ଗୀତସଂହିତା 39:4 · ଓଡ଼ିଆ ବାଇବେଲ
ହେ ସଦାପ୍ରଭୁ, ତୁମ୍ଭେ ମାେତେ କୁହ ବର୍ତ୍ତମାନ ମାରେ ଅବସ୍ଥା କ'ଣ ହବେ ? ମାେତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି ? ମାେତେ ତୁମ୍ଭେ ଜଣାଅ ପ୍ରକୃତରେ ମାରେ ଜୀବନକାଳ ଆଉ କେତେ ଦିନ ଅଛି।
Cross references
ଆୟୁବ ପୁସ୍ତକ 14:13
ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।
ଗୀତସଂହିତା 90:12
ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ୟାହାଫଳରେ ଆମ୍ଭେ ବୁଦ୍ଧିମାନ୍ ହାଇେ ପାରିବୁ।
ଗୀତସଂହିତା 103:14
ପରମେଶ୍ବର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ। ପରମେଶ୍ବର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
ଗୀତସଂହିତା 119:84
କେତଦେିନ ମୁଁ ବଞ୍ଚିବି ? ହେ ସଦାପ୍ରଭୁ ତୁମ୍ଭେ କବେେ ମାରେ ଦଣ୍ଡବିଧାନକାରୀମାନଙ୍କୁ ଦଣ୍ଡିତ କରିବ।