Home Bibles ଗୀତସଂହିତା 71:2 · ଓଡ଼ିଆ ବାଇବେଲ
ଗୀତସଂହିତା 71:2 · ଓଡ଼ିଆ ବାଇବେଲ

କାରଣ ତୁମ୍ଭେ ୟଥାର୍ଥ ଅଟ। ମାେତେ ଉଦ୍ଧାର କର ଓ ବଞ୍ଚାଅ। ମାହେର ଗୁହାରି ଶୁଣ ଓ ମାେତେ ଉଦ୍ଧାର କର।

Cross references

ଗୀତସଂହିତା 10:17

ହେ ସଦାପ୍ରଭୁ, ତୁମ୍ଭେ ସହେି ନିରୀହ ଲୋକମାନଙ୍କର ଡ଼ାକ ଶୁଣିଛ ବା ସମାନେେ ୟାହା ଚାହୁଁଛନ୍ତି ଜାଣିପାରୁଛ। ସମାନଙ୍କେର ପ୍ରାର୍ଥନା ଶୁଣ ଓ ସମାନେେ ୟାହା ଚାହୁଁଛନ୍ତି ତାହା ପ୍ରଦାନ କର।

ଗୀତସଂହିତା 17:2

ତୁମ୍ଭେ ନିଶ୍ଚଯ ମାେ ବିଷଯରେ ଉଚିତ୍ ନ୍ଯାଯ ପ୍ରଦର୍ଶନ କରିବ, ତୁମ୍ଭେ ନିଶ୍ଚଯ ସତ୍ଯକୁ ଦେଖୁଅଛ।

ଗୀତସଂହିତା 17:6

ମୁଁ ଯେତବେେଳେ ତୁମ୍ଭକୁ ଡାକେ, ହେ ପ୍ରଭୁ ତୁମ୍ଭେ ମାେତେ ଉତ୍ତର ଦିଅ। ତଣେୁ ବର୍ତ୍ତମାନ ମାରେ କଥା ଶୁଣ।

ଗୀତସଂହିତା 31:1

ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ। ମାେତେ ତୁମ୍ଭେ ନିରାଶ କର ନାହିଁ। ମାେ ପ୍ରତି ଦୟା କର ଓ ମାେତେ ଉଦ୍ଧାର କର।

ଗୀତସଂହିତା 31:2

ହେ ପରମେଶ୍ବର, ମାେ ନିବଦନେ ଶୁଣ। ଶୀଘ୍ର ଆସି ମାେତେ ଉଦ୍ଧାର କର। ମାେତେ ଚଟାଣ ସଦୃଶ ରକ୍ଷା କର। ମାରେ ନିରାପଦ ଆଶ୍ରଯସ୍ଥଳର ଦୁର୍ଗ ଭଳି କାର୍ୟ୍ଯ କର। ମାରେ ନିରାପତ୍ତା ବଳଯ ହୁଅ। ମାେତେ ରକ୍ଷା କର।

ଗୀତସଂହିତା 34:15

ସଦାପ୍ରଭୁ ଉତ୍ତମ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସମାନଙ୍କେର ପ୍ରାର୍ଥନା ଶୁଣନ୍ତି।

ଗୀତସଂହିତା 43:1

ହେ ପରମେଶ୍ବର, ଜଣେ ଲୋକ ଥିଲା ୟିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସହେି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ଯା କ ହେ। ହେ ପରମେଶ୍ବର, ସହେି ଲୋକଠାରୁ ମାେତେ ବଞ୍ଚାଅ। ମାେତେ ସାହାୟ୍ଯ କରି ପ୍ରମାଣ କର ୟେ, ମୁଁ ଠିକ୍ ଅଟେ।

ଗୀତସଂହିତା 116:1

ମୁଁ ତାଙ୍କୁ ପ୍ରମେ କରେ, କାରଣ ସଦାପ୍ରଭୁ ମାରେ ପ୍ରାର୍ଥନା ଶୁଣିଅଛନ୍ତି।

ଗୀତସଂହିତା 143:1

ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମାରେ ସାହାୟ୍ଯ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର। ତୁମ୍ଭର ବିଶ୍ବସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମାେତେ ଉତ୍ତର ଦିଅ।

ଗୀତସଂହିତା 143:11

ହେ ସଦାପ୍ରଭୁ, ମାେତେ ବଞ୍ଚିବାକୁ ଦିଅ, ୟପରେି ଲୋକାମନେ ତୁମ୍ଭ ନାମରେ ପ୍ରଶଂସା କରିବେ। କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ, ତଣେୁ ମାରେ ଦୁଃଖରୁ ମାେତେ ରକ୍ଷା କର।

ଦାନିଏଲ 9:16

ହେ ସଦାପ୍ରଭୁ, ବିନଯ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁୟାଯୀ ତୁମ୍ଭର ନଗର ୟିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କୋରଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କୋରଧ ନ୍ଯାଯୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭମାନେେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:13

କବଳେ ତୁମ୍ଭମାନଙ୍କ ପ୍ରତି ଯେସବୁ ପରୀକ୍ଷା ଆସୁଅଛି, ପ୍ରେତ୍ୟକକଙ୍କ ନିମନ୍ତେ ମଧ୍ଯ ଏପରି ପରୀକ୍ଷା ଆସିଥାଏ। କିନ୍ତୁ ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ବିଶ୍ବାସ କରିପାର। ସେ କବେେ ହେଲେ ତୁମ୍ଭମାନଙ୍କୁ ଅସହ୍ଯ ପରୀକ୍ଷା ରେ ପଡ଼ିବାକୁ ଦବେେ ନାହିଁ। କିନ୍ତୁ ଯେତବେେଳେ ତୁମ୍ଭମାନେେ ପ୍ରଲୋଭନର (ପରୀକ୍ଷାର) ସମ୍ମୁଖୀନ ହବେ, ସେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା ପାଇବାର ବାଟ ମଧ୍ଯ ଦଖାଇେ ଦବେେ।

Interlinear

Choose Theme