ଗିବିଯୋନୀଯମାନେ ଗିଲ୍ଗଲ ଛାଉଣୀଠା ରେ ଯିହାଶୂେୟଙ୍କ ନିକଟକକ୍ସ୍ଟ ଏକ ବାର୍ତ୍ତା ପଠାଇଲେ। ସେ ବାର୍ତ୍ତାବାହକ କହିଲା, ଆମ୍ଭେ ଆପଣଙ୍କ ଦାସ, ଆମ୍ଭକକ୍ସ୍ଟ ଏକକ୍ସ୍ଟଟିଆ ଛାଡ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶିଘ୍ର ଆସି ଆମ୍ଭକକ୍ସ୍ଟ ସାହାୟ୍ଯ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇ ମାରେୀଯ ଦେଶର ପର୍ବତ ନିବାସୀ ରାଜାମାନେ ସମାନଙ୍କେର ସୈନ୍ଯବାହୀନି ସହିତ ଏକତ୍ରୀତ ହାଇେ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।
Cross references
ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।
ଇଶ୍ରାୟେଲ ଲୋକମାନେ ନିସ୍ତାର ପର୍ବପାଳନ କଲେ, ଯେତବେେଳେ ସମାନେେ ଯିରୀହାେ ସମତଳ ଅଞ୍ଚଳ ନିକଟରେ ଛାଉଣୀ ସ୍ଥାପନ କଲେ। ତାହା ଥିଲା ସହେି ମାସ ଚଉଦ ତାରିଖ ସଂନ୍ଧ୍ଯା।
ଏହିପରି ଭାବରେ ସମାନେେ ଗିଲ୍ଗଲ୍ ନିକଟସ୍ଥ
ଏଥି ରେ ହିଦ୍ଦୀଯମାନେ ଉତ୍ତର ଦଇେ କହିଲେ, ଆମ୍ଭେ ତୁମ୍ଭମାନଙ୍କର ଦାସ।
ଯିହାଶୂେୟ ଶାନ୍ତିଚକ୍ସ୍ଟକ୍ତି ପାଇଁ ରାଜି ହାଇଗେଲେ। ସେ ସମାନଙ୍କେୁ ଜୀବିତ ରଖିବାକକ୍ସ୍ଟ ରାଜି ହେଲେ। ତେଣୁ ଇଶ୍ରାୟେଲର ନତେୃବର୍ଗଗଣ ସମାନଙ୍କେ ନିକଟରେ ଶପଥ କଲେ।
ଗିବିଯୋନୀଯମାନେ ଉତ୍ତର ଦେଲେ, ଆମ୍ଭମାନେେ ଆପଣାଙ୍କ ସମ୍ମକ୍ସ୍ଟଖ ରେ ମିଛ କହିଲକ୍ସ୍ଟ କାରଣ ଆମ୍ଭମାନେେ ତୁମ୍ଭକୁ ଭୟ କରିଗଲକ୍ସ୍ଟ, କାଳେ ଆପଣା ଆମ୍ଭକକ୍ସ୍ଟ ମାରି ଦବେେ। ଆମ୍ଭେ ଜାଣିବାକକ୍ସ୍ଟ ପାଇଲକ୍ସ୍ଟ ଯେ ତୁମ୍ଭମାନଙ୍କୁ ଏହି ସମସ୍ତ ଦେଶ ଦବୋକକ୍ସ୍ଟ ଓ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ଏହି ଦେଶବାସୀ ସମସ୍ତ ଲୋକଙ୍କକ୍ସ୍ଟ ବିନାଶ କରିବାକୁ ସଦାପ୍ରଭୁ ଆପଣା ସବେକ ମାଶାଙ୍କେକ୍ସ୍ଟ ଆଜ୍ଞା ଦଇେଥିଲେ। ତେଣୁ ଆମ୍ଭର ଜୀବନ ଭୟ ରେ ଆମ୍ଭେ ତକ୍ସ୍ଟମ୍ଭ ନିକଟରେ ମିଥ୍ଯା କହିଲକ୍ସ୍ଟ।
ପକ୍ସ୍ଟଣି ସମାନେେ ସମାନଙ୍କେୁ ୟିହକ୍ସ୍ଟଦାର ପର୍ବତମଯ ଦେଶ ରେ କିରିଯଥ୍ ଅର୍ବ ଓ ତହିଁ ଚତର୍କ୍ସ୍ଟଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମ ରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନକ୍ସ୍ଟସା ରେ ଏହା ସ୍ଥାନର ନାମ ଅର୍ବ ରଖାୟାଇ ଥିଲା।
ତା'ପରେ ସେ ଗର୍ଦ୍ଦଭ ସଜାଇ ତାଙ୍କର ସବେକକୁ କହିଲେ, ଦ୍ରୁତଗତି ରେ ଗର୍ଦ୍ଦଭକୁ ଚଲାଅ ଓ ମାରେଆଦେଶ ନ ପାଇବା ପର୍ୟ୍ଯନ୍ତ ଗତି ଧୀର କରନାହିଁ।
ୟମେନ୍ତ ୟିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, ସହେିପରି ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା'ନ୍ତି। ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ତୁମ୍ଭମାନେେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭମାନେେ ତୁମ୍ଭର ଜାହାଜକୁ ଖାଲିବୋକୁ କ୍ଷମ ହବେ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ଯବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ।
ଠିକ୍ ତା'ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହାଇେ ୟିହୂଦାର ପାହାଡିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡିଲେ।