ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।
Cross references
ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।
ସହେି ଲୋକ ପରମେଶ୍ବରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ବର ମଧ୍ଯ ତା' ପ୍ରତି ପ୍ରସନ୍ନ ହବେେ। ତା'ପରେ ସେ ପରମେଶ୍ବରଙ୍କର ମୁଖ ଦେଖିବ ଓ ଆନନ୍ଦ ରେ ଚିତ୍କାର କରି ଉଠିବ, ଯେତବେେଳେ ସେ ମନୁଷ୍ଯଙ୍କୁ ତା'ର ଯଥାର୍ଥ ଅବସ୍ଥା ଫରୋଇ ଦବେେ।
ହେ ପରମେଶ୍ବର, ଯଦିଓ ମୁଁ ତୁମ୍ଭକୁ ଦେଖିପାରୁ ନାହିଁ, ଜୀବନ ରେ କେଉଁଟା ଠିକ୍ ବାଟ ମାେତେ ତୁମ୍ଭେ ଶିକ୍ଷା ଦିଅ। ଯଦି ମୁଁ କିଛି ଭୁଲ କରିଛି, ମୁଁ ଆଉ ସପରେି ପୁଣି ଥରେ କରିବି ନାହିଁ।'
ପରମେଶ୍ବର ଆମ୍ଭକୁ ପଶୁପକ୍ଷୀଙ୍କଠାରୁ ଅଧିକ ଜ୍ଞାନୀ କରନ୍ତି, ସେ କାହାଁନ୍ତି ?'
ଦେଖ, ପରମେଶ୍ବରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ବର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ହେ ପରମେଶ୍ବର, ପୁନରାଯ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ କର ଓ ରକ୍ଷା କର।
ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।
ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
ମୁଁ ତୁମ୍ଭକୁ ମାରେ ଜୀବନ ବିଷଯରେ କହିଅଛି। ଏବଂ ତୁମ୍ଭେ ମାେତେ ଉତ୍ତର ଦଇେଅଛ। ବର୍ତ୍ତମାନ ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ।
ସମାନେେ ତାହାଙ୍କ ମୁଖ ଦେଖିବେ। ସମାନଙ୍କେ କପାଳ ରେ ପରମେଶ୍ବରଙ୍କର ନାମ ଲଖାେ ହବେ।