Home Bibles ମାଥିଉଲିଖିତ ସୁସମାଚାର 12:49 · ଓଡ଼ିଆ ବାଇବେଲ
ମାଥିଉଲିଖିତ ସୁସମାଚାର 12:49 · ଓଡ଼ିଆ ବାଇବେଲ

ତା'ପରେ ସେ ତାହାଙ୍କର ଶିଷ୍ଯମାନଙ୍କ ଆଡ଼କୁ ହାତ ପଢ଼ଇେ କହିଲେ, ଏମାନେ ମାରେ ମାଆ ଓ ଭାଇ।

Cross references

ମାଥିଉଲିଖିତ ସୁସମାଚାର 28:7

ଶୀଘ୍ର ଏଠାରୁ ଯାଇ ତାହାଙ୍କ ଶିଷ୍ଯମାନଙ୍କୁ ଜଣାଅ: 'ଯୀଶୁ ମୃତ୍ଯୁରୁ ପୁର୍ନଉଥିତ ହାଇେଛନ୍ତି। ସେ ଗାଲିଲୀ ପ୍ରଦେଶକୁ ଯାଉଛନ୍ତି। ତୁମ୍ଭମାନଙ୍କ ପୂର୍ବରୁ ସେ ସଠାେରେ ଥିବେ। ତୁମ୍ଭମାନେେ ତାହାଙ୍କୁ ସଠାେରେ ଦେଖିବ।' ତା'ପରେ ସ୍ବର୍ଗଦୂତ ଆଉ ଥରେ କହିଲେ, ଏହି ସବୁକଥା ମୁଁ ତୁମ୍ଭକୁ କହିବାକୁ ଆସିଥିଲି।

ମାର୍କଲିଖିତ ସୁସମାଚାର 3:34

ତା'ପରେ ଯୀଶୁ ତାହାଙ୍କ ଚାରି ପାଖ ରେ ବସିଥିବା ଲୋକମାନଙ୍କ ଆଡେ ଚାହିଁଲେ। ସେ କହିଲେ, ଏ ଲୋକମାନେ ମାରେ ମାଆ ଓ ଭାଇ।

ଯୋହନଲିଖିତ ସୁସମାଚାର 17:8

ମାେତେ ତୁମ୍ଭେ ଯେଉଁ ଉପଦେଶ ଦଇେଥିଲ, ମୁଁ ସହେି ଉପଦେଶ ଏହି ଲୋକଙ୍କୁ ଦଇେଛି। ସମାନେେ ତାହା ଗ୍ରହଣ କରିଛନ୍ତି। ସମାନେେ ଜାଣି ପାରିଲେ ଯେ, ମୁଁ ପ୍ରକୃତ ରେ ତୁମ୍ଭଠାରୁ ଆସିଛି ଓ ତୁମ୍ଭେ ମାେତେ ପଠାଇଛ ବୋଲି ସମାନେେ ବିଶ୍ବାସ କରିଛନ୍ତି।

ଯୋହନଲିଖିତ ସୁସମାଚାର 17:20

ମୁଁ ଏହି ଲୋକମାନଙ୍କ ପାଇଁ ପ୍ରାର୍ଥନା କରେ ଓ ଏହି ଲୋକମାନଙ୍କର ଶିକ୍ଷା ହତେୁ ମାଠାେ ରେ ବିଶ୍ବାସ କରିବାକୁ ଯାଉଥିବା ସମସ୍ତ ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରୁଛି।

ଯୋହନଲିଖିତ ସୁସମାଚାର 20:17

ଯୀଶୁ ତାହାଙ୍କୁ କହିଲେ, ମାେତେ ଧର ନାହିଁ। ମୁଁ ଏ ପର୍ୟ୍ଯନ୍ତ ପରମପିତାଙ୍କ ପାଖକୁ ଯାଇନାହିଁ। କିନ୍ତୁ ତୁମ୍ଭେ ଯାଇ ମାରେ ଭାଇମାନଙ୍କୁ କୁହ ଯେ, ମୁଁ ମାରେ ଓ ତୁମ୍ଭର ପରମପିତାଙ୍କ ପାଖକୁ ଫରେିଯାଉଛି। ମୁଁ ମାରେ ଓ ତୁମ୍ଭର ପରମେଶ୍ବରଙ୍କ ପାଖକୁ ଯାଉଅଛି।

Interlinear

Choose Theme