Home Bibles ମାଥିଉଲିଖିତ ସୁସମାଚାର 10:29 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 10:29 · ଓଡ଼ିଆ ବାଇବେଲ

ଗୋଟିଏ ପଇସା ମୂଲ୍ଯ ରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତି ରେ ସେଥିରୁ ଗୋଟିଏ ହେଲେ ମଧ୍ଯ ତଳେ ପଡିବ ନାହିଁ।

Cross references

ଗୀତସଂହିତା 104:27

ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି, ୟପରେିକି ଠିକ୍ ସମଯରେ ତୁମ୍ଭେ ସମାନଙ୍କେୁ ଖାଦ୍ୟ ପ୍ରଦାନ କରିବ,

ଲୂକଲିଖିତ ସୁସମାଚାର 12:6

ଚଢଇେ ବିକାୟିବା ବେଳେ ପାଞ୍ଚଟା ଚଢଇଙ୍କେର ମୂଲ୍ଯ ଅଳ୍ପ କେତକେ ପଇସା ହୁଏ। ତଥାପି, ପରମେଶ୍ବର ସମାନଙ୍କେ ମଧ୍ଯରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ।

Interlinear

Choose Theme