Home Bibles ଗୀତସଂହିତା 21:11 · ଓଡ଼ିଆ ବାଇବେଲ
ଗୀତସଂହିତା 21:11 · ଓଡ଼ିଆ ବାଇବେଲ

କାହିଁକି ? କାରଣ ସହେି ଦୁଷ୍ଟ ଲୋକମାନେ ତୁମ୍ଭ ବିରୁଦ୍ଧରେ ମନ୍ତ୍ରଣା କରୁଥିଲେ। ହେ ସଦାପ୍ରଭୁ, ସମାନେେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରୁଥଲେ କିନ୍ତୁ ସମାନେେ ସହେି କାର୍ୟ୍ଯରେ ସଫଳ ହେଲେ ନାହିଁ।

Cross references

ଗୀତସଂହିତା 2:1

କାହିଁକି ଅନ୍ୟ ଦେଶରେ ଲୋକମାନେ କଳହ କରନ୍ତି, କାହିଁକି ସମାନେେ ମନ୍ଦ ଯୋଜନା କରନ୍ତି ?

ଗୀତସଂହିତା 10:2

ଗର୍ବୀ ଓ ଦୁଷ୍ଟ ଲୋକମାନେ କୁମନ୍ତ୍ରଣା କରନ୍ତି ଓ ସମାନେେ ଗରିବ ଲୋକମାନଙ୍କର କ୍ଷତି କରନ୍ତି।

ଗୀତସଂହିତା 31:13

ମୁଁ ଲୋକମାନେ କହୁଥିବା ସହେି ଭୟଙ୍କର କଥାସବୁ ଶୁଣେ, ସମାନେେ ମାେ ବିରୁଦ୍ଧରେ ଯୋଜନା କରୁଛନ୍ତି। ସମାନେେ ମାେତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।

ଗୀତସଂହିତା 35:20

ମାରେ ଶତ୍ରୁମାନେ କବେେ ହେଲେ ଶାନ୍ତିର କଥା କହନ୍ତି ନାହିଁ। ସମାନେେ ଗୋପନରେ ଶାନ୍ତି ପ୍ରତିଯ ଲୋକମାନଙ୍କ ବିରୁଦ୍ଧରେ ମନ୍ଦ କାର୍ୟ୍ଯ କରିବାକୁ କଳ୍ପନା କରନ୍ତି।

ଗୀତସଂହିତା 83:4

ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।

ଗୀତସଂହିତା 109:13

ତାଙ୍କର ସବୁ ସନ୍ତାନ-ସନ୍ତତି ମରନ୍ତୁ। ଗୋଟିଏ ପିଢ଼ି ଭିତରେ ତା'ର ନାମକୁ ଲୁପ୍ତ କରିଦିଅନ୍ତୁ।

ଯିଶାଇୟ 7:6

ଆମ୍ଲଭମାଲନ ୟାଇ ଯିହୁଦା ବିରୁଦ୍ଧସର ଲଢ଼ିବା। ଆମ୍ଭମାନଙ୍କ ପାଇଁ ଯିହୁଦାକୁ ଭାଗ ଭାଗ କରିବା। ଆମ୍ଲଭମାଲନ ଟାବଲଲର ପୁତ୍ରକୁ ଯିହୁଦାର ନୂଆ ରାଜାରୂଲପ ସ୍ଥାପନ କରିବା।

ଯିଶାଇୟ 8:9

ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।

ଯିରିମିୟ 11:18

ସଦାପ୍ରଭୁ ମାେତେ ଜଣାଇଲେ ଯେ ଅନାେଥାତର ଲୋକମାନେ ମାେ ବିରୁଦ୍ଧ ରେ ଷଡ଼ୟନ୍ତ୍ର କରୁଛନ୍ତି। ସେ ସମାନଙ୍କେର କ୍ରିଯା ମାେତେ ସେ ସମୟରେ ଦଖାଇେଲେ।

