Home Bibles ☰ Books ଗୀତସଂହିତା 25:15 · ଓଡ଼ିଆ ବାଇବେଲ
ଗୀତସଂହିତା 25:15 · ଓଡ଼ିଆ ବାଇବେଲ

ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ। ସେ ସଦାସର୍ବଦା ମାେତେ ମାରେ ବିପଦରୁ ମୁକ୍ତ କରନ୍ତି।

Cross references

ପ୍ରଥମ ରାଜାବଳୀ 1:20

ହେ ମାରେ ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇଶ୍ରାୟେଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସମାନେେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନ ରେ ବସାଇ ରାଜା କରିବେ।

ଦିତୀୟ ବଂଶାବଳୀ 20:12

ହେ ଆମ୍ଭମାନଙ୍କର ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ। ଏହି ଯେଉଁ ବୃହତ୍ ସୈନ୍ଯଦଳ ଆମ୍ଭମାନଙ୍କ ବିରୁଦ୍ଧ ରେ ଆସୁଛନ୍ତି, ସମାନଙ୍କେ ବିରୁଦ୍ଧ ରେ ଆମ୍ଭମାନଙ୍କର କୌଣସି ଶକ୍ତି ନାହିଁ। କ'ଣ କରିବାକୁ ହବେ, ତାହା ଆମ୍ଭମାନେେ ଜାଣି ନାହୁଁ। ସେଥିନିମନ୍ତେ ଆମ୍ଭମାନେେ ତୁମ୍ଭର ସାହାୟ୍ଯ ଲୋଡ଼ୁଅଛୁ।

ଗୀତସଂହିତା 31:4

ମାରେ ଶତ୍ରୁମାନେ ମାେ ସମ୍ମୁଖରେ ଏକ ୟନ୍ତା ବସାଇଛନ୍ତି। ସମାନଙ୍କେ ସହେି ୟନ୍ତାରୁ ମାେତେ ଉଦ୍ଧାର କର। ତୁମ୍ଭେ ମାରେ ନିରାପଦ ସ୍ଥଳ।

ଗୀତସଂହିତା 121:1

ମୁଁ ସାହାୟ୍ଯ ପାଇଁ ପର୍ବତଗଣ ଆଡ଼େ ଚା ହେଁ। କିନ୍ତୁ ପ୍ରକୃତରେ କେଉଁଠାରୁ ମାରେ ସାହାୟ୍ଯ ଆସିବ ?

ଗୀତସଂହିତା 123:2

କ୍ରୀତଦାସମାନେ ସମାନଙ୍କେ ଆବଶ୍ଯକ ଦ୍ରବ୍ଯ ପାଇଁ ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।

ଗୀତସଂହିତା 124:7

ଆମ୍ଭମାନେେ ହେଉଛୁ ଜାଲରେ ପଡ଼ିଥିବା ଚଢ଼ଇମାନଙ୍କେ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା'ନ୍ତି। ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭମାନେେ ରକ୍ଷା ପାଇଗଲୁ।

ଗୀତସଂହିତା 141:8

ସଦାପ୍ରଭୁ, ମାରେ ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଚାହୁଁ ଅଛି। ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଚାହିଁଅଛି। ତଣେୁ ମାେତେ ମୃତ୍ଯୁବରଣ କରିବାକୁ ଦିଅ ନାହିଁ।

ଯିରିମିୟ 5:26

କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 2:25

ଯେଉଁମାନେ ତାଙ୍କୁ ବି ରୋଧ କରନ୍ତି, ସମାନଙ୍କେୁ ଭଦ୍ର ଭାବରେ ଶିଖାଇବା ଉଚିତ। ହୁଏତ ପରମେଶ୍ବର ସମାନଙ୍କେ ହୃଦୟ ରେ ଗୋଟିଏ ପରିବର୍ତ୍ତନ ପ୍ରଦାନ କରବେେ, ଯାହାଦ୍ବାରା ସମାନେେ ସତ୍ଯକୁ ଗ୍ରହଣ କରିବେ।

Interlinear

Choose Theme