Home Bibles ହିତୋପଦେଶ 7:5 · ଓଡ଼ିଆ ବାଇବେଲ
ହିତୋପଦେଶ 7:5 · ଓଡ଼ିଆ ବାଇବେଲ

ତବେେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ଯଭିଚାରିଣୀ ସ୍ତ୍ରୀଙ୍କଠାରୁ ମଧ୍ଯ ରକ୍ଷା କରିବ।

Cross references

ହିତୋପଦେଶ 2:16

ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ୟିଏ ବ୍ଯଭିଚାରୀ ଚାଟୁବାଦିନୀ ଲୋକଠାରୁ ମଧ୍ଯ ରକ୍ଷା କରିବ।

ହିତୋପଦେଶ 5:3

ପର ସ୍ତ୍ରୀ ସୁନ୍ଦର ହାଇପୋ ରେ, ତା'ର ମୁଖରୁ ମଧୁର ବାକ୍ଯ ଶୁଣାୟାଏ।

ହିତୋପଦେଶ 6:24

ସମାନଙ୍କେର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଚାଟୁବାକ୍ଯଠାରୁ ଦୂ ରଇେ ରଖୁ।

ହିତୋପଦେଶ 7:21

ସହେି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଚାଟୁ ବାକ୍ଯ ରେ ତାକୁ ଟାଣି ନଲୋ।

Interlinear

Choose Theme