Home Bibles ☰ Books ହିତୋପଦେଶ 7:4 · ଓଡ଼ିଆ ବାଇବେଲ
ହିତୋପଦେଶ 7:4 · ଓଡ଼ିଆ ବାଇବେଲ

ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବଚେନାକୁ ତୁମ୍ଭର ପରିବାରର ସଦସ୍ଯରୂପେ ଗ୍ରହଣ କର।

Cross references

ଆୟୁବ ପୁସ୍ତକ 17:14

ମୁଁ ସହେି କବର ସ୍ଥାନକୁ ' ମାରେ ପିତା ବୋଲି ସମ୍ ବୋଧନ କରିବି।' ସହେି ଜିଆପୋକ 'ମାେ ମା' ଓ 'ମାେ ଭଉଣୀ' ଭାବିବି।

ହିତୋପଦେଶ 2:2

ଜ୍ଞାନକୁ ଶୁଣ ଏବଂ ବୁଝିବା ପାଇଁ ତୀକ୍ଷ୍ମ ମନ ପ୍ରଯୋଗ କର।

ହିତୋପଦେଶ 4:6

ଜ୍ଞାନଠାରୁ ଦୂ ରଇେ ୟାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହବେ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦ ରେ ରଖିବ।

ପରମଗୀତ 8:1

ଯଦି ତୁମ୍ଭେ ଏକ ପିଲା ହାଇେଥାନ୍ତ, ମାରେ େଛାଟ ଭାଇପରି ଯେ କି ମାେ ମା'ର କ୍ଷୀର ଖାଉଛି ଏବଂ ଯଦି ମୁଁ ତୁମ୍ଭକୁ ବାହା ରେ ଦେଖେ ଏବଂ ମୁଁ ତୁମ୍ଭକୁ ଚୁମ୍ବନ ଦିଏ କହେି ମାେତେ ଖରାପ ଭାବିବେ ନାହିଁ।

ମାଥିଉଲିଖିତ ସୁସମାଚାର 12:49

ତା'ପରେ ସେ ତାହାଙ୍କର ଶିଷ୍ଯମାନଙ୍କ ଆଡ଼କୁ ହାତ ପଢ଼ଇେ କହିଲେ, ଏମାନେ ମାରେ ମାଆ ଓ ଭାଇ।

ଲୂକଲିଖିତ ସୁସମାଚାର 11:27

ଯୀଶୁ ଏହିସବୁ କଥା କରୁଥିବା ସମୟରେ ଭିଡ ଭିତରୁ ସ୍ତ୍ରୀ ଲୋକଟିଏ ଉଠିପଡି ଉଚ୍ଚ ସ୍ବର ରେ କହିବାକୁ ଲାଗିଲା, ଧନ୍ଯ ତୁମ୍ଭର ମାଆ। କାରଣ ସେ ତୁମ୍ଭକୁ ଜନ୍ମ ଦଇେଛନ୍ତି ଓ କ୍ଷୀରପାନ କରାଇଛନ୍ତି।

Interlinear

Choose Theme