Home Bibles ☰ Books ଯିଶାଇୟ 2:13 · ଓଡ଼ିଆ ବାଇବେଲ
ଯିଶାଇୟ 2:13 · ଓଡ଼ିଆ ବାଇବେଲ

ସହେି ଅହଙ୍କାର ଲୋକମାନେ ଲିବା ନୋନ ଓ ବାଶନର ଦବଦୋରୁ ଓ ଆଲୋନଗଛ ପରି ଉଚ୍ଚ ଓ ମହାନ୍ ହବେେ। ମାତ୍ର ସଦାପ୍ରଭୁ ସମାନଙ୍କେୁ ଦଣ୍ଡ ଦବେେ।

Cross references

ଗୀତସଂହିତା 29:5

ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।

ଯିଶାଇୟ 10:33

ଦେଖ ! ଆମ୍ଭମାନଙ୍କର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରର ମହାନ ବୃକ୍ଷସବୁ କାଟି ପକାଇବେ। ସେ ତାଙ୍କର ମହାନ ପରାକ୍ରମ ରେ ଏହା କରିବେ। ମହାନ୍ ଓ ପ୍ରଧାନ ବ୍ଯକ୍ତିମାନଙ୍କୁ ଛଦନେ କରାୟିବ। ସହେି ଉନ୍ନତମାନେ ନତ ହବେେ।

ଯିଶାଇୟ 14:8

ଏପରିକି ଲିବା ନୋନର ଦବଦୋରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସହେି ଗଛଗୁଡ଼ିକ ମଧ୍ଯ କହିବେ, ରାଜା ଆମ୍ଭକୁ ଛଦନେ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷ ରେ ଛିଡ଼ା ହବେେ ନାହିଁ।'

ଯିଶାଇୟ 37:24

ତୁମ୍ଭେ ତୁମ୍ଭର ଦାସମାନଙ୍କ ଦ୍ବାରା ମାରେ ପ୍ରଭୁ ସଦାପ୍ରଭୁଙ୍କୁ ଲାଞ୍ଚିତ କରିଅଛ। ତୁମ୍ଭେ କହିଛ, ମୁଁ ଅତି ଶକ୍ତିଶାଳୀ ଓ ମାରେ ଅପାର ରଥ ସାହାୟ୍ଯ ରେ ମୁଁ ଲିବାନୋନକୁ ପରାସ୍ତ କରିଛି, ତାହାର ଉଚ୍ଚତମ ପର୍ବତ ଶିଖରକୁ ଉଠିଅଛି, ତା'ର ଏରସ ଓ ଦବଦୋରୁ ବୃକ୍ଷସବୁ କାଟି ପକାଇଛି। ପୁଣି ତା'ର ଦୂରବର୍ତ୍ତୀ ଉଚ୍ଚସ୍ଥାନ ରେ ଓ ଫଳପୂର୍ଣ୍ଣ ନିବିଡ଼ ଅରଣ୍ଯ ରେ ପ୍ରବେଶ କରିଛୁ।

ଯିହିଜିକଲ 31:3

ଅଶୂରକୁ ଦେଖ ! ସେ ଲିବାନୋନର ଏରସ ବୃକ୍ଷସ୍ବରୂପ ଅଟେ। ତାହାର ସୁନ୍ଦର ଘନଛାଯାଦାୟକ ଓ ଉଚ୍ଚାକୃତି ଶାଖାମାନ ଥିଲା। ଆଉ ତାହାର ଶିଖର ମେଘ ମଧିଅରେ ଥିଲା।

ଆମୋଷ 2:5

ତେଣୁ ଆମ୍ଭେ ଯିହୁଦା ରେ ଅଗ୍ନି ସଂୟୋଗ କରିବା ଏବଂ ସହେି ଅଗ୍ନି ୟିରୁଶାଲମର ସମସ୍ତ ଉଚ୍ଚ ଅଟ୍ଟାଳିକା ଧ୍ବଂସ କରିଦବେ।

ଯିଖରିୟ 11:1

ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ବାର ଖାଲିଦେିଅ ଯେପରି ଅଗ୍ନି ତୁମ୍ଭର ସମସ୍ତ ଦବଦୋରୁ ବୃକ୍ଷଗୁଡିକୁ ପୋଡି଼ ପକାଇବେ।

ଯିଖରିୟ 11:2

ତୁମ୍ଭେ ଦବଦୋରୁ ଜୀତୀଯ ବୃକ୍ଷ ଶୋକ କର କାରଣ ଦବଦୋରୁ ପଡିୟାଇଛି। ଶକ୍ତିଶାଳୀମାନେ ଧ୍ବଂସ ହାଇେଛନ୍ତି। ଶୋକ କର, ହେ ବାଶନର ଆଲୋନ୍ ବୃକ୍ଷ ସହେି ଦୁର୍ଗମ ବନ କଟାଗଲା।

Interlinear

Choose Theme