ମୁଁ ତୁମ୍ଭକୁ ମାରେ ଜୀବନ ବିଷଯରେ କହିଅଛି। ଏବଂ ତୁମ୍ଭେ ମାେତେ ଉତ୍ତର ଦଇେଅଛ। ବର୍ତ୍ତମାନ ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
Cross references
ତେଣୁ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସବେକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବା ରେ ଶିକ୍ଷା ଦିଅ ଓ ତା'ପରେ ତୁମ୍ଭ ଦେଶ ରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦଇେଥିଲେ।
ଏଲିଯ ଉତ୍ତର କଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।
ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।
ତୁମ୍ଭେ ଫରେିୟାଅ ଓ ଆମ୍ଭେଲାକମାନଙ୍କର ଅଧିପତି ହିଜକିଯକୁ କୁହ, 'ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନ ରେ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ।
ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।
ସଦାପ୍ରଭୁ ହିଁ ପ୍ରକୃତରେ ମହାନ୍। ସେ ପାପୀକୁ ଉଚିତ ମାର୍ଗରେ ଚାଲିବାକୁ ନିର୍ଦ୍ଦଶେ ଦିଅନ୍ତି।
ହେ ସଦାପ୍ରଭୁ, ମାରେ ଶତ୍ରୁମାନେ ଅଛନ୍ତି। ତଣେୁ ମାେତେ ନ୍ଯାଯମାର୍ଗ ପ୍ରଦର୍ଶନ କର। ମାେତେ ସରଳ ମାର୍ଗରେ ୟିବାକୁ ଶିକ୍ଷା ଦିଅ।
କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।
ହେ ସଦାପ୍ରଭୁ, ମୁଁ କ ହେ, ମୁଁ ଯେଉଁ ମନ୍ଦ କାର୍ୟ୍ଯ କରିଛି, ମୁଁ ସ୍ବୀକାର କରେ ୟାହା ପାପ ମୁଁ କରିଛି। ମୁଁ ମାରେ ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ।
ହେ ପରମେଶ୍ବର, ଆପଣଙ୍କ ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ମାେ ପ୍ରତି ଦୟାକର। ତୁମ୍ଭର ମହାନ କରୁଣା ଅନୁସାରେ, ମାରେ ସମସ୍ତ ପାପ କ୍ଷମା କରନ୍ତୁ।
ସଦାପ୍ରଭୁ, ତୁମ୍ଭର ପଥ, ମାେତେ ଶିକ୍ଷା ଦିଅ ଓ ମୁଁ ତୁମ୍ଭପରି ହବୋକୁ ଶିଖିବି। ମାେତେ ତୁମ୍ଭର ନାମକୁ ସମ୍ମାନ ଦବୋରେ ସାହାୟ୍ଯ କର, ୟାହା ମାେ ଜୀବନର ମୁଖ୍ଯ ଜିନିଷ ଅଟେ।
ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
ତୁମ୍ଭର ବିଚାର ଉତ୍ତମ ଏବଂ ମୁଁ ତାହାସବୁ ମାନିବା ପାଇଁ ଶପଥ କରେ।
ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ପ୍ରଭାତରେ ଦଖାେଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ୟିବା ଉଚିତ୍ ମାେତେ ସହେି ପଥ ଦଖାେଅ। କାରଣ ମୁଁ ମାରେ ପ୍ରାଣ ତୁମ୍ଭ ହାତରେ ଟକେି ଦଇେଅଛି।
ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।