Home Bibles ଗଣନା ପୁସ୍ତକ 20:3 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 20:3 · ଓଡ଼ିଆ ବାଇବେଲ

ସହେି ଲୋକମାନେ ମାଶାଙ୍କେ ସହିତ ବିବାଦ କରି କହିଲେ, ହାୟ! ଆମ୍ଭମାନେେ ଆମ୍ଭ ଭାଇମାନଙ୍କ ପରି ସଦାପ୍ରଭୁଙ୍କ ସମ୍ମୁଖ ରେ ପେଛ ମରିଥାନ୍ତୁ।

Cross references

ଯାତ୍ରା ପୁସ୍ତକ 16:2

ଏହାପରେ ସମଗ୍ର ଇଶ୍ରାୟେଲୀୟ ସମାଜ ମରୁଭୂମିଠା ରେ ମାଶାେ ଓ ହାରୋଣଙ୍କ ଉପରେ ଅସନ୍ତାଷେ ପ୍ରକାଶ କଲେ।

ଯାତ୍ରା ପୁସ୍ତକ 17:2

ତେଣୁ ଲୋକମାନେ ମାଶାଙ୍କେ ନିକଟକୁ ଗଲେ ଓ ଅଭିଯୋଗ କଲେ। ଆମ୍ଭକୁ ପିଇବାକୁ ପାଣି ଦିଅ।

ଗଣନା ପୁସ୍ତକ 11:1

ତା'ପରେ ଲୋକମାନେ ସଦାପ୍ରଭୁଙ୍କଠା ରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କୋରଧ ପ୍ରଜ୍ବଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସମାନଙ୍କେ ମଧିଅରେ ପ୍ରଜ୍ବଳିତ ହାଇେ ଛାଉଣୀର ପ୍ରାନ୍ତଭାଗ ଗ୍ରାସ କଲା।

ଗଣନା ପୁସ୍ତକ 11:33

ସମାନଙ୍କେ ଦନ୍ତ ମଧିଅରେ ମାଂସ ଥିଲା ବେଳେ ତାହା ଚର୍ବଣ କରିବା ପୂର୍ବରୁ ସଦାପ୍ରଭୁଙ୍କ କୋର୍ଧ ସମାନଙ୍କେ ଉପରେ ପ୍ରଜ୍ବଳିତ ହେଲା। ତହୁଁ ସଦାପ୍ରଭୁ ସମାନଙ୍କେୁ ମହାମାରୀ ରେ ସଂହାର କଲେ ଓ ସହେି ସ୍ଥାନ ରେ ସମାନେେ କବର ନେଲେ।

ଗଣନା ପୁସ୍ତକ 14:1

ସମସ୍ତ ମଣ୍ତଳୀ ସହେି ରାତ୍ରି ରେ ଛାଉଣୀ ରେ ଉଚ୍ଚସ୍ବର ରେ ରୋଦନ କଲେ।

ଗଣନା ପୁସ୍ତକ 14:36

ଯେଉଁ ଲୋକମାନଙ୍କୁ ମାଶାେ ସେ ଦେଶ ଅନୁସନ୍ଧାନ କରିବାକୁ ପ୍ ରରଣେ କରିଥିଲେ, ସମାନେେ ଫରେିଆସି ସହେି ଦେଶର ଅଖ୍ଯାତି ପ୍ରଚାର କଲେ ଓ ସମସ୍ତ ମଣ୍ତଳୀ ବିରୁଦ୍ଧ ରେ ଅଭିଯୋଗ ଆଣିଲେ।

ଗଣନା ପୁସ୍ତକ 14:37

ଯେଉଁମାନେ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ସେ ଦେଶର ଅପଖ୍ଯାତି ପ୍ରଚାର କରିଥିଲେ, ସମାନେେ ସଦାପ୍ରଭୁଙ୍କ ଉପସ୍ଥିତ ରେ ମହାମାରୀ ଦ୍ବାରା ମଲେ।

ଗଣନା ପୁସ୍ତକ 16:31

ମାଶାେ ତାଙ୍କର ଏହି ବକ୍ତବ୍ଯ ଶଷେ କରିବା ମାତ୍ ରେ ସମାନଙ୍କେ ଅଧଃସ୍ଥ ଭୂମି ଫାଟିଗଲା।

ଗଣନା ପୁସ୍ତକ 16:49

କୋରହର କଥା ହତେୁ ମରିଥିବା ଲୋକଙ୍କୁ ଛାଡ 14,700 ଲୋକ ଏହି ମହାମାରୀ ରେ ମଲେ।

ଆୟୁବ ପୁସ୍ତକ 3:10

କାହିଁକି ? କାରଣ ସହେି ରାତ୍ରିଟି ମାରେ ଜନ୍ମ ମୁହୂର୍ତ୍ତକୁ ଅଟକାଇ ପାରିଲା ନାହିଁ। ସହେି ରାତ୍ରିଟି ମାେତେ ଏଭଳି ଦୁଃଖ ଦେଖିବାରୁ ବଞ୍ଚିତ କରିପାରିଲା ନାହିଁ।

ଯିରିମିୟଙ୍କ ବିଳାପ 4:9

ଭୋକରେ ମରିଥିବା ଲୋକମାନଙ୍କ ଅପେକ୍ଷା ଖଡ୍ଗ ରେ ନିହତ ହାଇେଥିବା ଲୋକମାନେ ଭଲ, କାରଣ ସମାନଙ୍କେର ଜୀବନ ସମାନଙ୍କେର ଶୁଷ୍କ ଜମି ରେ ଖାଦ୍ୟ ଉତ୍ପନ୍ନ ପାଇଁ ଯଭେଳି, ସମାନେେ କ୍ଷୁଧା ଦ୍ବାରା ଘସି ହାଇେଛନ୍ତି।

Interlinear

Choose Theme