Home Bibles ଗୀତସଂହିତା 129 · ଓଡ଼ିଆ ବାଇବେଲ ||

ଗୀତସଂହିତା

Chapter 129

ଓଡ଼ିଆ ବାଇବେଲ
1ମାରେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କଲେ। ଇଶ୍ରାୟେଲ, ଏହାକୁ ଆଉଥରେ କୁହ। 2ମାେ ଜୀବନସାରା ବହୁ ଶତ୍ରୁ ମାେତେ ଆକ୍ରମଣ କରିଛନ୍ତି। କିନ୍ତୁ ସମାନେେ କବେେ ମାେତେ ପରାସ୍ତ କରିପାରିଲେ ନାହିଁ। 3ସମାନେେ ମାେ ପିଠିରେ ଗଭୀର କ୍ଷତ ହବୋ ପର୍ୟ୍ଯନ୍ତ ଆଘାତ କରନ୍ତି। ମାରେ ପିଠି ହଳ କରା ପଡ଼ିଆ ପରି ଜଣାଗଲା। 4କିନ୍ତୁ ସଦାପ୍ରଭୁ ୟିଏ ୟାହା ଠିକ୍ କରନ୍ତି, ସହେି ରଜ୍ଜୁ କାଟି ପକାଇଲେ ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ। 5ଯେଉଁ ଲୋକମାନେ ସିୟୋନ୍କୁ ଘୃଣା କରନ୍ତି, ସମାନେେ ଲଜ୍ଜିତ ହୁଅନ୍ତୁ। ସମାନେେ ଅଟକି ୟାଆନ୍ତୁ ଏବଂ ଅନୁଧାବିତ ହୁଅନ୍ତୁ। 6ସମାନେେ ଗୃହର ଛାତ ଉପରିସ୍ଥ ତୃଣତୁଲ୍ଯ ବଢ଼ିବା ପୂର୍ବରୁ ଶୁଖି ୟାଆନ୍ତୁ। 7ୟପରେି କଟାଳି ତା'ର ହଳୋପୂର୍ଣ୍ଣ କରିପାରେ ନାହିଁ। ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ। 8ତାଙ୍କ ବାଟ ଦଇେ ଯାଉଥିବା ଲୋକମାନେ କହନ୍ତି ନାହିଁ, ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ। କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।

Choose Theme