Home Bibles ଆୟୁବ ପୁସ୍ତକ 11:7 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 11:7 · ଓଡ଼ିଆ ବାଇବେଲ

ଆୟୁବ, ତୁମ୍ଭେ କ'ଣ ସତ ରେ ପରମେଶ୍ବରଙ୍କୁ ବୁଝିଅଛ ? ତୁମ୍ଭେ କ'ଣ ସତ ରେ ସର୍ବଶକ୍ତିମାନ ପ୍ରଭୁଙ୍କର ସୀମା ବୁଝିପାରୁଛ ?

Cross references

ଆୟୁବ ପୁସ୍ତକ 5:9

ଲୋକେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯକର୍ମକୁ ବୁଝିପାରନ୍ତି ନାହିଁ କି ତାଙ୍କର ଅଲୌକିକ କାର୍ୟ୍ଯର ମଧ୍ଯ ଅନ୍ତ ନାହିଁ।

ଆୟୁବ ପୁସ୍ତକ 26:14

ଏହି କେତକେ ଆଶ୍ଚର୍ୟ୍ଯ ବିଷଯ ପରମେଶ୍ବର କରନ୍ତି। ତାଙ୍କ ବିଷଯ ରେ ଆମ୍ଭେ କବଳେ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।

ଆୟୁବ ପୁସ୍ତକ 27:11

ମୁଁ ତୁମ୍ଭକୁ ପରମେଶ୍ବରଙ୍କ ଶକ୍ତି ସମ୍ପର୍କ ରେ ଶିକ୍ଷା ଦବେି। ମୁଁ ପରମେଶ୍ବରଙ୍କ କୌଣସି ଯୋଜନା ତୁମ୍ଭଠା ରେ ଲୁଚାଇବି ନାହିଁ।

ଆୟୁବ ପୁସ୍ତକ 35:5

ଆୟୁବ, ଆକାଶକୁ ଦେଖ। ମେଘମାଳାକୁ ଲକ୍ଷ୍ଯ କର, ସେ ସବୁ ତୁମ୍ଭଠାରୁ ବହୁ ଉର୍ଦ୍ଧ୍ବ ରେ ଅବସ୍ଥିତ।

ଆୟୁବ ପୁସ୍ତକ 37:23

ସର୍ବଶକ୍ତିମାନ ପରମେଶ୍ବର ମହାନ ଅଟନ୍ତି। ଆମ୍ଭେ ପରମେଶ୍ବରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଚାରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦବୋକୁ ଚାହାଁନ୍ତି ନାହିଁ।

ଆୟୁବ ପୁସ୍ତକ 42:3

ହେ ସଦାପ୍ରଭୁ, ତୁମ୍ଭେ ମାେତେ ପଚାରିଲ, 'କିଏ ଏହି ଜ୍ଞାନହୀନ ମଣିଷ, ୟିଏ ନିର୍ବୋଧ ଭଳି କଥା କହୁଛି।' ହେ ସଦାପ୍ରଭୁ, ମୁଁ ସହେି ବିଷଯ ରେ କହିଥିଲି, ଯାହା ମୁଁ ବୁଝି ନ ଥିଲି। ମୁଁ ସହେିସବୁ କଥା କହିଥିଲି ଯାହା ଏତେ ଆଶ୍ଚର୍ୟ୍ଯଜନକ ଯେ ତାହା ମାେ ବୁଝିବା ଶକ୍ତିର ବାହା ରେ।

ଗୀତସଂହିତା 77:19

ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।

ଗୀତସଂହିତା 139:6

ମୁଁ ଆଶ୍ଚର୍ୟ୍ଯ ହୁଏ ୟେ, ତୁମ୍ଭେ ୟାହାସବୁ ଜାଣ। ମୁଁ ତାକୁ ବୁଝିପାରେ ନାହିଁ।

ଗୀତସଂହିତା 145:3

ସଦାପ୍ରଭୁ ହେଉଛନ୍ତି ମହାନ୍ ଏବଂ ସେ ଅତ୍ଯନ୍ତ ପ୍ରଶଂସନୀଯ। ଆମ୍ଭମାନେେ ତାଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।

ହିତୋପଦେଶ 30:4

କିଏ କବେେ ସ୍ବର୍ଗକୁ ୟାଇଛି ଏବଂ ତଳକୁ ଫରେି ଆସିଛି ? କୌଣସି ଲୋକ ତା'ର ମୁଷ୍ଟି ରେ ବାଯୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ା ରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ ? ତାଙ୍କର ପୁତ୍ରର ନାମ କ'ଣ ?

ଉପଦେଶକ 3:11

ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।

ଯିଶାଇୟ 40:28

ତୁମ୍ଭେ କ'ଣ ଜାଣି ନାହଁ ? ତୁମ୍ଭେ କ'ଣ ଶୁଣି ନାହଁ ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ବର। ସଦାପ୍ରଭୁ କ୍ଲାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ଯ।

ମାଥିଉଲିଖିତ ସୁସମାଚାର 11:27

ମାରେ ପରମ ପିତା ମାେତେ ସବୁକିଛ ଦଇେଛନ୍ତି। ପରମପିତାଙ୍କ ଛଡା ପୁତ୍ରଙ୍କୁ ଅନ୍ଯକହେି ଜାଣିନାହାଁନ୍ତି। ପୁତ୍ରଙ୍କ ଛଡା କହେି ପରମପିତାଙ୍କୁ ପ୍ରକୃତ ରେ ଜାଣିନାହାଁନ୍ତି। ଆଉ ପୁତ୍ର ଯେଉଁମାନଙ୍କୁ ମନନେୀତ କରିବେ, ସହେିମାନେ କବଳେ ପରମପିତାଙ୍କ ନିକଟରେ ପ୍ରକାଶିତ ହବେେ।

ରୋମୀୟଙ୍କ ପ୍ରତି ପତ୍ର 11:33

ପରମେଶ୍ବରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତିକିପରି ନିଅନ୍ତି କହେି ବୁଝାଇ ପାରିବ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:10

କିନ୍ତୁ ପରମେଶ୍ବର ଆତ୍ମାଙ୍କ ମାଧ୍ଯମ ରେ ଏହି ନିଗୂଢ଼ ବିଷୟମାନ ଆମକୁ ଦଖାଇେ ଦଇେଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:16

ପ୍ରଭୂଙ୍କ ମନ କଥା କିଏ ଜାଣି ଅଛି? କ'ଣ କରିବାକୁ ହବେ ବୋଲି ପ୍ରଭୂଙ୍କୁ କିଏ କହିବ ? ୟିଶାଇୟ 40:13

ଏଫିସୀୟଙ୍କ ପ୍ରତି ପତ୍ର 3:8

ପରମେଶ୍ବରଙ୍କ ଲୋକମାନଙ୍କ ଭିତ ରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ବର ମାେତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। ସହେି ଐଶ୍ବର୍ୟ୍ଯଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣରୂପେ ବୁଝିବା ସମ୍ଭବପର ନୁହେଁ।

Interlinear

Choose Theme