ଗଣନା ପୁସ୍ତକ 11:31

ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାଯୁ ବହିଲା ଓ ତାହା ସମୁଦ୍ରରୁ ଭଟୋଇ ପକ୍ଷୀ ଆଣିଲା। ସମାନଙ୍କେର ସଂଖ୍ଯା ଏତେ ଅଧିକ ହେଲା ଯେ ସମାନେେ ଛାଉଣୀର ଚତୁର୍ବ୍ଦିଗ ରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ୟ୍ଯନ୍ତ ବ୍ଯାପି ରହିଲେ। ସମାନେେ ଭୂମିଠାରୁ ପ୍ରାଯ ଦୁଇ ପୁଟ ବହଳ ରେ ଗଦା ହଇେ ଗଲେ।

ଗୀତସଂହିତା 78:27

ପରମେଶ୍ବର ତାଙ୍କର ଲୋକମାନଙ୍କ ଉପରେ ସମାନଙ୍କେର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ। ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ଯ ବହୁତ ଥିଲେ।

ଗୀତସଂହିତା 78:28

ଏହି ପକ୍ଷୀମାନେ ସମାନଙ୍କେ ତମ୍ବୁର ଚତୁର୍ଦ୍ଦିଗରେ ଛାଉଣୀ ଭିତରେ ପଡ଼ିଲେ।

ଗୀତସଂହିତା 105:40

ଯେତବେେଳେ ଲୋକମାନେ ଖାଦ୍ୟ ମାଗନ୍ତେ, ପରମେଶ୍ବର ଭାଟୋଇ ପକ୍ଷୀମାନଙ୍କୁ ଦେଲେ। ପରମେଶ୍ବର ସମାନଙ୍କେୁ ସ୍ବର୍ଗରୁ ପ୍ରଚୁର ମାନ୍ନା ପ୍ରଦାନ କଲେ।

Interlinear

Choose Theme