Home Bibles ଗୀତସଂହିତା 129:7 · ଓଡ଼ିଆ ବାଇବେଲ
ଗୀତସଂହିତା 129:7 · ଓଡ଼ିଆ ବାଇବେଲ

ୟପରେି କଟାଳି ତା'ର ହଳୋପୂର୍ଣ୍ଣ କରିପାରେ ନାହିଁ। ଏବଂ ବିଡ଼ା ବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।

Cross references

ଗୀତସଂହିତା 126:6

ୟଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷତକେୁ ନଇୟୋଏ, ତଥାପି ସେ ଅମଳ ଘରକୁ ଆଣିବା ସମଯରେ ଖୁସି ହୁଏ।

ଯିଶାଇୟ 17:10

ଏହା ଘଟିବ କାରଣ ତୁମ୍ଭମାନେେ ଆପଣା ତ୍ରାଣକର୍ତ୍ତା ପରମେଶ୍ବରଙ୍କୁ ଭୁଲି ୟାଇଛ। ପରମେଶ୍ବର ତୁମ୍ଭମାନଙ୍କର ସୁରକ୍ଷାର ସ୍ଥଳ। ଏହା ତୁମ୍ଭେ ମନେ ପକାଉ ନାହିଁ।

ହୋଶେୟ 8:7

ଇଶ୍ରାୟେଲୀୟମାନେ ଗୋଟିଏ ନିର୍ବୋଧ କାମ କଲେ। ସମାନେେ ବାଯୁ ରେ ଗଛ ଲଗାଇବାକୁ ଚେଷ୍ଟା କରୁଥିଲେ। ସମାନେେ କବଳେ ହିଁ ଦୁଃଖ ପାଇବେ। ସମାନେେ ଘୂର୍ଣ୍ଣିବାତ୍ଯାକୁ ନିମନ୍ତ୍ରଣ କଲେ। ଜମି ରେ ଉତ୍ପନ୍ନ ହେଉଥିବା ଶସ୍ଯ ଖାଦ୍ୟ ଯୋଗଇବ ନାହିଁ। ଏପରି ଯଦି କିଛି ଉତ୍ପନ୍ନ ହେଲା ତବେେ ତାକୁ ଅଜଣା ଲୋକ ଭକ୍ଷଣ କରିବେ।

ଗାଲାତୀୟଙ୍କ ପ୍ରତି ପତ୍ର 6:8

ଯେଉଁ ଲୋକ ନିଜର ପାପମୟ ସ୍ବଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ଯ କାଟିବ।

Interlinear

Choose Theme