ଗୀତସଂହିତା 104:16 · ଓଡ଼ିଆ ବାଇବେଲ
ଲବୋନନର ମହାନ୍ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି। ସଦାପ୍ରଭୁ ସହେି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସମାନଙ୍କେର ଆବଶ୍ଯକତାନୁୟାଯୀ ପାଣି ଦେଉଥିଲେ।
Cross references
ଗଣନା ପୁସ୍ତକ 24:6
ତୁମ୍ଭମାନେେ ଉପତ୍ୟକା ତୁଲ୍ଯ ବିସ୍ତାରିତ ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ଯ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।
ଗୀତସଂହିତା 29:5
ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
ଗୀତସଂହିତା 92:2
ପ୍ରଭାତ ସମଯରେ ତୁମ୍ଭର ପ୍ରମେ ଗୀତ ବୋଲିବା ଉତ୍ତମ ଏବଂ ରାତ୍ରିରେ ତୁମ୍ଭର ବିଶ୍ବସ୍ତତା ଗୀତ ଗାନ କରିବା ଉତ୍ତମ।
ଯିହିଜିକଲ 17:23
ମୁଁ ସ୍ବଯଂ ଇଶ୍ରାୟେଲର ଉଚ୍ଚତମ ପର୍ବତ ରେ ସହେି ଅଗ୍ରଭାଗକୁ ରୋପଣ କରିବି। ତହିଁରେ ସହେି ଅଗ୍ରଭାଗ ବଢ଼ିବ ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହବେ ଏବଂ ଏଥି ରେ ଫଳ ଫଳିବ। ଏହା ଏକ ସୁନ୍ଦର ଏରସ ବୃକ୍ଷ ହବେ। ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ। ଆଉ ମଧ୍ଯ ସମାନେେ ତାହାର ଶାଖାଗୁଡ଼ିକର ଛାଯା ରେ ବାସ କରିବେ।