Home Bibles ଯିହୋଶୂୟ 9:27 · ଓଡ଼ିଆ ବାଇବେଲ
ଯିହୋଶୂୟ 9:27 · ଓଡ଼ିଆ ବାଇବେଲ

ଯିହାଶୂେୟ ଗିବିଯୋନମାନଙ୍କୁ ଇଶ୍ରାୟେଲ ପାଇଁ କ୍ରିତଦାସ ଭାବେ ଗ୍ରହଣ କଲେ। ଆଉ ସହେି ଦିନଠାରକ୍ସ୍ଟ ସଦାପ୍ରଭୁଙ୍କ ୟଜ୍ଞବଦେୀ ରେ ଇଶ୍ରାୟେଲ ଲୋକମାନଙ୍କ ପାଇଁ କାଠ କଟାଳି ଓ ଜଳ କଢାଳିରୂପେ କାର୍ୟ୍ଯ କଲେ। ସଦାପ୍ରଭୁ ଏହା କରାଇବାକକ୍ସ୍ଟ ଯବେେ ପସନ୍ଦ କଲେ। ସମାନେେ ଆଜି ପର୍ୟ୍ଯନ୍ତ ଦାସ ଅଟନ୍ତି।

Cross references

ଗଣନା ପୁସ୍ତକ 31:28

ପୁଣି ୟୁଦ୍ଧକୁ ୟାଇଥିବା ୟୋଦ୍ଦାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ, ସମାନଙ୍କେର ଲଭ୍ଯ ଅର୍ଦ୍ଧାଂଶରୁ ମନୁଷ୍ଯ, ଗୋରୁ, ଗର୍ଦ୍ଦଭ, ଓ ମଷେମାନଙ୍କ ମଧ୍ଯରୁ ପ୍ରତି ପାଞ୍ଚଶହ ରେ ଗୋଟିଏ ଲଖାଏଁେ ଜୀବ ସଂଗ୍ରହ କର।

ଗଣନା ପୁସ୍ତକ 31:30

ପୁଣି ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରାପ୍ତ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ଯ,ଗୋରୁ, ଗର୍ଦ୍ଦଭ ଓ ମଷୋଦି ସମସ୍ତ ପଶୁ ମଧ୍ଯରୁ ପ୍ରତି ପଚାଶର ଗୋଟିଏ ଲଖାଏଁେ ନଇେ ଲବେୀୟମାନଙ୍କୁ ଦିଅ। କାରଣ ସମାନେେ ସଦାପ୍ରଭୁଙ୍କର ପବିତ୍ର ତମ୍ବୁର ରକ୍ଷକ ଅଟନ୍ତି।

ଗଣନା ପୁସ୍ତକ 31:47

ତହୁଁ ଇଶ୍ରାୟେଲ ସନ୍ତାନଗଣର ଲଭ୍ଯ ସହେି ପଚାଶ ପ୍ରତିଶତ ଅଂଶରୁ ମାଶାେ ମନୁଷ୍ଯ ଓ ପଶୁର ପ୍ରେତ୍ୟକକ ପଚାଶ ମଧ୍ଯରୁ ଗୋଟିଏ ଲଖାଏଁେ ନେଲେ ଓ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ସଦାପ୍ରଭୁଙ୍କର ଆବାସ ରକ୍ଷକ ଲବେୀୟମାନଙ୍କୁ ଦେଲେ।

ଦିତୀୟ ବିବରଣ 12:5

ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।

ଦିତୀୟ ବିବରଣ 12:11

ସେତବେେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସହେ ସ୍ଥାନକକ୍ସ୍ଟ ତୁମ୍ଭମାନେେ ମାରେ ଆଜ୍ଞା ଅନକ୍ସ୍ଟସା ରେ ନିଜ ନିଜ ହୋମ ନବୈେଦ୍ଯ ଓ ନିଜ ନିଜ ବଳିଦାନ, ନିଜ ଆଯର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀଯ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।

ଦିତୀୟ ବିବରଣ 12:14

ତୁମ୍ଭମାନଙ୍କର ଗୋଟିଏ ପରିବାର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ଯେଉଁସ୍ଥାନ ମନୋନୀତ କରିଛନ୍ତି, କବଳେ ସହେି ସ୍ଥାନ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ହାମବେଳି ଓ ସେ ତୁମ୍ଭକୁ ଯେଉଁସବୁ ଆଜ୍ଞା ଦଇେଛନ୍ତି, ତାହାସବୁ ସହେିଠା ରେ ଉତ୍ସର୍ଗ କରିବା ଉଚିତ୍।

ଦିତୀୟ ବଂଶାବଳୀ 2:16

ଆଉ ଆମ୍ଭେ ଲିବାନୋନ୍ରୁ କାଠ କାଟି ଆଣିବୁ। ତୁମ୍ଭେ ଯେତେ ପରିମାଣର କାଠଗଣ୍ଡି ଚାହଁ, ତାହା ଆମ୍ଭେ କାଟି ଆଣିପାରିବୁ। ସମୁଦ୍ର ଦଇେ କାଠଭଳୋ ରେ, କାଠଗଣ୍ଡିଗୁଡ଼ିକ ଆମ୍ଭେ ଜାଫୋକୁ ଆଣିବୁ। ତା'ପରେ ତୁମ୍ଭେ ସେ କାଠଗଣ୍ଡିଗୁଡ଼ିକୁ ୟିରୁଶାଲମକୁ ନଇୟିବେ।

Interlinear

Choose Theme