Home Bibles ☰ Books ଗୀତସଂହିତା 29:4 · ଓଡ଼ିଆ ବାଇବେଲ
ଗୀତସଂହିତା 29:4 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କର ସ୍ବରରୁ ତାଙ୍କର ଶକ୍ତିର ପରିଚଯ ମିଳେ। ତାଙ୍କର ସ୍ବର ତାଙ୍କର ଗୌରବର ପ୍ରମାଣ।

Cross references

ଆୟୁବ ପୁସ୍ତକ 26:11

ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ ପରମେଶ୍ବର ତାକୁ ଧମକ ଦେଲେ ଉଭୟ କମ୍ପି ଉେଠ।

ଆୟୁବ ପୁସ୍ତକ 40:9

ତୁମ୍ଭର ବାହୁ କ'ଣ ପରମେଶ୍ବରଙ୍କ ବାହୁ ତୁଲ୍ଯ ? ତୁମ୍ଭର କ'ଣ ପରମେଶ୍ବରଙ୍କ ଭଳି କଣ୍ଠସ୍ବର ରହିଛି। ଯାହାକି ଘଡ଼ଘଡ଼ି ପରି ଗର୍ଜ୍ଜନ କରିପା ରେ।

ଗୀତସଂହିତା 33:9

କାରଣ ପରମେଶ୍ବରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ସ ୟଦି ସେ କାହାରିକୁ ଚାଲୁରଖିବା ପାଇଁ ଚାହାନ୍ତି ତବେେ ଚାଲୁରଖି ପାରିବେ।

ଗୀତସଂହିତା 68:33

ପରମେଶ୍ବରଙ୍କ ପାଇଁ ଗାଅ। ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି। ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ବରକୁ ଶୁଣ।

ଗୀତସଂହିତା 68:34

ଘୋଷଣା କର ୟେ, ପରମେଶ୍ବର ଶକ୍ତିଶାଳୀ ଅଟନ୍ତି। ସେ ଇଶ୍ରାୟେଲ ଉପରେ ରାଜତ୍ବ କରନ୍ତି ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।

ଗୀତସଂହିତା 93:4

ଜଳରାଶିର ଧ୍ବନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା ଉର୍ଦ୍ଧ୍ବସ୍ଥ ସଦାପ୍ରଭୁ ବଳବାନ।

ଯିଶାଇୟ 30:30

ପୁଣି ସଦାପ୍ରଭୁ ତାଙ୍କ କୋରଧର ପ୍ରଚଣ୍ଡତା ଉଚ୍ଚସ୍ବର ରେ ଶୁଣାଇବେ ଓ ତାଙ୍କର ଶକ୍ତିଶାଳୀ ହସ୍ତ କୋରଧ ରେ ଅବରୋହଣ କରିବ। ତାହା ଅଗ୍ନିତୁଲ୍ଯ ସମସ୍ତ ଜିନିଷ ଭସ୍ମ କରି ଦବେେ। ପୁଣି ସଦାପ୍ରଭୁଙ୍କର କୋରଧ ଝଡ଼, ତାଫୋନ ଓ ଶିଳାବୃଷ୍ଟି ତୁଲ୍ଯ ହବେ।

ଯିଶାଇୟ 66:6

ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ବର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।

ଯିରିମିୟ 51:15

ସଦାପ୍ରଭୁ ଆପଣା ପରାକ୍ରମ ରେ ପୃଥିବୀ ନର୍ମାଣ କରିଅଛନ୍ତି। ସେ ଆପଣା ଜ୍ଞାନ ରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧି ରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି।

ଯିହିଜିକଲ 10:5

ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।

ଆମୋଷ 1:2

ଆ ମଷେ କହିଲେ: ସିୟୋନ ରେ ସଦାପ୍ରଭୁ ସିଂହ ପରି ଗର୍ଜ୍ଜନ କରିବେ। ତାଙ୍କର ଉଚ୍ଚସ୍ବର ୟିରୁଶାଲମରେୁ ଗର୍ଜି ଉଠିବ। ଫଳ ରେ, ସବୁଜ ଗ୍ଭରଣ ଭୂମି ମଳିନ ଦଖାୟିବେ ଏବଂ ଶୁଖିୟିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହବେ।

ଲୂକଲିଖିତ ସୁସମାଚାର 4:36

ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।

ଲୂକଲିଖିତ ସୁସମାଚାର 8:25

ଯୀଶୁ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ବିଶ୍ବାସ କେଉଁଆଡେ ଗଲା?

Interlinear

Choose Theme