କ୍ରୀତଦାସମାନେ ସମାନଙ୍କେ ଆବଶ୍ଯକ ଦ୍ରବ୍ଯ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
Cross references
ଆଉ ସହେି ଲୋକଟି ଯାକୁବକୁ କହିଲା, ମାେତେ ୟିବାକୁ ଦିଅ କାରଣ ପ୍ରଭାତ ହାଇଗେଲା।
ହେ ସଦାପ୍ରଭୁ, ମୁଁ ତୁମ୍ଭଦ୍ବାରା ପରିତ୍ରାଣର ଅପେକ୍ଷା ରେ ଅଛି।
ଏଥି ନିମନ୍ତେ ତୁମ୍ଭମାନେେ ଶାପଗ୍ରସ୍ତ ହେଲ। ତୁମ୍ଭମାନେେ ମାରେ ପରମେଶ୍ବରଙ୍କ ଗୃହର କାଠ କଟାଳି ଓ ଜଳ କଢାଳି ହାଇେ ସବୁଦିନ ପାଇଁ ରହିବ।
ଯିହାଶୂେୟ ଗିବିଯୋନମାନଙ୍କୁ ଇଶ୍ରାୟେଲ ପାଇଁ କ୍ରିତଦାସ ଭାବେ ଗ୍ରହଣ କଲେ। ଆଉ ସହେି ଦିନଠାରକ୍ସ୍ଟ ସଦାପ୍ରଭୁଙ୍କ ୟଜ୍ଞବଦେୀ ରେ ଇଶ୍ରାୟେଲ ଲୋକମାନଙ୍କ ପାଇଁ କାଠ କଟାଳି ଓ ଜଳ କଢାଳିରୂପେ କାର୍ୟ୍ଯ କଲେ। ସଦାପ୍ରଭୁ ଏହା କରାଇବାକକ୍ସ୍ଟ ଯବେେ ପସନ୍ଦ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଦାସ ଅଟନ୍ତି।
ଗିବିଯୋନୀଯମାନେ ଗିଲ୍ଗଲ ଛାଉଣୀଠା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ସେ ବାର୍ତ୍ତାବାହକ କହିଲା, ଆମ୍ଭେ ଆପଣଙ୍କ ଦାସ, ଆମ୍ଭକକ୍ସ୍ଟ ଏକକ୍ସ୍ଟଟିଆ ଛାଡ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶିଘ୍ର ଆସି ଆମ୍ଭକକ୍ସ୍ଟ ସାହାୟ୍ଯ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇ ମାରେୀଯ ଦେଶର ପର୍ବତ ନିବାସୀ ରାଜାମାନେ ସମାନଙ୍କେର ସୈନ୍ଯବାହୀନି ସହିତ ଏକତ୍ରୀତ ହାଇେ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।
ହେ ମାରେ ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇଶ୍ରାୟେଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସମାନେେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନ ରେ ବସାଇ ରାଜା କରିବେ।
ହେ ଆମ୍ଭମାନଙ୍କର ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ଯଦଳ ଆମ୍ଭମାନଙ୍କ ବିରୁଦ୍ଧ ରେ ଆସୁଛନ୍ତି, ସମାନଙ୍କେ ବିରୁଦ୍ଧ ରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ'ଣ କରିବାକୁ ହବେ, ତାହା ଆମ୍ଭମାନେେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭମାନେେ ତୁମ୍ଭର ସାହାୟ୍ଯ ଲୋଡ଼ୁଅଛୁ।
ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ। ସେ ସଦାସର୍ବଦା ମାେତେ ମାରେ ବିପଦରୁ ମୁକ୍ତ କରନ୍ତି।
ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାରେ ଡ଼ାକ ଓ କ୍ରନ୍ଦନ ଧ୍ବନି ଶୁଣିଲେ।
ସଦାପ୍ରଭୁ ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମାରେ ଚକ୍ଷୁକ୍ଲାନ୍ତ ହେଲାଣି, ତୁମ୍ଭେ ମାେତେ କବେେ ସାନ୍ତ୍ବନା ଦବେ ?
ସଦାପ୍ରଭୁ ତୁମ୍ଭର ବିଶ୍ବସ୍ତ ପ୍ରତିଜ୍ଞା ସତ୍ଯ ହବୋକୁ, ତୁମ୍ଭର ପରିତ୍ରାଣ ପଥକୁ ଚାହିଁ ଚାହିଁ ମାରେ ଚକ୍ଷୁ କ୍ଷୀଣ ହାଇୟୋଏ।
ମୁଁ ସଦାପ୍ରଭୁଙ୍କର ସାହାୟ୍ଯକୁ ଅପେକ୍ଷା କରିଛି। ମାରେ ପ୍ରାଣ ତାଙ୍କୁ ଚାହିଁ ରହିଛି। ମୁଁ ସଦାପ୍ରଭୁଙ୍କର ବାକ୍ଯରେ ଭରସା ରଖିଛି।
ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,