ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
Cross references
ହେ ସଦାପ୍ରଭୁ, ମାେତେ ତୁମ୍ଭର ପଥରେ ଚାଲିବାକୁ ସାହାୟ୍ଯ କର। ତୁମ୍ଭର ମାର୍ଗରେ ଚାଲିବାକୁ ଶିକ୍ଷା ପ୍ରଦାନ କର।
ସଦାପ୍ରଭୁ, ତୁମ୍ଭର ପଥ, ମାେତେ ଶିକ୍ଷା ଦିଅ ଓ ମୁଁ ତୁମ୍ଭପରି ହବୋକୁ ଶିଖିବି। ମାେତେ ତୁମ୍ଭର ନାମକୁ ସମ୍ମାନ ଦବୋରେ ସାହାୟ୍ଯ କର, ୟାହା ମାେ ଜୀବନର ମୁଖ୍ଯ ଜିନିଷ ଅଟେ।
ମୁଁ ତୁମ୍ଭକୁ ମାରେ ଜୀବନ ବିଷଯରେ କହିଅଛି। ଏବଂ ତୁମ୍ଭେ ମାେତେ ଉତ୍ତର ଦଇେଅଛ। ବର୍ତ୍ତମାନ ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
ହେ ସଦାପ୍ରଭୁ, ତୁମ୍ଭ ନିଯମ ଦ୍ବାରା ମାେତେ କିପରି ବଞ୍ଚିବାକୁ ହବେ ଶିଖାଅ ଏବଂ ତାକୁ ଅନୁସରଣ କଲେ ମାରେ ପୁରସ୍କାର ହବେ।
ହେ ସଦାପ୍ରଭୁ, ପୃଥିବୀ ତୁମ୍ଭର ଦୟାରେ ପୂର୍ଣ୍ଣ। ତୁମ୍ଭର ବ୍ଯବସ୍ଥାସବୁ ମାେତେ ଶିଖାଅ।
ହେ ସଦାପ୍ରଭୁ, ମାେତେ ବିଜ୍ଞ ନିଷ୍ପତ୍ତି କରିବା ପାଇଁ ଜ୍ଞାନ ପ୍ରଦାନ କର। ମୁଁ ତୁମ୍ଭର ଆଜ୍ଞା ସମୂହରେ ବିଶ୍ବାସ କରିଅଛି।
ହେ ପରମେଶ୍ବର, ତୁମ୍ଭେ ମଙ୍ଗଳମଯ, ତୁମ୍ଭେ ମଙ୍ଗଳ କର। ମାେତେ ତୁମ୍ଭର ନିଯମସବୁ ଶିଖାଅ।
ଏହି ୟନ୍ତ୍ରଣା ଭୋଗ କରିବା ମାେ ପାଇଁ ଉତ୍ତମ ଥିଲା, ୟପରେିକି ମୁଁ ତୁମ୍ଭ ବ୍ଯବସ୍ଥା ଶିକ୍ଷା କରିପାରେ।
ସଦାପ୍ରଭୁ, ମାରେ ପ୍ରଶଂସା ଗ୍ରହଣ କର। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।
ମୁଁ ତୁମ୍ଭର ସବେକ ଅଟେ। ମାେ ପ୍ରତି ତୁମ୍ଭର ପ୍ରମେ ଦଖାେଅ। ତୁମ୍ଭର ବ୍ଯବସ୍ଥାମାନ ଶିଖାଅ।
ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।
ତୁମ୍ଭେ କ'ଣ ମାେ ପାଇଁ କରିବାକୁ ଚାହଁ ତାହା ମାେତେ ଦଖାେଅ ? ତୁମ୍ଭେ ମାରେ ପରମେଶ୍ବର, ତୁମ୍ଭର ଆତ୍ମା ମାେତେ ଭୂମି ସ୍ତରରେ ଆଗଇେ ନେଉା
ତା'ପରେ ଯୀଶୁ ଶିଷ୍ଯମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟ ରେ ଯାହା ସବୁ ଲଖାେ ଯାଇଥିଲା, ଯୀଶୁ ସମାନଙ୍କେୁ ସବୁ ବୁଝାଇଲେ।
କିନ୍ତୁ ତୁମ୍ଭକୁ ସାହାର୍ୟ୍ଯକାରୀ ସବୁ ଶିକ୍ଷା ଦବେେ। ମୁଁ ତୁମକୁ କହିଥିବା ସମସ୍ତ କଥା ମନେ ରଖିବା ପାଇଁ ସେ ସାହାୟ୍ଯ ମଧ୍ଯ କରିବେ। ଏହି ସାହାୟ୍ଯକାରୀ ହେଉଛନ୍ତି ପବିତ୍ରଆତ୍ମା, ଯାହାଙ୍କୁ ପରମପିତା ମାେ ନାମ ରେ ପଠାଇବେ।
ଏହି ଉପଦେଶ ପରମେଶ୍ବର ମାେତେ ପ୍ରଚାର କରିବାକୁ ଦଇେଥିବା ସୁସମାଚାରର ଅଂଶବିଶଷେ। ଏହି ମହିମାମୟ ସୁସମାଚାର ପରମଧନ୍ଯ ପରମେଶ୍ବରଙ୍କଠାରୁ ଆସିଛି।
ପରମେଶ୍ବର ଉପୟୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ବର ଏକମାତ୍ର ପରମଧନ୍ଯ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।
ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଏକ ବିଶଷେ ଦାନ ଦଇେଛନ୍ତି, ତାହା ତୁମ୍ଭଠା ରେ ଏପର୍ୟ୍ଯନ୍ତ ଅଛି। ଏଥିପାଇଁ ତୁମ୍ଭର କାହାଠାରୁ ଶିକ୍ଷା ନବୋ ଆବଶ୍ଯକ ନାହିଁ। ମାତ୍ର ତାହାଙ୍କଠାରୁ ପ୍ରାପ୍ତ ସହେି ଦାନ ତୁମ୍ଭକୁ ସମସ୍ତ ବିଷୟ ରେ ଶିକ୍ଷା ଦେଉଛି। ସେ ତୁମ୍ଭକୁ ଦଇେଥିବା ସହେି ଦାନ ସତ୍ଯ ଅଟେ, ମିଥ୍ଯା ନୁହେଁ। ତେଣୁ ତାହାଙ୍କର ସହେି ଦାନର ଶିକ୍ଷାନୁସା ରେ ତୁମ୍ଭମାନେେ ଖ୍ରୀଷ୍ଟଙ୍କଠା ରେ ଆଉ ଜୀବନଯାପନ କର।