Home Bibles ହିତୋପଦେଶ 31:10 · ଓଡ଼ିଆ ବାଇବେଲ
ହିତୋପଦେଶ 31:10 · ଓଡ଼ିଆ ବାଇବେଲ

ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।

Cross references

ରୂତର ବିବରଣ 3:11

ହେ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହକ୍ସ୍ଟତ ଭଲ।

ଆୟୁବ ପୁସ୍ତକ 28:18

ଜ୍ଞାନ ଅଧିକ ମୂଲ୍ଯବାନ ମୁକ୍ତାଠାରୁ ଓ ନୀଳମଣି ପଥରଠାରୁ, ଜ୍ଞାନ ମଧ୍ଯ ମାେତିଠାରୁ ମୂଲ୍ଯବାନ।

ହିତୋପଦେଶ 3:15

ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ଯବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ଯ ହବୋକୁ ଯୋଗ୍ଯ ନୁହେଁ।

ହିତୋପଦେଶ 8:11

ଜ୍ଞାନ ମୁକ୍ତାଠାରୁ ମୂଲ୍ଯବାନ, ତୁମ୍ଭେ ଯାହା ଆଶା କରୁଛ ତାହା ଏହାଠାରୁ ଅଧିକ ମୂଲ୍ଯବାନ।

ହିତୋପଦେଶ 12:4

ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।

ହିତୋପଦେଶ 14:1

ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହକୁ ଜ୍ଞାନ ବଳ ରେ ଗଢ଼େ। ମାତ୍ର ଅଜ୍ଞାନୀ ସ୍ତ୍ରୀ ତା'ର ଅଜ୍ଞାନତା ରେ ସ୍ବହସ୍ତ ରେ ତା'ର ଗୃହକୁ ଧ୍ବଂସ କରେ।

ହିତୋପଦେଶ 18:22

ଯେଉଁ ଲୋକ ଭାର୍ୟ୍ଯା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।

ହିତୋପଦେଶ 19:14

ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।

ହିତୋପଦେଶ 20:15

ସୁନା ଓ ଅଳଙ୍କାର ଲୋକଙ୍କୁ ଧନୀ କରେ। କିନ୍ତୁ ଯେଉଁଲୋକ ଜ୍ଞାନୀ, ସେ ଏହି ଅଳଙ୍କାରଠାରୁ ମୂଲ୍ଯବାନ୍ ଅଟେ।

ଉପଦେଶକ 7:28

ମୁଁ ବାରମ୍ବାର ଖାଜେିଲି ଏବଂ ମୁଁ ପାଇଲି ନାହିଁ। ହଜାର ରେ ଗୋଟିଏ ପୁରୁଷ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସମାନଙ୍କେ ମଧିଅରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।

ପରମଗୀତ 6:8

ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 5:25

ହେ ପତିଗଣ ! ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ ରମେ କରି ତା' ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଅଛନ୍ତି, ତୁମ୍ଭମାନେେ ମଧ୍ଯ ସହେିପରି ନିଜ ନିଜର ପତ୍ନୀମାନଙ୍କୁ ପ୍ ରମେ କର।

Interlinear

Choose Theme