Home Bibles ଗୀତସଂହିତା 143:11 · ଓଡ଼ିଆ ବାଇବେଲ
ଗୀତସଂହିତା 143:11 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ମାେତେ ବଞ୍ଚିବାକୁ ଦିଅ, ୟପରେି ଲୋକାମନେ ତୁମ୍ଭ ନାମରେ ପ୍ରଶଂସା କରିବେ। କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ, ତଣେୁ ମାରେ ଦୁଃଖରୁ ମାେତେ ରକ୍ଷା କର।

Cross references

ଗୀତସଂହିତା 9:7

କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ଯମାନ, ସେ ତାଙ୍କର ରାଜ୍ଯକୁ ଶକ୍ତିଶାଳୀ କରନ୍ତି। ସେ ଏହି ପୃଥିବୀର ମଙ୍ଗଳ କରନ୍ତି।

ଗୀତସଂହିତା 25:11

ହେ ସଦାପ୍ରଭୁ, ମୁଁ ଜୀବନରେ ଅନକେ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବଦା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ ମାରେ କ୍ଷମା ହାଇେଛି। କାରଣ ତୁମ୍ଭେ ମହାନ୍।

ଗୀତସଂହିତା 25:17

ମାେତେ ବିପଦରୁ ମୁକ୍ତ କର। ମାରେ ସମସ୍ଯାର ସମାଧାନରେ ସହାୟକ ହୁଅ।

ଗୀତସଂହିତା 31:1

ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମାେତେ ତୁମ୍ଭେ ନିରାଶ କର ନାହିଁ। ମାେ ପ୍ରତି ଦୟା କର ଓ ମାେତେ ଉଦ୍ଧାର କର।

ଗୀତସଂହିତା 34:19

ଧାର୍ମିକ ବ୍ଯକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ସମାନଙ୍କେର ପ୍ରେତ୍ୟକକ ବିପଦରୁ ଉଦ୍ଧାର କରିବେ।

ଗୀତସଂହିତା 37:39

ସଦାପ୍ରଭୁ ସର୍ବଦା ଧାର୍ମିକ ଲୋକକୁ ରକ୍ଷା କରନ୍ତି। ସଦାପ୍ରଭୁ ହିଁ ସହେି ଧାର୍ମିକ ଲୋକମାନଙ୍କର ସଂକଟ ସମଯରେ ଏକମାତ୍ର ବଳ। ଯେତବେେଳେ ସମାନେେ ଅସୁବିଧାରେ ପଡ଼ନ୍ତି।

ଗୀତସଂହିତା 71:2

କାରଣ ତୁମ୍ଭେ ୟଥାର୍ଥ ଅଟ। ମାେତେ ଉଦ୍ଧାର କର ଓ ବଞ୍ଚାଅ। ମାହେର ଗୁହାରି ଶୁଣ ଓ ମାେତେ ଉଦ୍ଧାର କର।

ଗୀତସଂହିତା 85:6

ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେ। ତଣେୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

ଗୀତସଂହିତା 119:25

ମୁଁ ମରିବା ବେଳେ ଧୂଳିରେ ଗଡ଼େ। ୟପରେି ତୁମ୍ଭର ବାକ୍ଯ ଦ୍ବାରା ପ୍ରତିଜ୍ଞା କରିଛି, ମାେତେ ବଞ୍ଚିବାକୁ ଦିଅ।

ଗୀତସଂହିତା 119:37

ସଦାପ୍ରଭୁ ଅସାର ବସ୍ତୁ ମାେତେ ଦେଖିବାକୁ ଦିଅ ନାହିଁ। ତୁମ୍ଭ ପଥରେ ଚାଲିକି ମାେତେ ଜୀବନ ଖାଜେିବାକୁ ଦିଅ।

ଗୀତସଂହିତା 119:40

ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମାେତେ ବଞ୍ଚିବାକୁ ଦିଅ।

ଗୀତସଂହିତା 119:88

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ଦଖାେଅ ଏବଂ ମାେତେ ବଞ୍ଚାଅ। ୟପରେି ମୁଁ ତୁମ୍ଭର ଆଦେଶ ରଖିପାରେ।

ଗୀତସଂହିତା 119:107

ହେ ସଦାପ୍ରଭୁ, ମୁଁ ବହୁତ ୟନ୍ତ୍ରଣା ଭୋଗି ଅଛି। ଦୟାପୂର୍ବକ ମାେତେ ନିର୍ଦ୍ଦେଶ ଦିଅ ଓ ମାେତେ ଆଉଥରେ ବଞ୍ଚିବାକୁ ଦିଅ।

ଗୀତସଂହିତା 138:7

ହେ ସଦାପ୍ରଭୁ, ୟଦି ମୁଁ ସଙ୍କଟ ମଧ୍ୟରେ ପଡ଼େ ମାେତେ ଜୀବିତ ରଖ। ୟଦି ମାରେ ଶତ୍ରୁଗଣ ତବେେ ମାେ ଉପରେ କୋର୍ଧ କରନ୍ତି, ତୁମ୍ଭେ ସମାନଙ୍କେଠାରୁ ମାେତେ ବଞ୍ଚାଅ।

ଗୀତସଂହିତା 143:1

ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମାରେ ସାହାୟ୍ଯ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ବସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମାେତେ ଉତ୍ତର ଦିଅ।

ହବକକୂକ 3:2

ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରସିଦ୍ଧ ବିଷଯ ରେ ଶୁଣିଛି ଏବଂ ମୁଁ ପରମେଶ୍ବରଙ୍କ ଭୟ ରେ ପରିପୂର୍ଣ୍ଣ ହାଇେଛି। ହେ ସଦାପ୍ରଭୁ, ଅତୀତ ରେ ଯେଉଁସବୁ ଶକ୍ତିଶାଳୀ କାର୍ୟ୍ଯ କରିଛ, ସେଥି ରେ ମୁଁ ଆଶ୍ଚର୍ୟ୍ଯାନ୍ବିତ। ବର୍ତ୍ତମାନ ମୁଁ ପ୍ରାର୍ଥନା କରୁଛି ତୁମ୍ଭେ ଆମ୍ଭ ବିଷଯ ରେ ଅନକେ ବଡ କାର୍ୟ୍ଯ କରିବ। ଆମ୍ଭ ସମୟରେ ଏହିସବୁ ଘଟୁ ତୁମ୍ଭେ ଦୟାପୂର୍ବକ କର। ତୁମ୍ଭର ସହେି କୋରଧିତ ଅବସ୍ଥା ରେ ଆମ୍ଭପ୍ରତି ଦୟା କର।

ଏଫିସୀୟଙ୍କ ପ୍ରତି ପତ୍ର 2:4

କିନ୍ତୁ ପରମେଶ୍ବର ଆମ୍ଭକୁ ଅତିଶୟ ପ୍ ରମେ କଲେ କାରଣ ତାହାଙ୍କ ଦୟା ଅତି ମହାନ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14

ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।

Interlinear

Choose Theme