Home Bibles ☰ Books ଗୀତସଂହିତା 43:1 · ଓଡ଼ିଆ ବାଇବେଲ
ଗୀତସଂହିତା 43:1 · ଓଡ଼ିଆ ବାଇବେଲ

ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।

Cross references

ପ୍ରଥମ ଶାମୁୟେଲ 24:15

ସଦାପ୍ରଭୁ ବିଗ୍ଭରକର୍ତ୍ତା ହକ୍ସ୍ଟଅନ୍ତକ୍ସ୍ଟ। ଆରଣ ଓ ମାେ ଭିତ ରେ ସେ ବିଗ୍ଭର କରନ୍ତକ୍ସ୍ଟ। ସଦପ୍ରଭକ୍ସ୍ଟ ମାରେ ପକ୍ଷ ରେ ବିଗ୍ଭର କରନ୍ତକ୍ସ୍ଟ ଏବଂ ପ୍ରମାଣ କରନ୍ତକ୍ସ୍ଟ ଯେ ମୁ ଠିକ୍ ଅଛି। ସଦାପ୍ରଭୁ ମାେତେ ତକ୍ସ୍ଟମ୍ଭଠାରକ୍ସ୍ଟ ରକ୍ଷା କରନ୍ତକ୍ସ୍ଟ।

ଦିତୀୟ ଶାମୁୟେଲ 15:31

ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।

ଦିତୀୟ ଶାମୁୟେଲ 16:20

ଅବଶାଲୋମ ଅହୀଥୋଫଲକକ୍ସ୍ଟ କହିଲା, ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ଯ, ଏ ବିଷଯ ରେ ତୁମ୍ଭେ ମନ୍ତ୍ରଣା ଦିଅ।

ଦିତୀୟ ଶାମୁୟେଲ 18:8

ଦେଶୟାକ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପକ୍ସ୍ଟଣି ସଦେିନ ଖଡ୍ଗଗ୍ରାସ କରିବା ଅପେକ୍ଷା ବନ ରେ ଅଧିକ ଲୋକ ଗ୍ରାସ କଲା।

ଗୀତସଂହିତା 5:6

ଯେଉଁମାନେ ମିଥ୍ଯା କହନ୍ତି, ତୁମ୍ଭେ ସମାନଙ୍କେୁ ବିନାଶ କରିବ। ତୁମ୍ଭେ ସହେି ଲୋକମାନଙ୍କୁ ଘୃଣା କର ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନ ଷଡ଼ୟନ୍ତ୍ର କରନ୍ତି।

ଗୀତସଂହିତା 7:7

ହେ ସଦାପ୍ରଭୁ, ଲୋକମାନଙ୍କର ବିଚାର କର। ଯେଉଁମାନେ କି ତୁମ୍ଭ ରାଜ୍ଯର ଚତୁର୍ଦ୍ଦିଗରେ ଏକତ୍ରୀତ ହାଇେଛନ୍ତି।

ଗୀତସଂହିତା 7:8

ହେ ସଦାପ୍ରଭୁ ଲୋକମାନଙ୍କର ବିଚାର କର। ମାରେ ମଧ୍ଯ ବିଚାର କର। ପ୍ରମାଣ କର ମୁଁ ୟାହା କହୁଛି ତାହା ଠିକ୍। ପ୍ରମାଣ କର ୟେ ମୁଁ ନିରପରାଧ।

ଗୀତସଂହିତା 7:9

ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାୟ୍ଯ କର। ହେ ପରମେଶ୍ବର ତୁମ୍ଭେ ଅତ୍ଯନ୍ତ ମହାନ୍ ଏବଂ ଲୋକଙ୍କ ହୃଦଯକୁ ସହଜରେ ଚିହ୍ନିପାର।

ଗୀତସଂହିତା 26:1

ହେ ସଦାପ୍ରଭୁ, ମାରେ ବିଚାର କର। ପ୍ରମାଣ କର ୟେ, ମୁଁ ଶୁଦ୍ଧ ଜୀବନୟାପନ କରିଛି। ମୁଁ କବେେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।

ଗୀତସଂହିତା 35:1

ସଦାପ୍ରଭୁ ଯେଉଁମାନେ ମାେ ସହିତ ବିବାଦ କରୁଛନ୍ତି ତୁମ୍ଭେ ସମାନଙ୍କେ ସହିତ ମାେ ନିମନ୍ତେ ୟୁଦ୍ଧ କର।

ଗୀତସଂହିତା 35:24

ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭର ନ୍ଯାଯରେ ମାରେ ବିଚାର କର। ସହେି ଲୋକମାନଙ୍କୁ ମାେତେ ପରିହାସ କରିବାକୁ ଦିଅ ନାହିଁ।

ଗୀତସଂହିତା 54:3

ଅପରିଚିତ ଲୋକମାନେ କହେି ପରମେଶ୍ବରଙ୍କୁ ଉପାସନା କରନ୍ତି ନାହିଁ। ପରାକ୍ରମଶାଳୀ ଲୋକମାନେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛନ୍ତି।

ଗୀତସଂହିତା 71:4

ହେ ମାରେ ପରମେଶ୍ବର, ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଅନ୍ଯାଯକାରୀ ଓ ନିର୍ଦ୍ଦଯ ଲୋକ ହାତରୁ ମାେତେ ରକ୍ଷା କର।

ଗୀତସଂହିତା 75:7

ପରମେଶ୍ବର ବିଚାରକର୍ତ୍ତା ଅଟନ୍ତି ଏବଂ ପରମେଶ୍ବର ନିଷ୍ପତ୍ତି ନବେେ କିଏ ୟେ ମହାନ୍ ହବେ। ପରମେଶ୍ବର ହିଁ ୟେ କୌଣସି ବ୍ଯକ୍ତିକୁ ମହତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାପନ କରିପାରନ୍ତି।

ଗୀତସଂହିତା 140:5

ସହେି ଗର୍ବୀ ଲୋକମାନେ ମାେ ପାଇଁ ଫାନ୍ଦ ବିଛାଇଛନ୍ତି। ସମାନେେ ମାେତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସମାନେେ ମାେ ପଥରେ ୟନ୍ତା ବିଛାଇଛନ୍ତି।

Interlinear

Choose Theme