Home Bibles ☰ Books ଗୀତସଂହିତା 59:3 · ଓଡ଼ିଆ ବାଇବେଲ
ଗୀତସଂହିତା 59:3 · ଓଡ଼ିଆ ବାଇବେଲ

ଦେଖ, ଲୋକମାନେ ମାେତେ ହତ୍ଯା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି। ବଳବାନ ଲୋକମାନେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ କିନ୍ତୁ ସଦାପ୍ରଭୁ ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।

Cross references

ପ୍ରଥମ ଶାମୁୟେଲ 19:1

ଶାଉଲ ଦାଉଦଙ୍କକ୍ସ୍ଟ ହତ୍ଯା କରିବା ପାଇଁ ତାଙ୍କର ପକ୍ସ୍ଟତ୍ର ଯୋନାଥନ ଓ ତାଙ୍କର ଦାସମାନଙ୍କୁ କହିଲେ। କିନ୍ତୁ ଯୋନାଥନ ଦାଉଦକକ୍ସ୍ଟ ବହକ୍ସ୍ଟତ ଭଲ ପାଉଥିଲେ।

ପ୍ରଥମ ଶାମୁୟେଲ 24:11

ଦେଖ, ମାେ ହାତ ରେ ଥିବା ଲକ୍ସ୍ଟଗା ଖଣ୍ତକକ୍ସ୍ଟ। ମୁ ଏହାକକ୍ସ୍ଟ ତକ୍ସ୍ଟମ୍ଭ ଲକ୍ସ୍ଟଗା ଧଡିରକ୍ସ୍ଟ କାଟିଅଛି। ମୁ ତୁମ୍ଭକୁ ମାରି ପାରିଥାନ୍ତି କିନ୍ତୁ ମୁ ମାରି ନାହିଁ। ମୁ ତୁମ୍ଭକୁ ବର୍ତ୍ତମାନ ବକ୍ସ୍ଟଝିବାକକ୍ସ୍ଟ ଦେଉଛି। ମୁ ତୁମ୍ଭକୁ ଜଣାଇ ଦବୋକକ୍ସ୍ଟ ଗ୍ଭହକ୍ସ୍ଟଁଛି ଯେ ମୁ ତୁମ୍ଭକୁ ମାରିବା ପାଇଁ ଯୋଜନା କରି ନଥିଲି। ମୁ ତକ୍ସ୍ଟମ୍ଭ ପ୍ରତି କବେେ ଅନ୍ଯାଯ କରି ନାହିଁ। କିନ୍ତୁ ତୁମ୍ଭେ ମାେତେ ଆଘାତ କରିଛ ଏବଂ ମାରିବାକକ୍ସ୍ଟ ମଧ୍ଯ ଗ୍ଭହିଁଛ।

ପ୍ରଥମ ଶାମୁୟେଲ 24:17

ଶାଉଲ କହିଲେ, ତୁମ୍ଭେ ମାେ ଅପେକ୍ଷା ସତ୍ ବ୍ଯକ୍ତି ଅଟ। ତୁମ୍ଭେ ମାେ ପ୍ରତି ଭଲ ବ୍ଯବହାର ଦଖାଇେଛ। କିନ୍ତୁ ମୁ ଏହା ତକ୍ସ୍ଟମ୍ଭ ପ୍ରତି ଖରାପ ବ୍ଯବହାର କରିଥିଲି।

ପ୍ରଥମ ଶାମୁୟେଲ 26:18

ଦାଉଦ ପକ୍ସ୍ଟଣି କହିଲେ, ମହାଶୟ ଆପଣ କାହିଁକି ମାରେ ପେଛପେଛ ଗୋଡଉଛନ୍ତି? ମୁ କ'ଣ ଅପରାଧ କଲି? କେଉଁ ଦୋଷ ମୁ କରିଛି?

ଗୀତସଂହିତା 2:2

ସମାନଙ୍କେ ରାଜା ଓ ନେତାମାନେ ଏକତ୍ରୀତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାଙ୍କ ଦ୍ବାରା ଅଭିଷିକ୍ତ ପ୍ରଜାଙ୍କ ବିରୁଦ୍ଧରେ ୟୁଦ୍ଧ କରନ୍ତି।

ଗୀତସଂହିତା 7:3

ହେ ସଦାପ୍ରଭୁ ମାରେ ପରମେଶ୍ବର, ୟଦି ମୁଁ କିଛି ଭଲ କରି ନାହିଁ। ମୁଁ ପ୍ରତିଜ୍ଞା କରି କହିପାରେ ମୁଁ କିଛି କୁକର୍ମ କରି ନାହିଁ।

ଗୀତସଂହିତା 10:9

ସହେି ଦୁଷ୍ଟ ଲୋକମାନେ ସିଂହ ଭଳି ଅନ୍ୟ ପ୍ରାଣୀମାନଙ୍କୁ ଧରି ଖାଇ ୟାଆନ୍ତି ସମାନେେ ଗରିବ ଲୋକମାନଙ୍କୁ ଆକ୍ରମଣ କରନ୍ତି। ସହେି ନିରୀହ ଲୋକମାନେ ସହଜରେ ସହେି ଦୁଷ୍ଟମାନଙ୍କ ଦ୍ବାରା ବସାୟାଇଥିବା ୟନ୍ତାରେ ପଡ଼ି ୟାଆନ୍ତି।

ଗୀତସଂହିତା 37:32

ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।

ଗୀତସଂହିତା 38:12

ମାରେ ଶତ୍ରୁମାନେ ମାେ ବିଷଯରେ ଖରାପ କଥା କହନ୍ତି। ସମାନେେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। ସମାନେେ ସବୁବେଳେ ମାେ ବିଷଯରେ ଆଲୋଚନା କରନ୍ତି।

ଗୀତସଂହିତା 56:6

ସମାନେେ ମାେତେ ହତ୍ଯା କରିବାର ଆଶା ନଇେ ଲୁଚି ରହନ୍ତି ଓ ମାରେ ପ୍ରେତ୍ୟକକ ଗତିବିଧି ଲକ୍ଷ୍ଯ କରନ୍ତି।

ଗୀତସଂହିତା 69:4

ମାରେ ଶତ୍ରୁ,ମାରେ ମୁଣ୍ଡବାଳଠାରୁ ଅଧିକ। ସମାନେେ ବୃଥାରେ ମାେ ସହିତ ଶତ୍ରୁତା କରନ୍ତି। ସମାନେେ ମାରେ ବିନାଶର କାମନା ବହୁତ କରୁଛନ୍ତି। ମାରେ ଅନକେ ଶତ୍ରୁଗଣ ମାେ ବିଷଯରେ ମିଛ କଥା କହନ୍ତି। ସମାନେେ ମିଛରେ ମାେତେ ଚୋର କହିଲେ ଏବଂ ସହେି ବସ୍ତୁଗୁଡ଼ିକ ମାେତେ ଦବୋକୁ କହିଲେ, ୟାହା ମୁଁ ଚେୀରି କରି ନାହିଁ।

ଗୀତସଂହିତା 140:2

ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି। ସମାନେେ ପ୍ରେତ୍ୟକକ ଦିନ ୟୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।

ହିତୋପଦେଶ 12:6

ଦୁଷ୍ଟମାନେ ରକ୍ତପାତ କରିବାକୁ ସମାନଙ୍କେର ଶବ୍ଦଗୁଡ଼ିକ ବ୍ଯବହାର କରନ୍ତି। କିନ୍ତୁ ନଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ୟ୍ଯଯରୁ ରକ୍ଷା କରନ୍ତି।

Interlinear

Choose Theme