ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠା ରେ ବିଶ୍ବାସ ରଖନ୍ତି, ସମାନେେ ନୂତନ ବଳ ପାଆନ୍ତି। ସମାନେେ ଚିଲ ପକ୍ଷୀପରି ଆକାଶ ରେ ଉଡ଼ନ୍ତି। ସମାନେେ କ୍ଲାନ୍ତ ନ ହାଇେ ସମାନେେ ଗମନ କରିବେ।
Cross references
ତୁମ୍ଭମାନେେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭମାନେେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ବାଜପକ୍ଷୀ ସଦୃଶ ଉଠାଇ ମାେ ପାଖକୁ ଆଣିଲି।
ତକ୍ସ୍ଟମ୍ଭ ନଗର ଫାଟକର ଅର୍ଗଳ ଲୌହର ଓ ପିତ୍ତଳର ହବେ। ତୁମ୍ଭର ଜୀବନକାଳ ମଧିଅରେ ତୁମ୍ଭେ ଶକ୍ତିଶାଳୀ ହବେ।
ମୁ ଆଜି ଠିକ୍ ସହେିପରି ଶକ୍ତିଶାଳୀ ଅଛି ଯେତବେେଳେ ମାଶାେ ମାେତେ ପଠାଇ ଥିଲେ, ସେତବେେଳେ ମୁ ଯେପରି ଶକ୍ତିଶାଳୀ ଥିଲି। ମୁ ସେତବେେଳେ ଯେପରି ଯୋଦ୍ଧା ଥିଲି, ବର୍ତ୍ତମାନ ମଧ୍ଯ ୟକ୍ସ୍ଟଦ୍ଧ କରିବାପାଇଁ ସହେିପରି ଯୋଦ୍ଧା ଅଛି।
ଏହାପରେ ଶାମ୍ଶାେନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, ହେ ସର୍ବଶକ୍ତିମାନ ସଦାପ୍ରଭୁ! ମାେତେ ଭକ୍ସ୍ଟଲି ୟାଅ ନାହିଁ। ପ୍ରଭକ୍ସ୍ଟ, ଦୟାକରି ମାେତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳ ରେ ମୁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦଇପୋରିବି ଏବଂ ଏକ ମକ୍ସ୍ଟଷ୍ଟିଘାତ ରେ ମୁ ସମାନଙ୍କେଠାରକ୍ସ୍ଟ ପ୍ରତି ଶାଧେ ନବେି। ଯେଉଁମାନେ ମାରେ ଦକ୍ସ୍ଟଇ ଆଖି ଉପାଡି ଦଇେଛନ୍ତି।
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।
ହୁଏତ ସହେି ଦୂତ ସହେି ଲୋକକୁ କୃପା କରିବେ ଏବଂ ତା' ତରଫରୁ ପରମେଶ୍ବରଙ୍କୁ କହି ପାରନ୍ତି, ' ସହେି ଲୋକ କବରକୁ ୟିବା ପାଇଁ ରକ୍ଷା ପାଉ' ମୁଁ କ୍ଷତି ପୂରଣ ପାଇଅଛି।
ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ। କାରଣ ପରମେଶ୍ବରଙ୍କ ମନୋନୀତ ରାଜା ତାଙ୍କୁ ସାହାୟ୍ଯ ପାଇଁ ନିବଦେିନ କଲେ ଓ ପରମେଶ୍ବର ତାକୁ ଉଦ୍ଧାର ଦେଲେ।
ହଁ ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସମାନେେ ନିରାଶ ହବେେ ନାହିଁ। କିନ୍ତୁ ବିଶ୍ବାସଘାତକମାନେ ନିରାଶ ହବେେ। ସମାନେେ କିଛି ପାଇବେ ନାହିଁ।
ତୁମ୍ଭର ସତ୍ଯ ମାର୍ଗରେ ଚାଲିବାକୁ ମାେତେ କଢ଼ାଇ ନିଅ ଓ ଶିକ୍ଷା ଦିଅ। ତୁମ୍ଭେ ମାରେ ପରିତ୍ରାଣର ପରମେଶ୍ବର ଅଟ। ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରେଖ।
ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ୍। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।
ମୁଁ ପ୍ରକୃତରେ ବିଶ୍ବାସ କରେ ୟେ, ମୃତ୍ଯୁ ପୂର୍ବରୁ ମୁଁ ନିଶ୍ଚଯ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜଯୀ କରାଇବେ ଓ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ଯ ଫରେି ପାଇବ, ସେତବେେଳେ ଦୁଷ୍ଟ ଲୋକମାନେ ସେ ରାଜ୍ଯ ଛାଡ଼ି ଚାଲିଯିବେ।
ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।
ସମାନେେ ପ୍ରେତ୍ୟକକ ସିୟୋନ୍ରେ ପରମେଶ୍ବରଙ୍କ ଆଗରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ଲୋକମାନେ ସହରରୁ ସହରକୁ ଭ୍ରମଣ କରନ୍ତି।
ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର, ମାରେ ପ୍ରାର୍ଥନା ଗ୍ରହଣ କର। ହେ ୟାକୁବର ପରମେଶ୍ବର, ମାରେ କଥା ଶ୍ରବଣ କର।
ସଦାପ୍ରଭୁଙ୍କର ଧନ୍ଯବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ବର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ସମାନେେ ପରମେଶ୍ବରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡ଼ାଳଗଛ ସ୍ବରୂପ।
ପରମେଶ୍ବର ମାେତେ ପ୍ରଚୁର ସୁଦ୍ରବ୍ଯ ଦିଅନ୍ତି। ସେ ମାେତେ ପୁନରାଯ ଉତ୍କ୍ରୋଷ ପକ୍ଷୀ ପରି ୟୁବକ କରନ୍ତି।
କ୍ରୀତଦାସମାନେ ସମାନଙ୍କେ ଆବଶ୍ଯକ ଦ୍ରବ୍ଯ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ହେ ପରମେଶ୍ବର, ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ଡ଼ାକିଲି। ତୁମ୍ଭେ ମାେତେ ଉତ୍ତର ଦଲେ !ତୁମ୍ଭେ ମାେତେ ସାହାସୀ ଏବଂ ଶକ୍ତ କଲ।
ଆକାଶ ରେ ଉତ୍କ୍ରୋଶ ପକ୍ଷୀର ଗତି, ପ୍ରସ୍ତର ରେ ସର୍ପର ଗତି, ସମୁଦ୍ର ମଧିଅରେ ଜାହାଜର ଗତି, ୟୁବତୀଠା ରେ ପୁରୁଷର ଗତି।
ଆପଣାର ପ୍ ରମେିକର ଉପ ରେ ଆଉଜି ପଡ଼ି ପ୍ରାନ୍ତରରୁ ୟିଏ ଆସୁଅଛି ସେ କିଏ ?
