ପରମେଶ୍ବର ତାଙ୍କର ଲୋକମାନଙ୍କ ଉପରେ ସମାନଙ୍କେର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ। ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ଯ ବହୁତ ଥିଲେ।
Cross references
ଆମ୍ଭେ ଇଶ୍ରାୟେଲର ଅଭି ଯୋଗ ଶୁଣିଅଛୁ। ତେଣୁ ସମାନଙ୍କେୁ କୁହ, 'ଆଜି ରାତି ରେ ତୁମ୍ଭମାନେେ ମାଂସ ଭକ୍ଷଣ କରିବ। ଏବଂ ପ୍ରଭାତ ରେ ତୁମ୍ଭର ଆବଶ୍ଯକ ପରିମାଣର ରୋଟୀ ଖାଇବ। ଏଥି ରେ ତୁମ୍ଭମାନେେ ଜାଣିପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।'
ଲୋକମାନଙ୍କୁ କୁହ, କାଲିପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭମାନେେ ମାଂସ ଖାଇବ, କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚର ରେ କହିଅଛ, 'କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦବେ? ବରଂ ମିଶର ଦେଶ ରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!' ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦବେେ।
ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାଯୁ ବହିଲା ଓ ତାହା ସମୁଦ୍ରରୁ ଭଟୋଇ ପକ୍ଷୀ ଆଣିଲା। ସମାନଙ୍କେର ସଂଖ୍ଯା ଏତେ ଅଧିକ ହେଲା ଯେ ସମାନେେ ଛାଉଣୀର ଚତୁର୍ବ୍ଦିଗ ରେ ଏପାଖେ ଦିନକର ପଥ ଓ ସେ ପାଖେ ଦିନକର ପଥ ପର୍ୟ୍ଯନ୍ତ ବ୍ଯାପି ରହିଲେ। ସମାନେେ ଭୂମିଠାରୁ ପ୍ରାଯ ଦୁଇ ପୁଟ ବହଳ ରେ ଗଦା ହଇେ ଗଲେ।
ତହିଁରେ ଲୋକମାନେ ଛିଡା ହାଇେ ସହେି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସହେି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କହେି ଦଶ ବୁଶଲରେୁ ଊଣା ସଂଗ୍ରହ କଲାନାହିଁ। ଆଉ ସମାନେେ ନିଜପାଇଁ ଛାଉଣୀର ଚାରିଆଡେ ତାହା ବିଛାଇ ରଖିଲେ।