ତୁମ୍ଭେ ଦେଖିବ ୟେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହାଇେଛନ୍ତି। ତୁମ୍ଭେ ଏହାକୁ ନିଜ ଆଖିରେ ଦେଖିପାରିବ।
Cross references
କିନ୍ତୁ ମାଶାେ ସମାନଙ୍କେୁ କହିଲେ, ଭୟ କର ନାହିଁ। ଦୌଡି ପଳାଇବାର ଆବଶ୍ଯକ ନାହିଁ। ଏହିଠା ରେ ଧିରସ୍ଥିର ହାଇେ ଛିଡା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭମାନେେ ମିଶରବାସୀମାନଙ୍କୁ ଆଉ ପୁନ୍ନରାଯ ଦେଖିବ ନାହିଁ।
ତେଣୁ ସହେିଦିନ, ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କୁ ମିଶରୀଯମାନଙ୍କଠାରୁ ରକ୍ଷା କଲେ। ଏବଂ ସେଥିପାଇଁ ଇଶ୍ରାୟେଲର ଲୋକମାନେ ମିଶରୀଯମାନଙ୍କର ମୃତ ଦହକେୁ ସୂଫ ସମୁଦ୍ର କୂଳ ରେ ଥିବାର ଦେଖିଲେ।
ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜଯୀ କରାଇବେ ଓ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ଯ ଫରେି ପାଇବ, ସେତବେେଳେ ଦୁଷ୍ଟ ଲୋକମାନେ ସେ ରାଜ୍ଯ ଛାଡ଼ି ଚାଲିଯିବେ।
ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।
ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିବାର ମୁଁ ଦେଖୁଛି। ସମାନେେ ମାେ ବିଷଯରେ ୟାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।
ହଠାତ୍ ଉତ୍ପନ୍ନ ଆଶଙ୍କାକୁ କିମ୍ବା ଦୁଷ୍ଟମାନଙ୍କ ଉପସ୍ଥିତି ବିନାଶକୁ ଭୟ କର ନାହିଁ।
ମାତ୍ର ଦୁରାଚାରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହବେ। ସମାନଙ୍କେୁ ବହୁକଷ୍ଟ ଆସିବ। ସମାନେେ ସମାନଙ୍କେର କୁକର୍ମ ଯୋଗୁଁ ଦଣ୍ଡିତ ହବେେ।
ତୁମ୍ଭମାନେେ ଏହିସବୁ ଦେଖିବ ଓ କହିବ, ସଦାପ୍ରଭୁ ଇଶ୍ରାୟେଲର ବାହା ରେ ମଧ୍ଯ ମହିମାନ୍ବିତ ହୁଅନ୍ତୁ।
ସ୍ବର୍ଗଦୂତମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିବା ଶିକ୍ଷା ସତ୍ଯ ବୋଲି ଦଖାଇେ ଦିଆଗଲା। ପ୍ରେତ୍ୟକକ ଥର ୟିହୁଦୀମାନେ ତାହାର ବିରୁଦ୍ଧାଚରଣ କରି ଦଣ୍ଡ ପାଇଥିଲେ। ଯେତବେେଳେ ସହେି ଶିକ୍ଷାକୁ ସମାନେେ ଅବମାନନା କଲେ, ସମାନେେ ଦଣ୍ଡିତ ହେଲେ।