Home Bibles ଗୀତସଂହିତା 39:11 · ଓଡ଼ିଆ ବାଇବେଲ
ଗୀତସଂହିତା 39:11 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସମାନଙ୍କେୁ ତୁମ୍ଭେ ଦଣ୍ଡ ଦିଅ। ଉଚିତ ଶିକ୍ଷା ଦବୋ ପାଇଁ ଓ ସତ୍ ମାର୍ଗରେ ୟିବା ପାଇଁ କୀଟ ୟପରେି ଲୁଗାକୁ ନଷ୍ଟ କରିଦିଏ, ସହେିଭଳି ତୁମ୍ଭେ ସହେି ବ୍ଯକ୍ତିଙ୍କର ମୂଲ୍ଯବାନ୍ ବସ୍ତୁକୁ ଧ୍ବଂସ କର। ହଁ, ଆମ୍ଭର ଜୀବନ ସବୁ ହେଉଛି, ଛୋଟିଆ ବାଦଲ ଖଣ୍ଡ ପରି ୟାହା ଖୁବ୍ ଶୀଘ୍ର ମଳାଇ ୟାଏ।

Cross references

ଆୟୁବ ପୁସ୍ତକ 4:19

ନିଶ୍ଚିତ ରୂପେ ମନୁଷ୍ଯମାନେ ଅଧିକ ଖରାପ। ସମାନେେ ମାଟି ଘ ରେ ବାସ କରନ୍ତି। ସମାନଙ୍କେର ପ୍ରାରମ୍ଭ ଧୂଳିରୁ, ସମାନେେ ଦଳିତ ହାଇେ ପକ୍ଷୟୁକ୍ତ ପୋକ ମରିବାଠାରୁ ଅଧିକ ସହଜ ରେ ମରିୟାନ୍ତି।

ଆୟୁବ ପୁସ୍ତକ 9:34

ମୁଁ ଚା ହେଁ କହେି ପରମେଶ୍ବରଙ୍କ ଦଣ୍ଡ ଦବୋର ବାଡ଼ିଟିକୁ ତାଙ୍କଠାରୁ ନଇେ ୟାଆନ୍ତା ? ତବେେ ପରମେଶ୍ବର ମାେତେ ଭୟଭୀତ କରନ୍ତେ ନାହିଁ।

ଆୟୁବ ପୁସ୍ତକ 13:28

ତେଣୁ ମୁଁ ଧୀ ରେ ଧୀ ରେ ଦୁର୍ବଳ ହାଇେ ପଡ଼ୁଅଛି ଖଣ୍ଡେ ପଚା କାଠପରି ଚଥା ଖଣ୍ଡେ ପୋକଖିଆ କପଡ଼ା ପରି।

ଆୟୁବ ପୁସ୍ତକ 30:30

ମାେ ଦହରେ ଚମଡ଼ା ପୋଡ଼ି ୟାଇ ଛିଣ୍ଡି ପଡ଼ୁଛି। ଜ୍ବର ରେ ମାରେ ଦହେ ରେ ଭୀଷଣ ତାତି।

ଗୀତସଂହିତା 38:1

ହେ ସଦାପ୍ରଭୁ, ମାେତେ ଆପଣା କୋପରେ ଅନୁୟୋଗ କର ନାହିଁ। କିଅବା ମାେତେ ତୁମ୍ଭେ କୋର୍ଧାନ୍ବିତ ହାଇେ ଦଣ୍ଡ ଦିଅ ନାହିଁ।

ଗୀତସଂହିତା 90:7

ହେ ପରମେଶ୍ବର, ତୁମ୍ଭ କୋର୍ଧରେ ଆମ୍ଭମାନେେ କ୍ଷଯ ହେଉ। ପୁଣି ତୁମ୍ଭ କୋର୍ଧ ଆମ୍ଭଙ୍କୁ ଭୟଭୀତ କରେ।

ଗୀତସଂହିତା 102:10

କାହିଁକି ? କାରଣ ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି କୃଦ୍ଧ ହେଲ। ତୁମ୍ଭେ ମାେତେ ଉପରକୁ ଟକେି ପୁଣି ଦୂରକୁ ଫିଙ୍ଗି ଦଲେ।

ଯିଶାଇୟ 50:9

ଦେଖ, ସଦାପ୍ରଭୁ, ମାରେ ପ୍ରଭୁ ମାେତେ ସାହାୟ୍ଯ କରିବେ। ତେଣୁ କିଏ ମାେତେ ଦୋଷୀ କରିବ ? ସମାନେେ ସମସ୍ତେ ଜୀର୍ଣ୍ଣ ବସ୍ତ୍ର ସଦୃଶ ହବେେ ଓ କୀଟ ସଗେୁଡ଼ିକୁ ଗ୍ରାସ କରିବ।

ହୋଶେୟ 5:12

କୀଟ ବସ୍ତ୍ରକୁ ନଷ୍ଟ କଲାପରି ଆମ୍ଭେ ଇଫ୍ରଯିମକୁ ଧ୍ବଂସ କରିବା। ଆମ୍ଭେ ଯିହୁଦାକୁ ସଢାଇ ଦବୋ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 5:5

ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି ଓ ତୁମ୍ଭମାନେେ ପ୍ରଭୁଯୀଶୁଙ୍କ ଶକ୍ତି ରେ ଏହି ଲୋକକୁ ଶୟତାନ ହସ୍ତ ରେ ସମର୍ପଣ କରିଦିଅ, ୟଦ୍ଦ୍ବାରା ତାର ପାପର ଶରୀର ନଷ୍ଟ ହାଇଯେିବ। ତା' ହେଲେ ତା'ର ଆତ୍ମା ପ୍ରଭୁଙ୍କ ଦିନ ରେ ରକ୍ଷା ପାଇ ପାରିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 11:30

ସେଥିପାଇଁ ତୁମ୍ଭମାନଙ୍କ ମଧିଅରେ ଅନକେ ଦୁର୍ବଳ ଓ ରୋଗୀ ଅଛନ୍ତି ଓ ଅନକେ ମୃତ ହେଲଣେି।

ଏବ୍ରୀ 12:6

ପ୍ରଭୁ ଭଲ ପାଉଥିବା ପ୍ରେତ୍ୟକକ ଲୋକକୁ ଦଣ୍ଡ ଦିଅନ୍ତି, ଓ ପୁତ୍ର ଭାବରେ ମାନିଥିବା ପ୍ରେତ୍ୟକକ ଲୋକକୁ ସେ ଶାସ୍ତି ଦିଅନ୍ତି। ହିତାପଦେେଶ 3:11-12

ପିତରଙ୍କ ଦିତୀୟ ପତ୍ର 2:16

କିନ୍ତୁ ଗୋଟିଏ ଗଧ ତାହାକୁ କହିଲା ଯେ ସେ ଭୁଲ କରୁଛି। ଗଧ ସାଧାରଣ ଭାବରେ କଥା କହିପା ରେ ନାହିଁ, କିନ୍ତୁ ସହେି ଗଧଟି ମଣିଷର ଭାଷା ରେ କଥା କହିଲା ଓ ବିଲିଯାମର ବିକୃତ ଚିନ୍ତାଧାରାରୁ ତାହାକୁ ବିରତ କଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:19

ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।

Interlinear

Choose Theme