ହିତୋପଦେଶ 31:11 · ଓଡ଼ିଆ ବାଇବେଲ
ତା'ର ସ୍ବାମୀର ହୃଦଯ ତାଠା ରେ ନିର୍ଭର କରେ। ସେ କଦାପି ଦରିଦ୍ର ହବେ ନାହିଁ।
Cross references
ଦିତୀୟ ରାଜାବଳୀ 4:9
ସ୍ତ୍ରୀ ଲୋକଟି ଦିନେ ତା'ର ସ୍ବାମୀକୁ କହିଲେ, ଦେଖ, ଏହି ଯେଉଁ ଲୋକଟି ଆମ୍ଭମାନଙ୍କ ଘର ନିକଟକୁ ଦଇେ ସର୍ବଦା ୟାତାଯାତ କରୁଛି, ସେ ପରମେଶ୍ବରଙ୍କ ପବିତ୍ର ଲୋକ ବୋଲି ମୁଁ ଅନୁଭବ କରୁଛି।
ଦିତୀୟ ରାଜାବଳୀ 4:22
ସେ ସ୍ତ୍ରୀ ଲୋକଟି ତା'ର ସ୍ବାମୀକୁ ଡାକି କହିଲା, ମୁଁ ବିନଯ କରୁଛି, ଦାସମାନଙ୍କ ମଧ୍ଯରୁ ଜଣକୁ ଓ ଗୋଟିଏ ଗର୍ଦ୍ଦଭକୁ ମାେ ନିକଟକୁ ପଠାନ୍ତୁ। ହେଲେ ମୁଁ ପରମେଶ୍ବରଙ୍କ ଲୋକ ଇଲୀଶାୟକୁ ଶୀଘ୍ର ଆଣି ଫରେି ଆସିବି।
ପିତରଙ୍କ ପ୍ରଥମ ପତ୍ 3:1
ଠିକ୍ ସହେି ଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା' ହେଲେ, ଯଦି ପତିମାନଙ୍କ ମଧ୍ଯରୁ କେତଜେଣ ପରମେଶ୍ବରଙ୍କ ଶିକ୍ଷା ମାନୁ ନାହାଁନ୍ତି, ସମାନଙ୍କେୁ ବିଶ୍ବାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହବେ ନାହିଁ। ସମାନେେ ସମାନଙ୍କେର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହବେେ।