Home Bibles ରୂତର ବିବରଣ 3:11 · ଓଡ଼ିଆ ବାଇବେଲ
ରୂତର ବିବରଣ 3:11 · ଓଡ଼ିଆ ବାଇବେଲ

ହେ ୟକ୍ସ୍ଟବତୀ, ଭୟ କରନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହକ୍ସ୍ଟତ ଭଲ।

Cross references

ଆଦି ପୁସ୍ତକ 26:24

ସହେି ରାତ୍ରି ରେ ସଦାପ୍ରଭୁ ଇସ୍ହାକକୁ କହିଲେ, ମୁଁ ତୁମ୍ଭର ପିତା ଅବ୍ରହାମର ପରମେଶ୍ବର। ଭୟ କର ନାହିଁ, ମୁଁ ତୁମ୍ଭ ସହିତ ଅଛି। ତୁମ୍ଭକୁ ଆଶୀର୍ବାଦ କରି ତୁମ୍ଭର ବଂଶ ବୃଦ୍ଧି କରିବା।

ହିତୋପଦେଶ 12:4

ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।

ହିତୋପଦେଶ 31:10

ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।

ହିତୋପଦେଶ 31:29

ବହୁତ ଭଲ ସ୍ତ୍ରୀଲୋକ ଅଛନ୍ତି। କିନ୍ତୁ ତୁମ୍ଭେ ସବୁଠାରୁ ଉତ୍ତମ।

Interlinear

Choose Theme