ହେ ସଦାପ୍ରଭୁ, ତୁମ୍ଭେ ମାେତେ ଗୋଟିଏ କ୍ଷଣସ୍ଥାଯୀ ଜୀବନ ଦଇେଛ। ମାରେ କ୍ଷଣସ୍ଥାଯୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ। ପ୍ରେତ୍ୟକକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ୟାହାକି ଖୁବ୍ ଶୀଘ୍ର ଭାସିୟାଏ, କହେି ଚିରଦିନ ବଞ୍ଚିରହେ ନାହିଁ।
Cross references
ଯାକୁବ ଫାରୋଙ୍କୁ କହିଲେ, ମାରେ ପ୍ରବାସ କାଳର ଦିନ 130 ବର୍ଷ, ମାରେ ପରମାଯୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମାରହେ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆଯୁର ଦିନ ତୁଲ୍ଯ ନୁହେଁ।
କିନ୍ତୁ ବର୍ସିଲ୍ଲଯ ରାଜାଙ୍କକ୍ସ୍ଟ କହିଲଲ, ଆପଣ ଜାଣନ୍ତିସମାରସକଲତ ବଯସ? ଆପଣ କ'ଣ ଭାବକ୍ସ୍ଟଛନ୍ତି ମୁ ଆପଣଙ୍କ ସହିତ ଯିରୁଶାଲମକୁ ୟାଇପାରିବି?
ମାରେ ଦିନଗୁଡ଼ିକ ଶୀଘ୍ର ଗଡ଼ିୟାଏ। ଏହା ତନ୍ତୀର ନଳୀଠାରୁ ଆହୁରି ଦ୍ରୁତଗାମୀ। ଶଷେ ରେ ଜୀବନଟା କୌଣସି ଆଶାର ପୂରଣ ବିନା ଶଷେ ହାଇୟୋଏ।
ମାରେ ଦିନ ସବୁ ଶୀଘ୍ର ଗଡ଼ି ଚାଲିଛି ଜଣେ ଦୌଡ଼ାଳି ଭଳି। ମାରେ ଦିନ ସବୁ ଗଡ଼ି ଚାଲିଛି। ମାେ ଜୀବନ ରେ କୌଣସି ସୁଖ ନାହିଁ।
ଆମ୍ଭମାନେେ ସମସ୍ତେ ମନୁଷ୍ଯ। ଆମ୍ଭର ଜୀବନ ଅଳ୍ପାଯୁ ତଥା ନାନା ବିପଦ ରେ ପୂର୍ଣ୍ଣ।
ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସମାନଙ୍କେୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ ଶିକ୍ଷା ଦବୋ ପାଇଁ ଓ ସତ୍ ମାର୍ଗରେ ୟିବା ପାଇଁ କୀଟ ୟପରେି ଲୁଗାକୁ ନଷ୍ଟ କରିଦିଏ, ସହେିଭଳି ତୁମ୍ଭେ ସହେି ବ୍ଯକ୍ତିଙ୍କର ମୂଲ୍ଯବାନ୍ ବସ୍ତୁକୁ ଧ୍ବଂସ କର। ହଁ, ଆମ୍ଭର ଜୀବନ ସବୁ ହେଉଛି, ଛୋଟିଆ ବାଦଲ ଖଣ୍ଡ ପରି ୟାହା ଖୁବ୍ ଶୀଘ୍ର ମଳାଇ ୟାଏ।
ପ୍ରକୃତରେ, ଲୋକମାନେ ସାହାୟ୍ଯ କରିପାରିବେ ନାହିଁ। ତୁମ୍ଭେ ସମାନଙ୍କେ ଉପରେ ଭରସା କରିପାରିବ ନାହିଁ। ଯେତବେେଳେ ସମାନେେ ନିକିତିରେ ଓଜନ ହୁଅନ୍ତି, ସମାନଙ୍କେ ସମସ୍ତଙ୍କୁ ଏକାଠି ପକାଇଲେ ପବନଠାରୁ ହାଲୁକା ହୁଅନ୍ତି।
ଏହା ସ୍ମରଣ କର ୟେ, ମାରେ ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଛ ଅଳ୍ପ ଦିନ ପାଇଁ, ଏହାପରେ ଆମ୍ଭେ ମରିବୁ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ଯ ଓ ରାତ୍ରୀର ଅଳ୍ପ ସମୟପରି।
ତୁମ୍ଭର କୋର୍ଧ ଆମ୍ଭମାନଙ୍କ ଜୀବନକୁ ଶଷେ ଦିନ କରିଦଇେ ଆଣିଛି। ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ୟାହାଫଳରେ ଆମ୍ଭେ ବୁଦ୍ଧିମାନ୍ ହାଇେ ପାରିବୁ।
ମନୁଷ୍ଯ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିୟିବା ଦିନର ଛାଯା ତୁଲ୍ଯ।
ସମସ୍ତ ମୂଲ୍ଯହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅଟେ।
ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।
ସମସ୍ତ ଗୋଷ୍ଠୀ ପରମେଶ୍ବରଙ୍କ ତୁଳନା ରେ ଅତି ନଗଣ୍ଯ ତୁଚ୍ଛ। ସମାନେେ ତାଙ୍କ ନିକଟରେ ଲଘୁ ଓ ଅସାର ତୁଲ୍ଯ ଗଣ୍ଯ ଅଟନ୍ତି।
ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କଣ ଘଟିବ ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ଯ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖିପାରିବ, ତାପରେ ସେ ଚାଲିଯାଏ।
ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶଷେ କଥା ଭୁଲ ନାହିଁ, ପରମେଶ୍ବରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।