Home Bibles ☰ Books ଗଣନା ପୁସ୍ତକ 11:13 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 11:13 · ଓଡ଼ିଆ ବାଇବେଲ

ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦବୋ ପାଇଁ କେଉଁଠା ରେ ପାଇବି? କାରଣ ସମାନେେ ମାେ ନିକଟରେ କାନ୍ଦି କହୁଛନ୍ତି, ସମାନେେ ପାଟି କରନ୍ତି, 'ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।'

Cross references

ଗଣନା ପୁସ୍ତକ 11:20

ତୁମ୍ଭେ ସମ୍ପୂର୍ଣ୍ଣ ଏକମାସ ମାଂସ ଭକ୍ଷଣ କରିବ। ତୁମ୍ଭେ ମାଂସକୁ ଭକ୍ଷଣ କରିବ, ଘୃଣା ଯୋଗ୍ଯ ନ ହବୋ ପର୍ୟ୍ଯନ୍ତ। ଆଉ ଯେ ପର୍ୟ୍ଯନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନହୁଏ। କାରଣ ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରତ୍ଯାଖ୍ଯାନ କରିଛ, ୟିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭମାନେେ ତାଙ୍କଠା ରେ ଆପତ୍ତି କରିବ ଏହା କହି, 'ଆମ୍ଭମାନେେ କାହିଁକି ମିଶରରୁ ବାହାରି ଆସିଲୁ?'

ଗଣନା ପୁସ୍ତକ 11:22

ସମାନଙ୍କେୁ ଯୋଗଇବାପାଇଁ ପଲ ମଧ୍ଯରୁ ସମସ୍ତ ଗୋମଷେ ବଧ କଲେ ମଧ୍ଯ ଏକମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସମାନଙ୍କେୁ ୟଥେଷ୍ଟ ନୁହେଁ!

ଦିତୀୟ ରାଜାବଳୀ 4:43

ତହୁଁ ଇଲୀଶାୟଙ୍କ ସବେକ କହିଲା, ଏଠା ରେ ତ 100 ଲୋକ ଅଛନ୍ତି। ଏତିକି ରୋଟୀ କିପରି ଏତେ ଲୋକଙ୍କୁ ଦବେି?

ଦିତୀୟ ରାଜାବଳୀ 7:2

ସନୋପତି ୟିଏ ରାଜା ଙ୍କର ନିକଟର ଥିଲେ ପରମେଶ୍ବର ଲୋକଙ୍କୁ ଉତ୍ତର ଦେଲେ। ଦେଖ, ଯବେେ ସଦାପ୍ରଭୁ ସ୍ବର୍ଗ ରେ ଦ୍ବାର ଖୋଲନ୍ତି ତବେେ ମଧ୍ଯ ସମ୍ଭବ ହାଇେ ପାରିବ ନାହିଁ?

ମାଥିଉଲିଖିତ ସୁସମାଚାର 15:33

ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନ ରେ କେଉଁଠାରୁ ପାଇବା? ଆମ୍ଭେ ନଗର ଠାରୁ ବହୁତ ଦୂର ରେ ଅଛୁ।

ମାର୍କଲିଖିତ ସୁସମାଚାର 8:4

ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭମାନେେ ଏ ଜନହୀନ ଅଂଚଳ ରେ ଏମାନଙ୍କୁ ଖୁଆଇବା ପାଇଁ ୟଥେଷ୍ଟ ଖାଦ୍ୟ କୁଆଡୁ ପାଇ ପାରିବୁ?

ମାର୍କଲିଖିତ ସୁସମାଚାର 9:23

ଯୀଶୁ କହିଲେ, ତୁମ୍ଭେ କହିଲ, 'ତୁମ୍ଭେ ଯଦି ପାରିବ ତବେେ ସାହାୟ୍ଯ ହବେ।' ବିଶ୍ବାସୀ ଲୋକପାଇଁ ସବୁ କିଛି ସମ୍ଭବ।

ଯୋହନଲିଖିତ ସୁସମାଚାର 6:5

ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ଯା ରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ୟଥେଷ୍ଟ ଖାଦ୍ୟ କିଣି ପାରିବା?

Interlinear

Choose Theme