Home Bibles ☰ Books ଯୋହନଲିଖିତ ସୁସମାଚାର 5:8 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 5:8 · ଓଡ଼ିଆ ବାଇବେଲ

ତା'ପରେ ଯୀଶୁ କହିଲେ, ଠିଆ ହୁଅ। ତୁମ୍ଭର ବିଛଣା ଉଠାଇ ଚାଲ।

Cross references

ମାଥିଉଲିଖିତ ସୁସମାଚାର 9:6

ମୁଁ ତୁମ୍ଭକୁ ଦେଖଇେ ଦବେି ଯେ, ଏ ଜଗତ ରେ ମନୁଷ୍ଯ ପୁତ୍ରଙ୍କର ପାପ କ୍ଷମା କରିଦବୋର ଶକ୍ତି ଅଛି। ତା'ପରେ ଯୀଶୁ ସହେି ପକ୍ଷାଘାତ ରୋଗୀଟିକୁ କହିଲେ, ଉଠ, ତୁମ୍ଭର ବିଛଣା ଧରି ଘରକୁ ଯାଅ।'

ମାର୍କଲିଖିତ ସୁସମାଚାର 2:11

ମୁଁ ତୁମ୍ଭକୁ କହୁଛି , ଠିଆ ହୁଅ, ବିଛଣା ଧର ଓ ଘରକୁ ଯାଅ।

ଲୂକଲିଖିତ ସୁସମାଚାର 5:24

ମୁଁ କିନ୍ତୁ ତୁମ୍ଭମାନଙ୍କୁ ଦଖାଇେ ଦବେି ଯେ, ମନୁଷ୍ଯପୁତ୍ରଙ୍କର ପାପ କ୍ଷମା କରିବାର ଶକ୍ତି ଅଛି। ତେଣୁ ସେ ପକ୍ଷାଘାତ ରୋଗୀଟିକୁ କହିଲେ, ମୁଁ ତୁମ୍ଭକୁ କହୁଛି: ଠିଆ ହୁଅ। ତୁମ୍ଭର ବିଛଣା ଧର ଓ ଘରକୁ ଯାଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:34

ପିତର ତାହାକୁ କହିଲେ, ଏନିୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଛନ୍ତି, ଉଠ ଓ ତୁମ୍ଭ ବିଛଣା ନିଜେ ସଜାଡ଼। ଏହା କହିବା ମାତ୍ ରେ ସେ ଉଠିଗଲା।

Interlinear

Choose Theme