Home Bibles ଗୀତସଂହିତା 74:22 · ଓଡ଼ିଆ ବାଇବେଲ
ଗୀତସଂହିତା 74:22 · ଓଡ଼ିଆ ବାଇବେଲ

ପରମେଶ୍ବର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର। ମୂର୍ଖ ଲୋକମାନେ କିପରି ଦିନୟାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!

Cross references

ଦିତୀୟ ରାଜାବଳୀ 19:16

ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡରେ ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ବରଙ୍କୁ ଅପମାନ କରିବା ପାଇଁ ସନ୍ ହରେୀବ ଯାହା କହି ପଠାଇଅଛି, ତାହାର ସହେିକଥା ଶୁଣ।

ଗୀତସଂହିତା 9:19

ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। ସହେି ଜାତିମାନଙ୍କୁ ନ୍ଯାଯ ପ୍ରଦାନ କର। ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ୟେ ସମାନେେ ଶକ୍ତିଶାଳୀ ଅଟନ୍ତି।

ଗୀତସଂହିତା 35:23

ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ। ମାରେ ପରମେଶ୍ବର ଓ ମାରେ ସଦାପ୍ରଭୁ, ମାେ ପାଇଁ ସଂଗ୍ରାମ କର ଏବଂ ମାେତେ ନ୍ଯାଯ ପ୍ରଦାନ କର।

ଗୀତସଂହିତା 53:1

କବଳେ ନିର୍ବୋଧଗଣ ଭାବନ୍ତି, ପରମେଶ୍ବର ନାହାନ୍ତି। ସମାନେେ ଦୁର୍ନିତୀଗ୍ରସ୍ତ ଓ ସମାନଙ୍କେର କୁକର୍ମଗୁଡ଼ିକ ଭୟଙ୍କର, ଓ ସମାନଙ୍କେ ମଧ୍ଯରୁ କହେି ଭଲକାମ କରନ୍ତି ନାହିଁ।

ଗୀତସଂହିତା 74:18

ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ୟେ, କିପରି ସହେି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।

ଗୀତସଂହିତା 75:4

କିଛି ଲୋକ ବହୁତ ଗର୍ବୀ, ସମାନେେ ଭାବନ୍ତି ସମାନେେ ବହୁତ ଶକ୍ତିଶାଳୀ। ଏବଂ ନିଜକୁ ବହୁତ ମୁଖ୍ଯବ୍ଯକ୍ତି ବୋଲି ଭାବନ୍ତି।

ଗୀତସଂହିତା 79:9

ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ବର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାୟ୍ଯ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର।

ଗୀତସଂହିତା 89:50

ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମାେତେ ଅପମାନିତ ଦେଉଛନ୍ତି।

ଯିଶାଇୟ 52:5

ସଦାପ୍ରଭୁ କୁହନ୍ତି, ବର୍ତ୍ତମାନ ଦେଖ, କ'ଣ ସବୁ ଘଟୁଅଛି। ବିନା କାରଣ ରେ ମାରେ ଲୋକମାନଙ୍କୁ ନିଆ ଯାଉଅଛି। ସମାନଙ୍କେ ଉପ ରେ ର ସହେି ଶାସକଗଣ ଗର୍ଜନ କରୁଛନ୍ତି ଓ ଆମ୍ଭର ନାମକୁ ଦିନସାରା ନିରନ୍ତର ନିନ୍ଦା କରୁଛନ୍ତି।

Interlinear

Choose Theme