କିନ୍ତୁ ସଦାପ୍ରଭୁ ୟିଏ ୟାହା ଠିକ୍ କରନ୍ତି, ସହେି ରଜ୍ଜୁ କାଟି ପକାଇଲେ ଏବଂ ଦୁଷ୍ଟମାନଙ୍କଠାରୁ ମୁକ୍ତ କଲେ।
Cross references
ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ଧର୍ମ ମଧ୍ଯ ଅଟ, ଯେଉଁଥିପାଇଁ ଆମ୍ଭମାନେେ ଆଜି ପର୍ୟ୍ଯନ୍ତ ରକ୍ଷା ପାଇଅଛୁ। ଆମ୍ଭମାନେେ ତୁମ୍ଭ ସାକ୍ଷାତ ରେ ନିଜ ଦୋଷ ରେ ଦୋଷୀ ହାଇେଅଛୁ। କାରଣ ସେଥିପାଇଁ କହେି ତୁମ୍ଭ ଛାମୁ ରେ ଠିଆ ହାଇପୋ ରେ ନାହିଁ।
ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ୟ୍ଯନ୍ତ ଯାହା ଯାହା ଘଟିଅଛି, ସେ ସବୁ ରେ ତୁମ୍ଭେ ଧର୍ମମଯ ଅଟ। କାରଣ ତୁମ୍ଭେ ସତ୍ଯ ବ୍ଯବହାର କରିଅଛ। ମାତ୍ର ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।
ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଧାର୍ମିକ ଅଟ। ଏଂ ତୁମ୍ଭର ନିଯମ ସବୁ ଧର୍ମମଯ।
ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।
ଆମ୍ଭମାନେେ ହେଉଛୁ ଜାଲରେ ପଡ଼ିଥିବା ଚଢ଼ଇମାନଙ୍କେ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା'ନ୍ତି। ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭମାନେେ ରକ୍ଷା ପାଇଗଲୁ।
ସହେି ଗର୍ବୀ ଲୋକମାନେ ମାେ ପାଇଁ ଫାନ୍ଦ ବିଛାଇଛନ୍ତି। ସମାନେେ ମାେତେ ଧରିବା ପାଇଁ ଜାଲ ବିଛାଇଛନ୍ତି। ସମାନେେ ମାେ ପଥରେ ୟନ୍ତା ବିଛାଇଛନ୍ତି।
ବର୍ତ୍ତମାନ ୟିରୁଶାଲମ କ ହେ, ସଦାପ୍ରଭୁ ଧାର୍ମିକ ଅଟନ୍ତି ଓ ମୁଁ ତାଙ୍କ ଆଜ୍ଞାକୁ ଅବଜ୍ଞା କରିଅଛି। ହେ ଗୋଷ୍ଠୀସକଳ, ମୁଁ ବିନଯ କରୁଛି, ତୁମ୍ଭମାନେେ ଶୁଣ ଓ ମାରେ ଦୁଃଖ ଦେଖ। ମାରେ ୟୁବକ, ୟୁବତୀମାନେ ନିର୍ବାସିତ ଅବସ୍ଥା ପାଇଛନ୍ତି।
ସଦାପ୍ରଭୁଙ୍କର ପ୍ ରମେ ଓ ଦୟା ଶଷେ ହୁଏ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ଯାଯ ରେ ଆମ୍ଭମାନେେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧ ରେ ସତ୍ଯ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ୟିରୁଶାଲମ ନିବାସୀ, ତୁମ୍ଭ ଦ୍ବାରା ବିତାଡିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇଶ୍ରାୟେଲ ଲୋକ ଲଜ୍ଜାର ପାତ୍ର।