କାହିଁକି ? କାରଣ ଲୋକମାନେ ତାଙ୍କ ଉପରେ ଆଶ୍ରିତ ହେଲେ ନାହିଁ। ପରମେଶ୍ବର ସମାନଙ୍କେୁ ରକ୍ଷା କରିବେ ବୋଲି ସମାନେେ ବିଶ୍ବାସ କଲେ ନାହିଁ।
Cross references
କିନ୍ତୁ ତଥାପି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କଠା ରେ ବିଶ୍ବାସ କଲ ନାହିଁ।
ମାତ୍ର ସମାନେେ ଶୁଣିଲେ ନାହିଁ। ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କ ପରି ଅବାଧ୍ଯ ହେଲେ। ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁ ଯେ ସମାନଙ୍କେର ପରମେଶ୍ବର ଏହା ବିଶ୍ବାସ କଲେ ନାହିଁ।
କିନ୍ତୁ ତା'ପରେ ସହେି ଲୋକମାନେ କିଣାନର ଆଶ୍ଚର୍ୟ୍ଯ ପୂର୍ଣ୍ଣ ସ୍ଥାନକୁ ୟିବାପାଇଁ ମନା କଲେ। ସମାନେେ ପରମେଶ୍ବରଙ୍କୁ ବିଶ୍ବାସ କଲେ ନାହିଁ ୟେ ପରମେଶ୍ବର ସଠାେରେ ବାସ କରୁଥିବା ଲୋକମାନଙ୍କୁ ସାହାୟ୍ଯ କରିବେ।
ଶମରିଯାସଯଲତଲବଲଳ ଇଫ୍ରଯିମର ରାଜଧାନୀ ଓ ରମଲୀଯର ପୁତ୍ର ଶମରିଯାର ରାଜାସସଲତଲବଲଳସସମାନଙ୍କର କୁମନ୍ତ୍ରଣା ସଫଳସହବ ନାହିଁ। ତୁମ୍ଲଭ ଯଦି ଦୃଢ଼ ଭାବଲର ରହିପାରିବ ନାହିଁ, ତୁମ୍ଲଭ ଅଗ୍ରସରସହାଇପାରିବ ନାହିଁ।
ତୁମ୍ଭର ଲୋକମାନେ ଆମ୍ଭକୁ ମାନିଲେ ନାହିଁ। ସମାନେେ ଆମ୍ଭ ଶିକ୍ଷା ଗ୍ରହଣ କଲେ ନାହିଁ। ୟିରୁଶାଲମ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖିଲା ନାହିଁ। ସମାନେେ ତାଙ୍କ ପରମେଶ୍ବରଙ୍କ ସନ୍ନିକଟକୁ ଗଲେ ନାହିଁ।
ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।
ପରମେଶ୍ବରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ? ପରମେଶ୍ବରଙ୍କ ଆଜ୍ଞାର ଅବାଧ୍ଯ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ।
ବିଶ୍ବାସ ବିନା ଜଣେ ପରମେଶ୍ବରଙ୍କୁ ପ୍ରସନ୍ନ କରି ପାରିବ ନାହିଁ। ପରମେଶ୍ବରଙ୍କ ପାଖକୁ ଆସୁଥିବା ପ୍ରେତ୍ୟକକ ଲୋକ ପରମେଶ୍ବର ଅଛନ୍ତି ବୋଲି ବିଶ୍ବାସ କରିବା ଉଚିତ୍। ୟିଏ ପରମେଶ୍ବରଙ୍କ ପାଖକୁ ଆସିବ ସେ ବିଶ୍ବାସ କରିବା ଦରକାର ଯେ ୟିଏ ପ୍ରକୃତ ରେ ତାହାଙ୍କୁ ଖୋଜେ, ପରମେଶ୍ବର ତାହାକୁ ପୁରସ୍କାର ପ୍ରଦାନ କରନ୍ତି।
ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।
ତୁମ୍ଭେ ଆଗରୁ ଜାଣିଥିବା କେତକେ କଥା ସ୍ମରଣ କରାଇବା ପାଇଁ ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିବାକୁ ଚା ହେଁ। ମନରେଖ, ପ୍ରଭୁ ତାହାଙ୍କର ଲୋକଙ୍କୁ ମିସର ଦେଶରୁ ଉଦ୍ଧାର କଲେ। କିନ୍ତୁ ପରେ ପ୍ରଭୁ ସମସ୍ତ ଅବିଶ୍ବାସୀ ଲୋକମାନଙ୍କୁ ଧ୍ବଂସ କରି ଦେଲେ।