Home Bibles ☰ Books ଗୀତସଂହିତା 29:5 · ଓଡ଼ିଆ ବାଇବେଲ
ଗୀତସଂହିତା 29:5 · ଓଡ଼ିଆ ବାଇବେଲ

ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।

Cross references

ବିଚାରକର୍ତାମାନଙ୍କ ବିବରଣ 9:15

କିନ୍ତୁ କଣ୍ଟକ ବୃକ୍ଷ ସମାନଙ୍କେୁ କହିଲା, ବାସ୍ତବ ରେ ତୁମ୍ଭମାନେେ ଯଦି ମାେତେ ତୁମ୍ଭମାନଙ୍କର ଶାସକ ପାଇଁ ଗ୍ଭହକ୍ସ୍ଟଁଛ, ତବେେ ଆସ ମାରେ ଛାଇ ରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରକ୍ସ୍ଟ ଅଗ୍ନି ବାହାରି ଲିବା ନୋନ୍ର ଏରସ ବୃକ୍ଷଗୁଡିକୁ ଗ୍ରାସ କରୁ।

ଗୀତସଂହିତା 104:16

ଲବୋନନର ମହାନ୍ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି। ସଦାପ୍ରଭୁ ସହେି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସମାନଙ୍କେର ଆବଶ୍ଯକତାନୁୟାଯୀ ପାଣି ଦେଉଥିଲେ।

ଯିଶାଇୟ 2:13

ସହେି ଅହଙ୍କାର ଲୋକମାନେ ଲିବା ନୋନ ଓ ବାଶନର ଦବଦୋରୁ ଓ ଆଲୋନଗଛ ପରି ଉଚ୍ଚ ଓ ମହାନ୍ ହବେେ। ମାତ୍ର ସଦାପ୍ରଭୁ ସମାନଙ୍କେୁ ଦଣ୍ଡ ଦବେେ।

Interlinear

Choose Theme