ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସମାନେେ ପ୍ରେତ୍ୟକକ ଦିନ ୟୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
Cross references
ଏହାପରେ ସୀଫୀଯ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ପାଖକକ୍ସ୍ଟ ଆସି କହିଲେ, ଦାଉଦ ଆମ୍ଭମାନଙ୍କ ଅଞ୍ଚଳ ରେ ଦକ୍ଷିଣ ଦିଗ ରେ ହଖୀଲା ପର୍ବତର ହୋ ରେଶର ସକ୍ସ୍ଟରକ୍ଷା ସ୍ଥାନ କିଲ୍ଲା ରେ ଲକ୍ସ୍ଟଚି ରହିଅଛି।
ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।
ସୀଫୀଯରକ୍ସ୍ଟ ଲୋକମାନେ ଗିବିଯାକକ୍ସ୍ଟ ଶାଉଲଙ୍କ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ଦାଉଦ ଯେଶିମନର ହଖୀଲା ପର୍ବତ ରେ ଆପଣାକକ୍ସ୍ଟ ଲକ୍ସ୍ଟଗ୍ଭଇ ଅଛି।
କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?
କାହିଁକି ? କାରଣ ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସମାନେେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରୁଥଲେ କିନ୍ତୁ ସମାନେେ ସହେି କାର୍ୟ୍ଯରେ ସଫଳ ହେଲେ ନାହିଁ।
ରାତ୍ରିରେ ସେ ମୂଲ୍ଯହୀନ କଥାସବୁ କରିବାକୁ ଯୋଜନା କରେ। ସେ ସକାଳୁ ଉଠି କିଛି ଭଲ କାର୍ୟ୍ଯ କରେ ନାହିଁ ଏବଂ ସେ ମନ୍ଦ କାର୍ୟ୍ଯ କରିବାରୁ ବିମୁଖ ହୁଏ ନାହିଁ।
ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।
ସମାନେେ ମାେତେ ହତ୍ଯା କରିବାର ଆଶା ନଇେ ଲୁଚି ରହନ୍ତି ଓ ମାରେ ପ୍ରେତ୍ୟକକ ଗତିବିଧି ଲକ୍ଷ୍ଯ କରନ୍ତି।
ଦେଖ, ଲୋକମାନେ ମାେତେ ହତ୍ଯା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି। ବଳବାନ ଲୋକମାନେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ କିନ୍ତୁ ସଦାପ୍ରଭୁ ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
କେତକୋଳ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆକ୍ରମଣ କରିବ ଓ ହତ୍ଯା କରିବାକୁ ଚେଷ୍ଟା କରିବ ? ମୁଁ ଗୋଟିଏ ନଇଁ ପଡ଼ିଥିବା କାନ୍ଥ ଓ ଟଳମଳ ପ୍ରାଚୀର ତୁଲ୍ଯ। ମୁଁ ଜଣେ ଉଚ୍ଚ ପଦାଧିକାରୀ ତଥାପି ଲୋକମାନେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।
ସମାନେେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସମାନେେ ଏହା କହି ଫାନ୍ଦ ବସାଇବା ବିଷଯରେ କଥାବାର୍ତ୍ତା ହୁଅନ୍ତି, କହେି ଏଠାରେ ସଗେୁଡ଼ିକୁ ଦେଖି ପାରିବେ ନାହିଁ।
ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।
ଅନିଷ୍ଟ ଚିନ୍ତାକାରୀର ହୃଦଯ ରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦଯ ଆନନ୍ଦପ୍ରଦ ହୁଏ।
କୋଇଲାକୁ ଚୁଲ୍ଲୀ ରେ ଦବୋପରି ସମାନେେ ତାଙ୍କର ହୃଦଯକୁ ମନ୍ଦ ଯୋଜନା କରିବା ପାଇଁ ଏକତ୍ରୀତ କରନ୍ତି। ରାତ୍ରିସାରା ସମାନଙ୍କେ ଉତ୍କଣ୍ଠା କୁହୁଳୁ ଥାଏ ଏବଂ ଏହା ପ୍ରଭାତ ରେ ଜ୍ବଳନ୍ତ ଅଗ୍ନିପରି ହୁଏ।
ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।
ଜଣେ ୟିଏ କି ସଦାପ୍ରଭୁଙ୍କ ବିରୁଦ୍ଧ ରେ ମନ୍ଦ ଯୋଜନା କରିବାକୁ ଉପଦେଶ ଦବେ, ସପରେି ଲୋକ ତୁମ୍ଭମାନଙ୍କ ମଧ୍ଯରୁ ବାହାରି ୟାଇଛି।