ମୁଁ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଅପେକ୍ଷା କରିବି। ଯେତବେେଳେ ଯାକୁବ ପରିବାରରୁ ସେ ଆପଣାର ମୁଖ ଲୁଚାନ୍ତି। ମୁଁ ସଦାପ୍ରଭୁଙ୍କ ଉପ ରେ ଆଶା ରଖିବି, ମୁଁ ଏଥିପାଇଁ ଅପେକ୍ଷା କରିବି।
ସେତବେେଳେ ଲୋକେ ଏହି କଥା କହିବେ, ଏହି ଆମର ପରମେଶ୍ବର ଯାହାଙ୍କୁ ଆମ୍ଭମାନେେ ବହୁତ ସମୟ ଧରି ଅପେକ୍ଷା କରିଅଛୁଁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣ ରେ ଆମ୍ଭମାନେେ ଆନନ୍ଦ ଉଲ୍ଲାସ କରିବୁ, ଯେତବେେଳେ ସେ ଆମ୍ଭକୁ ରକ୍ଷା କରନ୍ତି।'
ମାରେ ପ୍ରଭୁ ସଦାପ୍ରଭୁ ଇଶ୍ରାୟେଲର ଧର୍ମସ୍ବରୂପ କୁହନ୍ତି, ତୁମ୍ଭମାନେେ ଯଦି ମାେ ନିକଟକୁ ଫରେିଆସିବ ତବେେ ତୁମ୍ଭମାନେେ ପରିତ୍ରାଣ ପାଇବ। ସୁସ୍ଥିର, ଶାନ୍ତ ହେଲେ ଓ ବିଶ୍ବାସ ରଖିଲେ ବନ୍ଦ ହବେ।'
ସେଥି ସକାେଶ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ଯ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହବେେ। କାରଣ ସଦାପ୍ରଭୁ ନ୍ଯାଯ ବିଚାରକାରୀ ପରମେଶ୍ବର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ଯ।
ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।
ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମ ରେ, ସମାନେେ ସବୁସ୍ଥାନକୁ ଯିବେ। ଏହା ସଦାପ୍ରଭୁ କହିଥିଲେ।
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,
କିନ୍ତୁ ଯାହା ଆମ୍ଭ ପାଖ ରେ ଏବେ ସୁଦ୍ଧା ନାହିଁ ତା ପାଇଁ ଆମ୍ଭେ ଭରସା ରେ ଅଛୁ। ଆମ୍ଭେ ଏହା ପାଇଁ ଧେ ୗର୍ୟପୁର୍ବକ ଅପେକ୍ଷା କରି ରହିଛୁ।
ଭାଇ ଓ ଭଉଣୀମାନେ ! ଏସିଆ ଦେଶ ରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଚାହୁଁ ଯେପରି ସହେି ବିଷୟ ରେ ତୁମ୍ଭମାନେେ ମଧ୍ଯ ଜାଣ। ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭମାନେେ ଜୀବନର ସମସ୍ତ ଆଶା ହରାଇଥିଲୁ। ସହେି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।
ପରମେଶ୍ବର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସବୋ କାର୍ୟ୍ଯ ଦଇେଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ।
ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।
ସେଥିପାଇଁ ଆମ୍ଭେ କବେେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ଯିକ ଶରୀର କ୍ଷୀଣ ହାଇେ ଯାଉଛି, କିନ୍ତୁ ଆମ୍ଭର ଅନ୍ତଃରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହାଇେ ଯାଉଅଛି।
କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।
ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।
ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଙ୍କର ସ୍ବର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ବର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଛନ୍ତି। ପରମେଶ୍ବରଙ୍କ ଆଗାମୀ କୋରଧପୂର୍ଣ୍ଣ ବିଚାରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।
ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।
ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।
ମୁଁ ଜାଣେ ତୁମ୍ଭର ବହୁତ ର୍ଧୈୟ୍ଯ ଅଛି କାରଣ ତୁମ୍ଭେ ମାେ ନାମ ନିମନ୍ତେ କଷ୍ଟ ସହିଛି ଓ ଏସବୁ କରିବା ରେ ତୁମ୍ଭେ କ୍ଲାନ୍ତ ହାଇେ ପଡ଼ିନାହଁ।