Home Bibles ☰ Books ଗୀତସଂହିତା 119:88 · ଓଡ଼ିଆ ବାଇବେଲ
ଗୀତସଂହିତା 119:88 · ଓଡ଼ିଆ ବାଇବେଲ

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ଦଖାେଅ ଏବଂ ମାେତେ ବଞ୍ଚାଅ। ୟପରେି ମୁଁ ତୁମ୍ଭର ଆଦେଶ ରଖିପାରେ।

Cross references

ଗୀତସଂହିତା 25:10

ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।

ଗୀତସଂହିତା 78:5

ସଦାପ୍ରଭୁ ୟାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ବର ଇଶ୍ରାୟେଲକୁ ବ୍ଯବସ୍ଥା ପ୍ରଦାନ କଲେ। ପରମେଶ୍ବର ଆମର ପୂର୍ବ ପୁରୁଷମାନଙ୍କୁ ଆଜ୍ଞା ଦେଲେ। ସମାନଙ୍କେର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦବୋ ସମ୍ବନ୍ଧେ।

ଗୀତସଂହିତା 119:2

ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦଯରେ ସଦାପ୍ରଭୁଙ୍କୁ ଖାଜେନ୍ତି, ସମାନେେ ଧନ୍ଯ !

ଗୀତସଂହିତା 119:25

ମୁଁ ମରିବା ବେଳେ ଧୂଳିରେ ଗଡ଼େ। ୟପରେି ତୁମ୍ଭର ବାକ୍ଯ ଦ୍ବାରା ପ୍ରତିଜ୍ଞା କରିଛି, ମାେତେ ବଞ୍ଚିବାକୁ ଦିଅ।

ଗୀତସଂହିତା 119:40

ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶ ସବୁକୁ ଭଲପାଏ। ତୁମ୍ଭର ଧର୍ମରେ ମାେତେ ବଞ୍ଚିବାକୁ ଦିଅ।

ଗୀତସଂହିତା 119:124

ମୁଁ ତୁମ୍ଭର ସବେକ ଅଟେ। ମାେ ପ୍ରତି ତୁମ୍ଭର ପ୍ରମେ ଦଖାେଅ। ତୁମ୍ଭର ବ୍ଯବସ୍ଥାମାନ ଶିଖାଅ।

ଗୀତସଂହିତା 119:146

ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଡ଼ାକ ପକାଉଛି, ମାେତେ ରକ୍ଷା କର, ଏବଂ ମୁଁ ତୁମ୍ଭର ବାକ୍ଯ ଅନୁସରଣ କରିବି।

ଗୀତସଂହିତା 119:149

ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ସହକାରେ ମାରେ ପ୍ରାର୍ଥନା ଶୁଣ। ତୁମ୍ଭ ଶାସନ ଦ୍ବାରା ମାେତେ ବଞ୍ଚିବାକୁ ଦିଅ।

ଗୀତସଂହିତା 119:159

ଦେଖ, ମୁଁ ତୁମ୍ଭର ନିର୍ଦ୍ଦେଶସବୁ ପାଳନ କରିବା ପାଇଁ କଠିନ ଚେଷ୍ଟା କରୁଛି। ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେତେ ବଞ୍ଚିବାକୁ ଦିଅ।

ଗୀତସଂହିତା 132:12

ଦାଉଦ, ୟଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିଯମକୁ ଓ ଆମ୍ଭେ ଯେଉଁ ବ୍ଯବସ୍ଥା ଶିକ୍ଷା ସମାନଙ୍କେୁ ଦିଏ ସଗେୁଡ଼ିକୁ ମାନନ୍ତି, ତବେେ ତୁମ୍ଭ ପରିବାରରୁ କହେିଜଣେ ସବୁଦିନ ରାଜା ହାଇେ ରହିବି।

Interlinear

Choose Theme