Home Bibles ☰ Books ଗୀତସଂହିତା 77:5 · ଓଡ଼ିଆ ବାଇବେଲ
ଗୀତସଂହିତା 77:5 · ଓଡ଼ିଆ ବାଇବେଲ

ବହୁତ ଆଗରୁ ଘଟିୟାଇଥିବା ଘଟଣା ବିଷଯରେ ମୁଁ ଚିନ୍ତା କରେ।

Cross references

ଦିତୀୟ ବିବରଣ 32:7

ପୂର୍ବକାଳର ଦିନସବୁ ସ୍ମରଣ କର, ଗତ ବହକ୍ସ୍ଟ ପୁରୁଷର ବର୍ଷ ବିବଚେନା କର। ତକ୍ସ୍ଟମ୍ଭ ପିତାଙ୍କୁ ପଗ୍ଭର, ସେ ତୁମ୍ଭକୁ ଜଣାଇବେ। ତୁମ୍ଭର ପ୍ରୀଚୀନମାନଙ୍କୁ ପଗ୍ଭର, ସମାନେେ ତୁମ୍ଭକୁ କହିବେ।

ଗୀତସଂହିତା 44:1

ହେ ପରମେଶ୍ବର, ଆମ୍ଭେ ତୁମ୍ଭ ବିଷଯରେ ଶୁଣିଅଛୁ। ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୁର୍ବରେ ତୁମ୍ଭେ ୟାହାସବୁ କରିଥିଲ ତାହା ଆମ୍ଭମାନେେ ଶୁଣିଅଛୁ। ସମାନେେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି।

ଗୀତସଂହିତା 74:12

ହେ ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହେଉଅଛ। ଏହି ଦେଶରେ ବହୁତ ୟୁଦ୍ଧରେ ଜିତିବାରେ ଆମ୍ଭକୁ ସାହାୟ୍ଯ କରିଛ।

ଗୀତସଂହିତା 102:8

ମାରେ ଶତ୍ରୁଗଣ ମାେତେ ସର୍ବଦା ଅପମାନିତ କରନ୍ତି। ମାେତେ ସମାନେେ ପରିହାସ କରନ୍ତି।

ଗୀତସଂହିତା 143:5

ମୁଁ ପୁରୁଣା ଦିନସବୁ ମନେ ପକାଏ। ମୁଁ ତୁମ୍ଭର କର୍ମ ବିଷଯରେ ଭାବେ। ତୁମ୍ଭେ ୟାହାସବୁ କର ମୁଁ ସେସବୁ ବିଷଯରେ ଭାବେ।

ଯିଶାଇୟ 51:9

ହେ ସଦାପ୍ରଭୁଙ୍କ ବାହୁ, ଉଠ, ଜାଗ୍ରତ ହୁଅ। ବଳ ଧାରଣ କର। ଯେପରି ପୂର୍ବକାଳ ରେ ଓ ପ୍ରାଚୀନକାଳର ପୁରୁଷ ପରମ୍ପରା ସମୟରେ ଉଠିଥିଲ, ସହେିପରି ଜାଗ। ରାହବକୁ ଯେ ଖଣ୍ଡ ଖଣ୍ଡ କରି କାଟିଥିଲେ ଓ ନାଗକୁ ଯେ ବିଦ୍ଧ କରିଥିଲେ, ସହେି ପ୍ରଭୁ ତୁମ୍ଭେ ନୁହଁ କି ?

ଯିଶାଇୟ 63:9

ସେ ସମାନଙ୍କେର ସବୁ ଦୁଃଖ ରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ବରୂପ ଦୂତ ସମାନଙ୍କେୁ ପରିତ୍ରାଣ କଲେ। ସେ ସମାନଙ୍କେୁ ନିଜ ପ୍ ରମେ ଓ ଦୟାରୁ ମୁକ୍ତ କଲେ ଏବଂ ସମାନେେ ଅତି ପୁରୁଣା ସମୟ ଦଇେ ବହନ କଲେ।

ମୀଖା 7:14

ତେଣୁ ଅଧିକାର ଦ୍ବାରା ତୁମ୍ଭର ଲୋକମାନଙ୍କୁ ଶାସନ କର। ତୁମ୍ଭ ରାଜ୍ଯର ଯତ୍ନ ନିଅ। ସହେି ଜାତି ଏକାକୀ ଜଙ୍ଗଲ ଓ କର୍ମିଲ ପର୍ବତ ଉପ ରେ ବାସ କରିବେ। ସମାନେେ ପୂର୍ବପରି ବାଶନ ଓ ଗଲିଯଦରୁ ଶସ୍ଯ ଉତ୍ପାଦନ କରି ଭୋଜନ କରିବେ।

Interlinear

Choose Theme