ହେ ପରମେଶ୍ବର, ଆମ୍ଭେ ତୁମ୍ଭ ବିଷଯରେ ଶୁଣିଅଛୁ। ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୁର୍ବରେ ତୁମ୍ଭେ ୟାହାସବୁ କରିଥିଲ ତାହା ଆମ୍ଭମାନେେ ଶୁଣିଅଛୁ। ସମାନେେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।
Cross references
ତୁମ୍ଭମାନଙ୍କୁ ଏହି ଆଜ୍ଞା ମାନିବାକୁ ହବେ। ଏହି ବ୍ଯବସ୍ଥା ତୁମ୍ଭମାନଙ୍କ ପାଇଁ ଓ ତୁମ୍ଭମାନଙ୍କର ଭବିଷ୍ଯତ ବଂଶଧରମାନଙ୍କ ପାଇଁ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ସବୁଦିନ ପାଇଁ ପାଳନ କରିବା ଉଚିତ୍।
ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।
ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:
ଏଥି ନିମନ୍ତେ କବିମାନେ କହନ୍ତି,
ଭବିଷ୍ଯତ ରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଚାରିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା, ବିଧି ଓ ଶାସନ ଦଇେଛନ୍ତି, ସେସବୁର ଅଭିପ୍ରାଯ କ'ଣ?'
ଏହାପରେ ଗିଦ୍ଦିଯୋନ୍ ତାଙ୍କୁ କହିଲେ, ହେ ପ୍ରଭକ୍ସ୍ଟ, ମୁ ପ୍ରତିଜ୍ଞା କରୁଛି, ଯଦି ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି। ତବେେ ଆମ୍ଭମାନଙ୍କ ପ୍ରତି ଏପରି ଘଟିଯାଉଛି କାହିଁକି? ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରକ୍ସ୍ଟ ଉଦ୍ଧାର କରି ନାହାଁନ୍ତି କି? ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗ ରେ ସଦାପ୍ରଭୁଙ୍କ ଯେଉଁ ଭୀତିଉତ୍ପାଦକ କାର୍ୟ୍ଯକଥା ବାରମ୍ବାର କହିଥିଲେ, ସେ ସବୁ କାହିଁ? କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କୁ ପରିତ୍ଯାଗ କରି ଅଛନ୍ତି। ସେ ଆମ୍ଭମାନଙ୍କୁ ମିଦିଯନୀଯର ହସ୍ତ ରେ ସମର୍ପଣ କର ଅଛନ୍ତି।
ପ୍ରାଚୀନ କାଳର ଲୋକମାନଙ୍କୁ ପଚାର ଓ ସମାନଙ୍କେ ପୂର୍ବପୁରୁଷମାନେ ସମାନଙ୍କେୁ ଯାହା ଶିକ୍ଷା ଦଇେଥିଲେ, ତାକୁ ମନୋୟୋଗ ଦଇେ ଶୁଣ।
ମାେ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି। ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।
ପ୍ରେତ୍ୟକକ ପିଢ଼ି ତା'ର ପିଲାମାନଙ୍କୁ ଧାର୍ମିକତା ବିଷଯ କହିବେ, ୟାହା ସବୁ ପରମେଶ୍ବର କରିଛନ୍ତି।
ହେ ପରମେଶ୍ବର, ହରିଣଟି ୟପରେି ପାଣି ପାଇଁ ସୋର୍ତ ଆଡ଼କୁ ଧାଏଁ ସପରେି ମାରେ ପ୍ରାଣ ତୁମ୍ଭ ଆଡ଼କୁ ଆକାଂକ୍ଷା କରେ।
ବର୍ତ୍ତମାନ ମୁଁ ବୃଦ୍ଧ ଓ ମାରେ ବାଳ ପାଚିୟାଇଛି। ମାେତେ ପରିତ୍ଯାଗ କର ନାହିଁ, ପରମେଶ୍ବର। ମାେ ସାଙ୍ଗରେ ରୁହ, ମୁଁ ୟପରେି ତୁମ୍ଭର ଶକ୍ତି ଏବଂ ମହାନତା ବିଷଯରେ ଭବିଷ୍ଯତ ବଂଶଧରଙ୍କ ଆଗରେ କହିପାରିବି।
ବହୁତ ଆଗରୁ ଘଟିୟାଇଥିବା ଘଟଣା ବିଷଯରେ ମୁଁ ଚିନ୍ତା କରେ।
ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସମାନଙ୍କେ ବିଷଯରେ ଭଲଭାବରେ ଜାଣିଛୁ। ୟାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ତାଙ୍କର ନାମକୁ ଡ଼ାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ୟ୍ଯ କ୍ରିଯାସକଳ ବିଷଯରେ କୁହ।
ମୁଁ ଯେପରି କରୁଅଛି ସହେିପରି ଜୀବିତ ଲୋକେ ତୁମ୍ଭର ପ୍ରଶଂସା କରିବେ। ଜଣେ ପିତା ତା'ର ସନ୍ତାନଗଣଙ୍କୁ ତୁମ୍ଭର ସତ୍ଯତା ଜ୍ଞାନ ବିଶ୍ବାସ କରାଇବେ।
ଏହି ସମ୍ବାଦ ତୁମ୍ଭେ ତୁମ୍ଭ ପିଲାମାନଙ୍କୁ ଜଣାଅ। ତୁମ୍ଭର ପିଲାମାନେ ସମାନଙ୍କେର ସନ୍ତାନମାନଙ୍କୁ ଜଣାନ୍ତୁ ଓ ତୁମ୍ଭର ନାତିମାନେ ସମାନଙ୍କେର ପରବର୍ତ୍ତୀ ବଂଶଧରଙ୍କୁ ଜଣାନ୍ତୁ।