Home Bibles ☰ Books ଗଣନା ପୁସ୍ତକ 21:14 · ଓଡ଼ିଆ ବାଇବେଲ
ଗଣନା ପୁସ୍ତକ 21:14 · ଓଡ଼ିଆ ବାଇବେଲ

ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା:

Cross references

ଯିହୋଶୂୟ 10:13

ତେଣୁ ଲୋକମାନେ ଆପଣା ଶତୃମାନଙ୍କୁ ପରାସ୍ତ ନ କରିବା ପର୍ୟ୍ଯନ୍ତ ସୂର୍ୟ୍ଯ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ୟାଶର ପୁସ୍ତକକରେ ଲଖାେ ଅଛି। ଆଉ ସୂର୍ୟ୍ଯ ଆକାଶର ମଝି ସ୍ଥାନ ରେ ସ୍ତବ୍ଧ ରହିଲା ଓ ପ୍ରାଯ ସଐକ୍ସ୍ଟର୍ଣ ଏକ ଦିନ ଅସ୍ତ ୟିବାକକ୍ସ୍ଟ ଚଞ୍ଚଳ ହେଲା ନାହିଁ।

ଦିତୀୟ ଶାମୁୟେଲ 1:18

ତା'ପରେ ଦାଉଦ ତାଙ୍କର ଲୋକମାନଙ୍କୁ, ୟିହକ୍ସ୍ଟଦୀଯମାନଙ୍କୁ ଉକ୍ତ ଗୀତ ଗାଇବା ପାଇଁ ଏବଂ ଶିକ୍ଷା ଦବୋ ପାଇଁ ଆଦେଶ ଦେଲେ। ଏହାକକ୍ସ୍ଟ ଧନକ୍ସ୍ଟ କକ୍ସ୍ଟହାୟାଏ। ଏହା ୟାଶରେ ପୁସ୍ତକକରେ ଲଖାେଅଛି।

Interlinear

Choose Theme