ଯିହିଜିକଲ 11:2

ଏବଂ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧିଅରେ କୁମନ୍ତ୍ରଣାସବୁ ଦିଅନ୍ତି।

ମାଥିଉଲିଖିତ ସୁସମାଚାର 2:8

େ ହରୋଦ ସମାନଙ୍କେୁ ବେଥ୍ଲହେିମ ପଠାଇଲେ ଓ କହିଲେ, ତୁମ୍ଭମାନେେ ବେଥ୍ଲହେିମ ଯାଇ ଶିଶୁଟି ବିଷୟ ରେ ଯତ୍ନ ଭାବରେ ଖାଜେ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତବେେ ମାେତେ ଜଣାଅ। ତା'ପରେ ମୁଁ ମଧ୍ଯ ଯାଇ ତାହାଙ୍କୁ ପ୍ରଣାମ କରିବି।

ମାଥିଉଲିଖିତ ସୁସମାଚାର 2:16

ଦେଖିଲେ ଯେ, ପଣ୍ଡିତମାନେ ତାହାଙ୍କୁ ବୋକା ବନଇେ ଦଇଛନ୍ତି। ସେ ଖୁବ୍ ରାଗିଗଲେ। ସେ ପଣ୍ଡିତମାନଙ୍କ ଠାରୁ ଶିଶୁପୁତ୍ରଟିର ଜନ୍ମ ସମୟ ଜାଣିଥିଲେ। ତାହା ଦୁଇବର୍ଷ ତଳର କଥା ହାଇେଥିବାରୁ ସେ ବେଥ୍ଲହେିମ ଓ ତା' ଆଖପାଖ ଅଞ୍ଚଳର ଦୁଇବର୍ଷ ବା ତାଠାରୁ କମ୍ ବୟସର ସବୁ ଶିଶୁପୁତ୍ରଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।

ମାଥିଉଲିଖିତ ସୁସମାଚାର 21:46

ତେଣୁ ସମାନେେ ଯୀଶୁଙ୍କୁ ବନ୍ଦୀ କରିବାକୁ ଚେ଼ଷ୍ଟା କଲେ। ସମାନେେ କିନ୍ତୁ ଲୋକମାନଙ୍କୁ ଡ଼ରୁଥିଲେ। କାରଣ ଲୋକେ ଯୀଶୁଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।

ମାଥିଉଲିଖିତ ସୁସମାଚାର 26:4

ସମାନେେ ଯୀଶୁଙ୍କୁ କପଟ ରେ ବନ୍ଦୀ କରି ତାହାଙ୍କୁ ମାରିଦବୋ ପାଇଁ ଯୋଜନା କଲେ।

ମାଥିଉଲିଖିତ ସୁସମାଚାର 27:63

ସମାନେେ କହିଲେ, ମହାଶୟ, ଆମ୍ଭର ମନେ ଅଛି ଯେ ସହେି ପ୍ରତାରକ ସେ ବଞ୍ଚିଥିବା ବେଳେ କହିଥିଲା, 'ତୃତୀୟ ଦିନ ପରେ ମୁଁ ମୃତ୍ଯୁରୁ ପୁଣି ପୂର୍ନଉଥିତ ହବେି।'

ମାଥିଉଲିଖିତ ସୁସମାଚାର 28:2

ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:17

ଆମ୍ଭେ ସମାନଙ୍କେୁ ଯୀଶୁଙ୍କ ବିଷୟ ରେ କିଛି ନକହିବା ପାଇଁ ଭୟ ଦଖାଇବୋ। ଫଳ ରେ, ଲୋକମାନଙ୍କ ମଧିଅରେ ଏକଥା ଅଧିକ ବ୍ଯାପି ପାରିବ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:27

ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଆଣି ମହାସଭା ରେ ଉପସ୍ଥିତ କରାଇଲେ। ତା'ପରେ ମହାୟାଜକ ସମାନଙ୍କେୁ ପଚ଼ାରିଲେ,

Interlinear

Choose Theme