ଗୀତସଂହିତା 78:29 · ଓଡ଼ିଆ ବାଇବେଲ
ସମାନେେ ତୃପ୍ତି ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ୟାହା ଚାହିଁଲେ, ପରମେଶ୍ବର ସମାନଙ୍କେୁ ଦେଲେ।
Cross references
ଗଣନା ପୁସ୍ତକ 11:19
ତୁମ୍ଭମାନେେ ଦିନେ କି ଦୁଇଦିନ କି ପାଞ୍ଚଦିନ କି ଦଶଦିନ କି କୋଡିଏ ଦିନ ଖାଇବ ତାହା ନୁହେଁ।
ଗୀତସଂହିତା 106:15
କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ଇଚ୍ଛାନୁରୂପେ ଫଳ ଦେଲେ। କିନ୍ତୁ ପରମେଶ୍ବର ସମାନଙ୍କେୁ ଭୟଙ୍କର ରୋଗ ଦେଲେ।